ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ 'ଜାତୀୟ ଯୁବ ଦିବସ' କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇଛନ୍ତି।
12 Jan, 2026

ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ 'ଜାତୀୟ ଯୁବ ଦିବସ' କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇଛନ୍ତି।

ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ 'ଜାତୀୟ ଯୁବ ଦିବସ' କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇଛନ୍ତି। ସ୍ୱାମୀ ବିବେକାନନ୍ଦ କହୁଥିଲେ "ଶକ୍ତି ହିଁ ଜୀବନ" ଏବଂ ଆଜିର  ପରିବର୍ତ୍ତିତ ବିଶ୍ୱରେ 'ଦକ୍ଷତା' ହିଁ ସେହି ଅସୀମ ଶକ୍ତି। ତାଙ୍କ ଆଦର୍ଶରେ ଏପରି ଏକ ଓଡ଼ିଶା ଗଢ଼ିବା ଯେଉଁଠି ପ୍ରତ୍ୟେକ ଯୁବକଯୁବତୀ ଆତ୍ମବିଶ୍ୱାସୀ ଏବଂ ସ୍ୱାବଲମ୍ବୀ ହେବେ। ସମର୍ପଣ ଓ କଠିନ ପରିଶ୍ରମ ହିଁ ଏହି ସ୍ୱପ୍ନକୁ ସାକାର କରିବ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ଯୁବପିଢ଼ିଙ୍କୁ ଉଦବୋଧନ ଦେଇ କହିଛନ୍ତି।

ସଦ୍ୟ ସମାଚାର

ଅଧିକ...

ଯୋଗାଯୋଗ

ମୁଖ୍ୟମନ୍ତ୍ରୀଙ୍କ ଲୋକସମ୍ପର୍କ ଅଧିକାରୀ , ଲୋକସେବା ଭବନ, ସଚିବାଳୟ ମାର୍ଗ ,
ଭୁବନେଶ୍ୱର, ଓଡ଼ିଶା- ୭୫୧୦୦୧

ଅଭିଯୋଗ ପଞ୍ଜିକରଣ

ନାଗରିକଙ୍କ ଅଭିଯୋଗର ସମାଧାନ ଆମର ପ୍ରାଥମିକତା, ଆପଣ ନିଜ ସୁବିଧା ଅନୁସାରେ ଅଭିଯୋଗ ପଞ୍ଜୀକରଣ କରିପାରିବେ |