ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଘୁମୁରା ମହୋତ୍ସବ ଅବସରରେ ଭବାନୀପାଟଣାଠାରେ ପହଞ୍ଚିବା ପରେ…

18 Jan, 2026

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଘୁମୁରା ମହୋତ୍ସବ ଅବସରରେ ଭବାନୀପାଟଣାଠାରେ ପହଞ୍ଚିବା ପରେ 'ମା' ମାଣିକେଶ୍ଵରୀ'ଙ୍କୁ ଦର୍ଶନ କରି ଆଶୀର୍ବାଦ ଲାଭ କରିଛନ୍ତି ।

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଛନ୍ତି ୪୮ ଘଣ୍ଟାରେ ମାନୁଆଲ୍ ଟ୍ରେଡମିଲ୍‌ରେ ସର୍ବାଧିକ…

18 Jan, 2026

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଛନ୍ତି ୪୮ ଘଣ୍ଟାରେ ମାନୁଆଲ୍ ଟ୍ରେଡମିଲ୍‌ରେ ସର୍ବାଧିକ ଦୂରତା ଅତିକ୍ରମ କରି ଗିନିଜ୍ ୱାର୍ଲ୍ଡ ରେକର୍ଡ କରିଥିବା ରାଉରକେଲାର ସୁମିତ ସିଂହ।

ରାଜ୍ୟ ସରକାରଙ୍କ ନୂତନ ମୁଖପତ୍ର 'ପ୍ରଗତି ପ୍ରବାହ'ରେ ସ୍ଥାନ ପାଇଥିବା ଝାରସୁଗୁଡ଼ା ଲଖନପୁର ଗ୍ରାମର ସଫଳ…

18 Jan, 2026

ରାଜ୍ୟ ସରକାରଙ୍କ ନୂତନ ମୁଖପତ୍ର 'ପ୍ରଗତି ପ୍ରବାହ'ରେ ସ୍ଥାନ ପାଇଥିବା ଝାରସୁଗୁଡ଼ା ଲଖନପୁର ଗ୍ରାମର ସଫଳ ଚାଷୀ ଶ୍ରୀ ହୃଦାନନ୍ଦ ବିଶିଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସମ୍ବର୍ଦ୍ଧିତ କରିଛନ୍ତି।

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟ ସରକାରଙ୍କ ନୂତନ ମୁଖପତ୍ର "ପ୍ରଗତି ପ୍ରବାହ"…

18 Jan, 2026

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟ ସରକାରଙ୍କ ନୂତନ ମୁଖପତ୍ର "ପ୍ରଗତି ପ୍ରବାହ" ଉନ୍ମୋଚନ କରିଛନ୍ତି।

ସଦ୍ୟ ସମାଚାର

ଅଧିକ...

ଯୋଗାଯୋଗ

ମୁଖ୍ୟମନ୍ତ୍ରୀଙ୍କ ଲୋକସମ୍ପର୍କ ଅଧିକାରୀ , ଲୋକସେବା ଭବନ, ସଚିବାଳୟ ମାର୍ଗ ,
ଭୁବନେଶ୍ୱର, ଓଡ଼ିଶା- ୭୫୧୦୦୧

ଅଭିଯୋଗ ପଞ୍ଜିକରଣ

ନାଗରିକଙ୍କ ଅଭିଯୋଗର ସମାଧାନ ଆମର ପ୍ରାଥମିକତା, ଆପଣ ନିଜ ସୁବିଧା ଅନୁସାରେ ଅଭିଯୋଗ ପଞ୍ଜୀକରଣ କରିପାରିବେ |