ବିଭିନ୍ନ ଫାଇଲ୍ ଫର୍ମାଟ୍‌ରେ ସୂଚନା ଦେଖିବା

ଏହି ୱେବସାଇଟ୍‍ଦ୍ୱାରା ପ୍ରଦାନ କରାଯାଉଥିବା ସୂଚନା ବିଭିନ୍ନ ଫର୍ମାଟ୍‌ରେ ଉପଲବ୍ଧ, ଯେପରିକି ପୋର୍ଟେବ୍ଲ ଡକୁମେଣ୍ଟ ଫର୍ମାଟ୍ (ପିଡିଏଫ୍), ୱାର୍ଡ଼ ଏବଂ ଏଚ୍‍ଟିଏମ୍‍ଏଲ୍ । ସୂଚନାକୁ ସଠିକ୍ ଭାବରେ ଦେଖିବା ପାଇଁ ଆପଣଙ୍କ ବ୍ରାଉଜରରେ ଆବଶ୍ୟକ ପ୍ଲଗ୍-ଇନ୍ କିମ୍ବା ସଫ୍ଟୱେର ରହିବା ଆବଶ୍ୟକ । ଉଦାହରଣ ସ୍ୱରୂପ, ପିଡିଏଫ୍ ଫର୍ମାଟ୍‌ର ଦଲିଲ ଦେଖିବା ପାଇଁ ପିଡିଏଫ୍ ରିଡର୍ ସଫ୍ଟୱେର ଆବଶ୍ୟକ । ଯଦି ଆପଣଙ୍କ ସିଷ୍ଟମ୍‌ରେ ଏହି ସଫ୍ଟୱେର ନାହିଁ, ତେବେ ଆପଣ ଏହାକୁ ଇଣ୍ଟରନେଟ୍‌ରୁ ମାଗଣାରେ ଡାଉନଲୋଡ଼ କରିପାରିବେ । ବିଭିନ୍ନ ଫାଇଲ ଫର୍ମାଟ୍‌ରେ ସୂଚନା ଦେଖିବା ପାଇଁ ଆବଶ୍ୟକ ପ୍ଲଗ୍-ଇନ୍‌ଗୁଡ଼ିକର ଏକ ତାଲିକା ଏହି ସାରଣୀରେ ଦିଆଯାଇଛି ।

ଦେଖିବା ପାଇଁ ସ୍ୱାଇପ୍ କରନ୍ତୁ 

ଦସ୍ତାବିଜ୍‍ର ପ୍ରକାରଡାଉନଲୋଡ଼ ପାଇଁ ପ୍ଲଗ୍-ଇନ୍ କରନ୍ତୁ
ପୋର୍ଟେବ୍ଲ ଡକୁମେଣ୍ଟ ଫର୍ମାଟ୍(ପିଡିଏଫ୍)ଆଡୋବ୍ ଆକ୍ରୋବ୍ୟାଟ୍ ରିଡର୍
ଏକ ପିଡିଏଫ୍ ଫାଇଲ୍‌କୁ ଅନ୍‌ଲାଇନ୍‌ରେ ଏଚ୍‍.ଟି.ଏମ୍.ଏଲ୍. କିମ୍ବା ଟେକ୍ସଟ (ପାଠ) ଫର୍ମାଟ୍‌ରେ ରୂପାନ୍ତରିତ କରନ୍ତୁ
ଓ୍ୱାର୍ଡ଼ ଫାଇଲ ୱାର୍ଡ଼ ଭ୍ୟୁଅର୍ (୨୦୦୩ ପର୍ଯ୍ୟନ୍ତ ଯେକୌଣସି ସଂସ୍କରଣ)
ୱାର୍ଡ଼ ପାଇଁ ମାଇକ୍ରୋସଫ୍ଟ ଅଫିସ କମ୍ପାଟିବିଲିଟି ପ୍ୟାକ୍ (୨୦୦୭ ସଂସ୍କରଣ ପାଇଁ)
ଏକସେଲ ଫାଇଲଏକ୍ସେଲ୍ ଭ୍ୟୁଅର୍ ୨୦୦୩ (୨୦୦୩ ପର୍ଯ୍ୟନ୍ତ ଯେକୌଣସି ସଂସ୍କରଣ)
ଏକ୍ସେଲ୍ ପାଇଁ ମାଇକ୍ରୋସଫ୍ଟ ଅଫିସ କମ୍ପାଟିବିଲିଟି ପ୍ୟାକ୍ (୨୦୦୭ ସଂସ୍କରଣ ପାଇଁ)
ପାୱାରପଏଣ୍ଟ ଉପସ୍ଥାପନା ପାୱାରପଏଣ୍ଟ ଭ୍ୟୁଅର୍ ୨୦୦୩ (୨୦୦୩ ପର୍ଯ୍ୟନ୍ତ ଯେକୌଣସି ସଂସ୍କରଣ)
ପାୱାରପଏଣ୍ଟ ପାଇଁ ମାଇକ୍ରୋସଫ୍ଟ ଅଫିସ୍ କମ୍ପାଟିବିଲିଟି ପ୍ୟାକ୍ (୨୦୦୭ ସଂସ୍କରଣ ପାଇଁ)
ଫ୍ଲାସ୍ ବିଷୟବସ୍ତୁ ଆଡୋବ୍ ଫ୍ଲାସ୍ ପ୍ଲେୟାର୍

