• ଭାରତ ନବୀକରଣୀୟ ଶକ୍ତି ସମ୍ମିଳନୀରେ ଓଡ଼ିଶା ଓ ନେଦରଲ୍ୟାଣ୍ଡସ୍ ପାଭିଲିୟନ୍ ଉଦ୍‌ଘାଟିତ; ସ୍ୱଚ୍ଛ ଶକ୍ତି କ୍ଷେତ୍ରରେ ନିବେଶ ସୁଯୋଗ ପ୍ରଦର୍ଶିତ

03 Nov, 2026

ଭାରତ ନବୀକରଣୀୟ ଶକ୍ତି ସମ୍ମିଳନୀରେ ଓଡ଼ିଶା ଓ ନେଦରଲ୍ୟାଣ୍ଡସ୍ ପାଭିଲିୟନ୍ ଉଦ୍‌ଘାଟିତ; ସ୍ୱଚ୍ଛ ଶକ୍ତି କ୍ଷେତ୍ରରେ ନିବେଶ ସୁଯୋଗ ପ୍ରଦର୍ଶିତ

ନୂଆଦିଲ୍ଲୀଠାରେ ଆୟୋଜିତ ‘ଭାରତ ନବୀକରଣୀୟ ଶକ୍ତି ସମ୍ମିଳନୀ ଓ ପ୍ରଦର୍ଶନୀ (Bharat Renewable Energy Summit & Expo) ୨୦୨୬’ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏବଂ ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ମିଳିତ ଭାବେ ‘ଓଡ଼ିଶା ପାଭିଲିୟନ୍’ ଓ ‘ନେଦରଲ୍ୟାଣ୍ଡସ୍ ପାଭିଲିୟନ୍’ର ଉଦ୍‌ଘାଟନ କରିଛନ୍ତି ।

ଓଡ଼ିଶା ପାଭିଲିୟନ୍‌ରେ ରାଜ୍ୟର ନବୀକରଣୀୟ ଶକ୍ତି କ୍ଷେତ୍ରରେ ଥିବା ଅପାର ସମ୍ଭାବନା, ରଣନୈତିକ ସୁବିଧା ଏବଂ ଉଦୀୟମାନ ସ୍ୱଚ୍ଛ ଶକ୍ତି କ୍ଷେତ୍ରରେ ନିବେଶର ବିଭିନ୍ନ ସୁଯୋଗକୁ ପ୍ରଦର୍ଶିତ କରାଯାଇଛି । ଏହା ଏକ ସ୍ଥାୟୀ ଶକ୍ତି ବ୍ୟବସ୍ଥା ଗଢ଼ିତୋଳିବା ସହ ଭାରତର ସ୍ୱଚ୍ଛ ଶକ୍ତି ରୂପାନ୍ତରଣ ପ୍ରକ୍ରିୟାକୁ ଆଗେଇ ନେବା ଦିଗରେ ଓଡ଼ିଶାର ଦୃଢ଼ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି ।   

ସଦ୍ୟ ସମାଚାର

ଅଧିକ...

ଯୋଗାଯୋଗ

ମୁଖ୍ୟମନ୍ତ୍ରୀଙ୍କ ଲୋକସମ୍ପର୍କ ଅଧିକାରୀ , ଲୋକସେବା ଭବନ, ସଚିବାଳୟ ମାର୍ଗ ,
ଭୁବନେଶ୍ୱର, ଓଡ଼ିଶା- ୭୫୧୦୦୧

ଅଭିଯୋଗ ପଞ୍ଜିକରଣ

ନାଗରିକଙ୍କ ଅଭିଯୋଗର ସମାଧାନ ଆମର ପ୍ରାଥମିକତା, ଆପଣ ନିଜ ସୁବିଧା ଅନୁସାରେ ଅଭିଯୋଗ ପଞ୍ଜୀକରଣ କରିପାରିବେ |