ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର ସର୍କିଟ ହାଉସଠାରେ ସାଧାରଣ ଲୋକଙ୍କୁ ଭେଟି ସେମାନଙ୍କ…

14 Jan, 2026

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର ସର୍କିଟ ହାଉସଠାରେ ସାଧାରଣ ଲୋକଙ୍କୁ ଭେଟି ସେମାନଙ୍କ ଅଭିଯୋଗ ଗ୍ରହଣ କରିବା ସହ ସମସ୍ତଙ୍କ ସମସ୍ୟାର ଉପଯୁକ୍ତ ସମାଧାନ ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ମକର ସଂକ୍ରାନ୍ତିର ପବିତ୍ର ଅବସରରେ, କେଉଁଝରର ପୁଣ୍ୟତୋୟା ବୈତରଣୀ ନଦୀରେ ସ୍ନାନ।

13 Jan, 2026

ମକର ସଂକ୍ରାନ୍ତିର ପବିତ୍ର ଅବସରରେ, କେଉଁଝରର ପୁଣ୍ୟତୋୟା ବୈତରଣୀ ନଦୀରେ ସ୍ନାନ କରିବାର ସୌଭାଗ୍ୟ ପାଇଲି। ଆମର ମହାନ ଧର୍ମ, ପରମ୍ପରା ଏବଂ ସଂସ୍କୃତିର ସୁନ୍ଦର ସମନ୍ୱୟ ହେଉଛି ଓଡ଼ିଆ ଅସ୍ମିତାର ପ୍ରକୃତ ପରିଚୟ। ପ୍ରଭୁଙ୍କ ନିକଟରେ ପ୍ରାର୍ଥନା, ଏହି ପବିତ୍ର ଦିନଟି ସମସ୍ତଙ୍କ ଜୀବନକୁ ସୁଖ, ଶାନ୍ତି ଏବଂ ସମୃଦ୍ଧିରେ ପରିପୂର୍ଣ୍ଣ କରୁ।

କେଉଁଝରରେ ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମା (NSD) ଏବଂ ସ୍ପିରିଜା ଏକାଡେମୀ ଦ୍ୱାରା ଆୟୋଜିତ ମାସବ୍ୟାପୀ ଅଭିନୟ…

13 Jan, 2026

କେଉଁଝରରେ ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମା (NSD) ଏବଂ ସ୍ପିରିଜା ଏକାଡେମୀ ଦ୍ୱାରା ଆୟୋଜିତ ମାସବ୍ୟାପୀ ଅଭିନୟ କର୍ମଶାଳାର ଉଦଘାଟନୀ ଉତ୍ସବରେ ଯୋଗ ଦେଇଥିଲେ। ଏହି ଅବସରରେ, ବିପ୍ଳବୀ ଧରଣୀଧର ନାୟକଙ୍କ ଜୀବନୀ ଉପରେ ଆଧାରିତ ନାଟକର ମଞ୍ଚସ୍ଥ କାର୍ଯ୍ୟକ୍ରମକୁ ଏକ ଭିନ୍ନ ସ୍ୱାଧୀନତା ଦେଇଛି। କେଉଁଝର ମାଟିର ଏହି ସଂସ୍କୃତି ଏବଂ କଳା ପ୍ରତି ଯୁବ ପିଢ଼ିଙ୍କ ଅପାର…

କେନ୍ଦୁଝର ବିକାଶରେ ଯୋଡ଼ି ହେଲା ଆଉ ଏକ ନୂଆ ଅଧ୍ୟାୟ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କଲେ ମାନ୍ୟବର…

13 Jan, 2026

କେନ୍ଦୁଝର ବିକାଶରେ ଯୋଡ଼ି ହେଲା ଆଉ ଏକ ନୂଆ ଅଧ୍ୟାୟ  ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ।✅ ପ୍ରାୟ ୧୯୦୦ କୋଟି ଟଙ୍କାରୁ ଊର୍ଦ୍ଧ୍ବ ପ୍ରାୟ  ୭୧ ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦ୍‌ଘାଟନ ✅ ୧୭୦୮ କୋଟି ଟଙ୍କାର ୩୫ ଟି ପ୍ରକଳ୍ପର ଶିଳାନ୍ୟାସ ✅ ୧୯୪ କୋଟି ଟଙ୍କାର ୩୬ ଟି ପ୍ରକଳ୍ପ…

ସଦ୍ୟ ସମାଚାର

ଅଧିକ...

ଯୋଗାଯୋଗ

ମୁଖ୍ୟମନ୍ତ୍ରୀଙ୍କ ଲୋକସମ୍ପର୍କ ଅଧିକାରୀ , ଲୋକସେବା ଭବନ, ସଚିବାଳୟ ମାର୍ଗ ,
ଭୁବନେଶ୍ୱର, ଓଡ଼ିଶା- ୭୫୧୦୦୧

ଅଭିଯୋଗ ପଞ୍ଜିକରଣ

ନାଗରିକଙ୍କ ଅଭିଯୋଗର ସମାଧାନ ଆମର ପ୍ରାଥମିକତା, ଆପଣ ନିଜ ସୁବିଧା ଅନୁସାରେ ଅଭିଯୋଗ ପଞ୍ଜୀକରଣ କରିପାରିବେ |