ସ୍କ୍ରିନ୍ ରିଡର୍ ଆକ୍ସେସ୍

ପୋର୍ଟାଲ୍‌ର ସୂଚନା ବିଭିନ୍ନ ସ୍କ୍ରିନ୍ ରିଡର, ଯେପରିକି– ଜେ.ଏ.ଡବ୍ଲୁ.ଏସ୍‍., ଏନ୍‍.ଭି.ଡି.ଏ., ଏସ୍‍.ଏ.ଏଫ୍.ଏ., ସୁପରନୋଭା ଏବଂ ଓ୍ୱିଣ୍ଡୋ-ଆଇଜ୍ ସାହାଯ୍ୟରେ ଦେଖିହେବ/ବ୍ୟବହାର କରିହେବ । ନିମ୍ନଲିଖିତ ସାରଣୀରେ ବିଭିନ୍ନ ସ୍କ୍ରିନ୍ ରିଡର ବିଷୟରେ ସୂଚନା ଦିଆଯାଇଛି:

ବିଭିନ୍ନ ସ୍କ୍ରିନ୍ ରିଡର ସମ୍ବନ୍ଧୀୟ ସୂଚନା

ଦେଖିବା ପାଇଁ ସ୍ୱାଇପ୍ କରନ୍ତୁ 

ସ୍କ୍ରିନ୍ ରିଡରଓ୍ୱେବ୍‍ସାଇଟମାଗଣା/ବ୍ୟାବସାୟିକ
ସମସ୍ତଙ୍କ ପାଇଁ ସ୍କ୍ରିନ୍ ବ୍ୟବହାରର ସୁବିଧା (SAFA)-----ମାଗଣା
ଦୃଶ୍ୟହୀନ ଡେସ୍କଟପ୍ ବ୍ୟବହାର ସୁବିଧା (NVDA)http://www.nvda-project.org/ମାଗଣା
ସିଷ୍ଟମ୍ ଆକ୍ସେସ୍ ଟୁ ଗୋhttp://www.satogo.com/ମାଗଣା
ଥଣ୍ଡର୍http://www.screenreader.net/index.php?pageid=11ମାଗଣା
ୱେବ୍‌ଏନିହୋୟାର୍http://webinsight.cs.washington.edu/wa/content.phpମାଗଣା
ହାଲ୍http://www.yourdolphin.co.uk/productdetail.asp?id=5ବ୍ୟାବସାୟିକ
ଜେଏଡବ୍ଲୁଏସ୍http://www.freedomscientific.com/jaws-hq.aspବ୍ୟାବସାୟିକ
ସୁପରନୋଭାhttp://www.yourdolphin.co.uk/productdetail.asp?id=1ବ୍ୟାବସାୟିକ
ଓ୍ୱିଣ୍ଡୋ-ଆଇଜ୍http://www.gwmicro.com/Window-Eyes/ବ୍ୟାବସାୟିକ

ପ୍ରବେଶ ସହାୟତା

ସ୍କ୍ରିନ୍ ପ୍ରଦର୍ଶନକୁ ନିୟନ୍ତ୍ରଣ କରିବା ପାଇଁ ଏହି ୱେବସାଇଟଦ୍ୱାରା ପ୍ରଦତ୍ତ ପ୍ରବେଶ ସହାୟତା ବିକଳ୍ପଗୁଡ଼ିକର ବ୍ୟବହାର କରନ୍ତୁ । ସ୍ପଷ୍ଟ ଦୃଶ୍ୟମାନତା ଏବଂ ଉତ୍ତମ ପଠନୀୟତା ପାଇଁ ଏହି ବିକଳ୍ପଗୁଡ଼ିକ ଅକ୍ଷରର ଆକାର ବଢ଼ାଇବା ଏବଂ କଣ୍ଟ୍ରାଷ୍ଟ ସ୍କିମ୍ ପରିବର୍ତ୍ତନ କରିବାରେ ସାହାଯ୍ୟ କରିଥାଏ ।

ଅକ୍ଷରର ଆକାର (Text Size) ପରିବର୍ତ୍ତନ କରିବା

ଅକ୍ଷରର ଆକାର ପରିବର୍ତ୍ତନ କରିବାର ଅର୍ଥ ହେଉଛି ଲେଖାକୁ ଏହାର ପ୍ରମାଣିତ ଆକାର (standard size) ଠାରୁ ବଡ଼ କିମ୍ବା ଛୋଟ କରି ଦେଖାଇବା । ପଠନୀୟତାକୁ ସହଜ କରିବା ପାଇଁ ଅକ୍ଷରର ଆକାର ନିର୍ଦ୍ଧାରଣ କରିବାକୁ ଆପଣଙ୍କୁ ତିନୋଟି ବିକଳ୍ପ ଦିଆଯାଇଛି । ସେଗୁଡ଼ିକ ହେଲା:

