ୟୁଏଇ ଗସ୍ତରେ ମୁଖ୍ୟମନ୍ତ୍ରୀଙ୍କୁ ଭାରତୀୟ ରାଷ୍ଟ୍ରଦୂତ ଓ ପ୍ରବାସୀ ଓଡ଼ିଆ ସମୁଦାୟର ସୌଜନ୍ୟମୂଳକ ସମ୍ବର୍ଦ୍ଧନା

09 Sep, 2026

ୟୁଏଇ ଗସ୍ତ କାଳରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଭାରତୀୟ ରାଷ୍ଟ୍ରଦୂତ ଡ. ଦୀପକ ମିତ୍ତଲ ଓ ପ୍ରବାସୀ ଓଡ଼ିଆ ସମୁଦାୟ ପକ୍ଷରୁ ସୌଜନ୍ୟମୂଳକ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଏହି ଅବସରରେ ଓଡ଼ିଶା-ୟୁଏଇ ମଧ୍ୟରେ ଦ୍ଵିପାକ୍ଷିକ ସାମାଜିକ-ଆର୍ଥିକ ସମ୍ପର୍କର ସୁଦୃଢ଼ୀକରଣ ସହ ରାଜ୍ୟରେ ପୁଞ୍ଜିନିବେଶ ପ୍ରୋତ୍ସାହନ ଓ କର୍ମସଂସ୍ଥାନ ସୃଜନ ନିମନ୍ତେ…

ଗୁରୁ ଦିବସ ଅବସରରେ ସରକାର, ଶିକ୍ଷକ, ଅଭିଭାବକ ଓ ପୁରାତନ ଛାତ୍ରଙ୍କ ସହଯୋଗରେ ସମୃଦ୍ଧ ଓଡ଼ିଶା ଗଢ଼ିବାକୁ…

05 Sep, 2026

ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକଠାରେ ଆୟୋଜିତ ରାଜ୍ୟସ୍ତରୀୟ ଗୁରୁ ଦିବସ ସମାରୋହରେ ଯୋଗଦେଇ ପୂର୍ବତନ ରାଷ୍ଟ୍ରପତି ଡଃ ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ଏହି ଅବସରରେ ସମାଜ ନିର୍ମାଣରେ ଗୁରୁଙ୍କ ଭୂମିକାକୁ ଅତୁଳନୀୟ ଆଖ୍ୟା ଦେଇ, ‘କେଜି ରୁ ପିଜି’ ନିଃଶୁଳ୍କ ଶିକ୍ଷା ଓ ‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ…

୪୧ ଲକ୍ଷରୁ ଅଧିକ ଚାଷୀ ପରିବାରଙ୍କୁ ମିଳିଲା ‘ସିଏମ୍-କିଷାନ୍’ର ପଞ୍ଚମ କିସ୍ତି: ଡିବିଟି ମାଧ୍ୟମରେ ୮୩୩ କୋଟିରୁ ଅଧିକ…

04 Sep, 2026

କୃଷି ଭିତ୍ତିକ ଗଣପର୍ବ ନୂଆଁଖାଇର ଅବ୍ୟବହିତ ପୂର୍ବରୁ ଆଜି ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଅବସରରେ ଭୁବନେଶ୍ୱରଠାରେ ଆୟୋଜିତ ‘ସି.ଏମ୍-କିଷାନ୍’ କାର୍ଯ୍ୟକ୍ରମରେ  ମୁଖ୍ୟମନ୍ତ୍ରୀ ୪୧ ଲକ୍ଷରୁ ଅଧିକ ପରିବାରଙ୍କ ବ୍ୟାଙ୍କ ଖାତାକୁ ସି.ଏମ୍-କିଷାନ୍ ଯୋଜନାର ପଞ୍ଚମ କିସ୍ତି ସହାୟତା ରାଶି ବାବଦରେ ୮୩୩ କୋଟିରୁ ଅଧିକ ଟଙ୍କାର ସହାୟତା ରାଶି ଡିବିଟି (DBT)…

ପୋଲିସ ସେବା ଏକ ସାମାଜିକ ଦାୟିତ୍ୱ: ନୂଆ SIଙ୍କୁ ‘SMART POLICING’ ଆପଣାଇବାକୁ ମୁଖ୍ୟମନ୍ତ୍ରୀଙ୍କ ସନ୍ଦେଶ/…

04 Sep, 2026

ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀ, ଭୁବନେଶ୍ୱରଠାରେ ଆୟୋଜିତ ୧୩ତମ ବ୍ୟାଚ୍‌ ଦୀକ୍ଷାନ୍ତ ସମାରୋହରେ  ଯୋଗଦେଇ ପ୍ରଶିକ୍ଷଣ ସମାପ୍ତ କରିଥିବା କ୍ୟାଡେଟ୍ ସବ୍-ଇନ୍ସପେକ୍ଟରମାନଙ୍କୁ ଆନ୍ତରିକ ଶୁଭେଚ୍ଛା ଜଣାଇଛନ୍ତି ।  ଆଇନ-ଶୃଙ୍ଖଳା ରକ୍ଷା ସହ ସମାଜର ସେବା ଓ ସୁରକ୍ଷା ପାଇଁ ପୋଲିସ ସେବା ଏକ ସାମାଜିକ…

ସଦ୍ୟ ସମାଚାର

ଅଧିକ...

ଯୋଗାଯୋଗ

ମୁଖ୍ୟମନ୍ତ୍ରୀଙ୍କ ଲୋକସମ୍ପର୍କ ଅଧିକାରୀ , ଲୋକସେବା ଭବନ, ସଚିବାଳୟ ମାର୍ଗ ,
ଭୁବନେଶ୍ୱର, ଓଡ଼ିଶା- ୭୫୧୦୦୧

ଅଭିଯୋଗ ପଞ୍ଜିକରଣ

ନାଗରିକଙ୍କ ଅଭିଯୋଗର ସମାଧାନ ଆମର ପ୍ରାଥମିକତା, ଆପଣ ନିଜ ସୁବିଧା ଅନୁସାରେ ଅଭିଯୋଗ ପଞ୍ଜୀକରଣ କରିପାରିବେ |