ଗଞ୍ଜାମ ଜିଲ୍ଲାର ବିକାଶରେ ନୂଆ ଅଧ୍ୟାୟ ଯୋଡି ହୋଇଛି ଗୋପାଳପୁର ବେଳାଭୂମି ମହୋତ୍ସବ ଉଦଘାଟନ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ବିଭିନ୍ନ ଲୋକାଭିମୁଖୀ ପ୍ରକଳ୍ପର ଉଦଘାଟନ କରିଛନ୍ତି।
30 Jan, 2026

✅ ୪୯୨ କୋଟିରୁ ଅଧିକ ମୂଲ୍ୟର ବିକାଶମୂଳକ ପ୍ରକଳ୍ପର ଉଦଘାଟନ
✅ ୫୦ କୋଟି ଟଙ୍କାର ୧୫ଟି ପ୍ରକଳ୍ପର ଉଦଘାଟନ
✅ ୪୪୨ କୋଟି ଟଙ୍କା ମୂଲ୍ୟର ୬୪ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ
✅ ୩୨ କୋଟି ଟଙ୍କା ମୂଲ୍ୟର ଗୋପାଳପୁର ବେଳାଭୂମିର ସୌନ୍ଦର୍ଯ୍ୟକରଣ
✅ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଉପେନ୍ଦ୍ର ଭଞ୍ଜ ଚେୟାର ପୁନରୁଦ୍ଧାର ପାଇଁ ଘୋଷଣା
✅ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଜନ୍ମବାର୍ଷିକୀକୁ ରାଜ୍ୟ ମହୋତ୍ସବ ଭାବରେ ପାଳନ କରାଯିବା ସମ୍ପର୍କରେ ଘୋଷଣା
"ଗୋପାଳପୁର ମହୋତ୍ସବ ଇତିହାସ, ପରମ୍ପରା, ସଂସ୍କୃତି ଏବଂ ପ୍ରକୃତିର ଏକ ସୁନ୍ଦର ମିଶ୍ରଣ। ଏହି ମହୋତ୍ସବ ମାଧ୍ୟମରେ ଆମେ ଓଡ଼ିଶାର ଅନନ୍ୟତା, ଗଞ୍ଜାମର ଗୌରବ ଏବଂ ଆମ ସଂସ୍କୃତିର ଜୀବନ୍ତ ଐତିହ୍ୟକୁ ଏକ ମହୋତ୍ସବରେ ପରିଣତ କରୁଛୁ" - ମାନ୍ୟବର ମୁଖ୍ୟମନ୍ତ୍ରୀ

ସଦ୍ୟ ସମାଚାର

ଅଧିକ...

ଯୋଗାଯୋଗ

ମୁଖ୍ୟମନ୍ତ୍ରୀଙ୍କ ଲୋକସମ୍ପର୍କ ଅଧିକାରୀ , ଲୋକସେବା ଭବନ, ସଚିବାଳୟ ମାର୍ଗ ,
ଭୁବନେଶ୍ୱର, ଓଡ଼ିଶା- ୭୫୧୦୦୧

ଅଭିଯୋଗ ପଞ୍ଜିକରଣ

ନାଗରିକଙ୍କ ଅଭିଯୋଗର ସମାଧାନ ଆମର ପ୍ରାଥମିକତା, ଆପଣ ନିଜ ସୁବିଧା ଅନୁସାରେ ଅଭିଯୋଗ ପଞ୍ଜୀକରଣ କରିପାରିବେ |