ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ନୋଏଡାସ୍ଥିତ ହାୟର୍‌ର ଉତ୍ପାଦନ କାରଖାନା ପରିଦର୍ଶନ କରିଛନ୍ତି

08 Aug, 2026

ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ନୋଏଡାସ୍ଥିତ ହାୟର୍‌ର ଉତ୍ପାଦନ କାରଖାନା ପରିଦର୍ଶନ କରିଛନ୍ତି ।ପରିଦର୍ଶନ ସମୟରେ ମୁଖ୍ୟମନ୍ତ୍ରୀ କମ୍ପାନୀର ଅଧିକାରୀ ଓ କର୍ମଚାରୀମାନଙ୍କ ସହ ଆଲୋଚନା କରିବା ସହ ଉତ୍ପାଦନ ପ୍ରକ୍ରିୟା ଏବଂ କାରଖାନାର ବିଭିନ୍ନ ବ୍ୟବସ୍ଥା ସମ୍ପର୍କରେ ସମୀକ୍ଷା କରିଥିଲେ ।ଏହି ପରିଦର୍ଶନ ଓଡ଼ିଶାରେ ଶିଳ୍ପ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା…

ଓଡ଼ିଶାରେ ନୂତନ ନିବେଶ ଓ ଶିଳ୍ପ ସମ୍ପ୍ରସାରଣ ନେଇ ଶିଳ୍ପ ନେତୃବୃନ୍ଦଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା

08 Aug, 2026

ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ନୂଆଦିଲ୍ଲୀଠାରେ JSL, IOCL, JSW ଷ୍ଟିଲ୍ ଏବଂ ଟାଟା ଷ୍ଟିଲ୍‌ର ଶିଳ୍ପ ନେତୃବୃନ୍ଦଙ୍କ ସହ ଏକାଧିକ ବୈଠକ କରିଥିଲେ ।ବୈଠକରେ ମୂଲ୍ୟଯୁକ୍ତ ଉତ୍ପାଦନକୁ ପ୍ରୋତ୍ସାହନ, ଶିଳ୍ପ କ୍ଷେତ୍ରରେ ଅଧିକ ସହଯୋଗ ଏବଂ ନୂତନ ନିବେଶର ସୁଯୋଗ ସୃଷ୍ଟି ମାଧ୍ୟମରେ ଓଡ଼ିଶାର ଧାତୁ ଆଧାରିତ ଡାଉନଷ୍ଟ୍ରିମ୍ ଶିଳ୍ପ, ରାସାୟନିକ ଓ ପେଟ୍ରୋକେମିକାଲ୍…

ନିବେଶ ରୂପାୟନକୁ ତ୍ୱରାନ୍ୱିତ କରିବା ପାଇଁ ଶିଳ୍ପପତି ଓ ନିବେଶକଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଜି-ଟୁ-ବି ବୈଠକ

07 Aug, 2026

ନୂଆଦିଲ୍ଲୀରେ ଆୟୋଜିତ ଓଡ଼ିଶା ଫୁଡ୍ ପ୍ରୋ ୨୦୨୬ କାର୍ଯ୍ୟକ୍ରମ ଅବସରରେ, ନିବେଶକ ସମ୍ମିଳନୀରେ ସ୍ୱାକ୍ଷରିତ ବୁଝାମଣାପତ୍ର (MoUs) ପରେ  ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ପ୍ରମୁଖ ଶିଳ୍ପପତି ଓ ନିବେଶକମାନଙ୍କ ସହ ଏକାଧିକ ସରକାର-ବ୍ୟବସାୟ (G2B) ବୈଠକ କରିଥିଲେ ।ଏହି ଆଲୋଚନାରେ ନିବେଶ ପ୍ରସ୍ତାବଗୁଡ଼ିକର ଶୀଘ୍ର କାର୍ଯ୍ୟକାରିତା, ରଣନୀତିଗତ…

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଛତିଶଗଡ଼ ରାଜ୍ୟପାଳ

06 Aug, 2026

ଭୁବନେଶ୍ୱରସ୍ଥିତ ଲୋକସେବା ଭବନଠାରେ ସୌଜନ୍ୟମୂଳକ ସାକ୍ଷାତ୍‌କାର ଅବସରରେ ଛତିଶଗଡ଼ର ମାନ୍ୟବର ରାଜ୍ୟପାଳ ଶ୍ରୀ ରମେନ ଡେକାଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସ୍ୱାଗତ କରିଥିଲେ । ଏହି ଆଲୋଚନା କାଳରେ ଦୁଇ ରାଜ୍ୟ ମଧ୍ୟରେ ଆନ୍ତଃରାଜ୍ୟ ସହଯୋଗ, ପାରସ୍ପରିକ ବିକାଶ, ଆଞ୍ଚଳିକ ସଂଯୋଗୀକରଣ ଏବଂ ଛତିଶଗଡ଼ରେ ରହୁଥିବା ଓଡ଼ିଆ ସମ୍ପ୍ରଦାୟର କଲ୍ୟାଣ ଓ…

ସଦ୍ୟ ସମାଚାର

ଅଧିକ...

ଯୋଗାଯୋଗ

ମୁଖ୍ୟମନ୍ତ୍ରୀଙ୍କ ଲୋକସମ୍ପର୍କ ଅଧିକାରୀ , ଲୋକସେବା ଭବନ, ସଚିବାଳୟ ମାର୍ଗ ,
ଭୁବନେଶ୍ୱର, ଓଡ଼ିଶା- ୭୫୧୦୦୧

ଅଭିଯୋଗ ପଞ୍ଜିକରଣ

ନାଗରିକଙ୍କ ଅଭିଯୋଗର ସମାଧାନ ଆମର ପ୍ରାଥମିକତା, ଆପଣ ନିଜ ସୁବିଧା ଅନୁସାରେ ଅଭିଯୋଗ ପଞ୍ଜୀକରଣ କରିପାରିବେ |