  • ଛୋଟ:ସୂଚନାଗୁଡ଼ିକୁ ପ୍ରମାଣିତ ଅକ୍ଷର ଆକାରଠାରୁ ଛୋଟ ଆକାରରେ ପ୍ରଦର୍ଶିତ କରିଥାଏ ।
  • ମଧ୍ୟମ:ସୂଚନାଗୁଡ଼ିକୁ ପ୍ରମାଣିତ ଅକ୍ଷର ଆକାରରେ ପ୍ରଦର୍ଶିତ କରିଥାଏ, ଯାହାକି ଏହାର ମୂଳ ନିର୍ଦ୍ଧାରିତ ଆକାର ।
  • ବଡ଼:ସୂଚନାଗୁଡ଼ିକୁ ପ୍ରମାଣିତ ଅକ୍ଷର ଆକାରଠାରୁ ବଡ଼ ଆକାରରେ ପ୍ରଦର୍ଶିତ କରିଥାଏ ।

ପ୍ରତ୍ୟେକ ପୃଷ୍ଠାର ଶୀର୍ଷରେ ଥିବା ଅକ୍ଷର ଆକାରର ଆଇକନଗୁଡ଼ିକ ଉପରେ କ୍ଲିକ୍ କରି ଏହି ୱେବସାଇଟ ଆପଣଙ୍କୁ ଅକ୍ଷରର ଆକାର ପରିବର୍ତ୍ତନ କରିବାର ସୁବିଧା ଦେଇଥାଏ ।

ଅକ୍ଷର ଆକାରର ଆଇକନ୍

ପ୍ରତ୍ୟେକ ପୃଷ୍ଠାର ଶୀର୍ଷରେ ଆଇକନ୍ ଆକାରରେ ନିମ୍ନଲିଖିତ ବିଭିନ୍ନ ବିକଳ୍ପ ପ୍ରଦାନ କରାଯାଇଛି:

  • କ - : ଅକ୍ଷରର ଆକାର କମାନ୍ତୁ: ଏହା ଅକ୍ଷରର ଆକାରକୁ ଛୋଟ କରିବାରେ ସାହାଯ୍ୟ କରିଥାଏ।
  • କ : ସାଧାରଣ ଅକ୍ଷର ଆକାର: ଏହା ମୂଳ ନିର୍ଦ୍ଧାରିତ ଅକ୍ଷର ଆକାର ସେଟ୍ କରିବାରେ ସାହାଯ୍ୟ କରିଥାଏ।
  • କ + : ଅକ୍ଷରର ଆକାର ବଢ଼ାନ୍ତୁ: ଏହା ଅକ୍ଷରର ଆକାରକୁ ବଡ଼ କରିବାରେ ସାହାଯ୍ୟ କରିଥାଏ।

ଆକ୍ସେସିବିଲିଟି ବିକଳ୍ପ

ଆକ୍ସେସିବିଲିଟି ବିକଳ୍ପ ପୃଷ୍ଠା ବ୍ୟବହାର କରି ଅକ୍ଷରର ଆକାର ପରିବର୍ତ୍ତନ କରିବା ପାଇଁ:

  • Select ଆକ୍ସେସିବିଲିଟି ବିକଳ୍ପ . Tଆକ୍ସେସିବିଲିଟି ବିକଳ୍ପ ଚୟନ କଲେ ଆକ୍ସେସିବିଲିଟି ବିକଳ୍ପ ପୃଷ୍ଠାଟି ପ୍ରଦର୍ଶିତ ହେବ ।
  • From the ଅକ୍ଷର ଆକାର  ଅକ୍ଷର ଆକାର ବିଭାଗରୁ ଆପଣଙ୍କ ପାଇଁ ଉପଯୁକ୍ତ ଅକ୍ଷରର ଆକାର ବାଛନ୍ତୁ ।
  • Click ପ୍ରୟୋଗ କରନ୍ତୁ’ ଉପରେ କ୍ଲିକ୍ କରନ୍ତୁ ।

ସଦ୍ୟ ସମାଚାର

ଅଧିକ...

ଯୋଗାଯୋଗ

ମୁଖ୍ୟମନ୍ତ୍ରୀଙ୍କ ଲୋକସମ୍ପର୍କ ଅଧିକାରୀ , ଲୋକସେବା ଭବନ, ସଚିବାଳୟ ମାର୍ଗ ,
ଭୁବନେଶ୍ୱର, ଓଡ଼ିଶା- ୭୫୧୦୦୧