• ‘ଆଙ୍ଗନ୍ କା ଉତ୍ସବ’ ଓ ‘ରାଷ୍ଟ୍ରୀୟ ପୋଷଣ ମାସ’: ସୁ-ପୋଷିତ ଓ ବିକଶିତ ଓଡ଼ିଶା ଗଠନ ପାଇଁ ପ୍ରତିବଦ୍ଧତା ଦୋହରାଇଲେ ମୁଖ୍ୟମନ୍ତ୍ରୀ

  • ‘ଆଙ୍ଗନ୍ କା ଉତ୍ସବ’ ଓ ‘ରାଷ୍ଟ୍ରୀୟ ପୋଷଣ ମାସ’: ସୁ-ପୋଷିତ ଓ ବିକଶିତ ଓଡ଼ିଶା ଗଠନ ପାଇଁ ପ୍ରତିବଦ୍ଧତା ଦୋହରାଇଲେ ମୁଖ୍ୟମନ୍ତ୍ରୀ‘ଆଙ୍ଗନ୍ କା ଉତ୍ସବ’ ଓ ‘ରାଷ୍ଟ୍ରୀୟ ପୋଷଣ ମାସ’: ସୁ-ପୋଷିତ ଓ ବିକଶିତ ଓଡ଼ିଶା ଗଠନ ପାଇଁ ପ୍ରତିବଦ୍ଧତା ଦୋହରାଇଲେ ମୁଖ୍ୟମନ୍ତ୍ରୀ
  • ‘ଆଙ୍ଗନ୍ କା ଉତ୍ସବ’ ଓ ‘ରାଷ୍ଟ୍ରୀୟ ପୋଷଣ ମାସ’: ସୁ-ପୋଷିତ ଓ ବିକଶିତ ଓଡ଼ିଶା ଗଠନ ପାଇଁ ପ୍ରତିବଦ୍ଧତା ଦୋହରାଇଲେ ମୁଖ୍ୟମନ୍ତ୍ରୀ
  • ‘ଆଙ୍ଗନ୍ କା ଉତ୍ସବ’ ଓ ‘ରାଷ୍ଟ୍ରୀୟ ପୋଷଣ ମାସ’: ସୁ-ପୋଷିତ ଓ ବିକଶିତ ଓଡ଼ିଶା ଗଠନ ପାଇଁ ପ୍ରତିବଦ୍ଧତା ଦୋହରାଇଲେ ମୁଖ୍ୟମନ୍ତ୍ରୀ
29 Sep, 2026

‘ଆଙ୍ଗନ୍ କା ଉତ୍ସବ’ ଓ ‘ରାଷ୍ଟ୍ରୀୟ ପୋଷଣ ମାସ’: ସୁ-ପୋଷିତ ଓ ବିକଶିତ ଓଡ଼ିଶା ଗଠନ ପାଇଁ ପ୍ରତିବଦ୍ଧତା ଦୋହରାଇଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଭୁବନେଶ୍ୱର ବରମୁଣ୍ଡାସ୍ଥିତ ଅଙ୍ଗନବାଡ଼ି କେନ୍ଦ୍ରଠାରେ ଆୟୋଜିତ ରାଜ୍ୟ ସ୍ତରୀୟ ‘ଆଙ୍ଗନ୍ କା ଉତ୍ସବ’ ଓ ‘୯ମ ରାଷ୍ଟ୍ରୀୟ ପୋଷଣ ମାସ’ ପାଳନ ସମାରୋହରେ ଯୋଗଦେଇଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କୁନିକୁନି ଶିଶୁମାନଙ୍କ ସହ ସ୍ନେହଭରା ସମୟ ବିତାଇବା ସହ ସେମାନଙ୍କୁ ସ୍କୁଲ କିଟ୍ ବଣ୍ଟନ କରିଥିଲେ ଓ ନିଜ ହାତରେ ପୋଷଣଯୁକ୍ତ ଖାଦ୍ୟ ପରଷି ଥିଲେ ।

କାର୍ଯ୍ୟକ୍ରମ ଅବସରରେ ଏକ ସୁ-ପୋଷିତ ଓ ବିକଶିତ ଓଡ଼ିଶା ନିର୍ମାଣ ନିମନ୍ତେ ସରକାରଙ୍କ ପ୍ରତିବଦ୍ଧତା ଦୋହରାଇବା ସହ ରାଜ୍ୟରେ ଶିଶୁ ଓ ମାତୃ ମୃତ୍ୟୁହାର ହ୍ରାସ, ସାର୍ବଜନୀନ ଟୀକାକରଣ ତଥା ଅନୁଷ୍ଠାନଗତ ପ୍ରସବ ବୃଦ୍ଧି କ୍ଷେତ୍ରରେ ଅଙ୍ଗନବାଡ଼ି କର୍ମୀ, ସହାୟିକା, ଏଏନ୍‌ଏମ୍ ଏବଂ ଆଶା କର୍ମୀମାନଙ୍କ ଉଲ୍ଲେଖନୀୟ ତଥା ନିଃସ୍ୱାର୍ଥପର ଯୋଗଦାନକୁ ମୁଖ୍ୟମନ୍ତ୍ରୀ ଉଚ୍ଚ ପ୍ରଶଂସା କରିଥିଲେ ।

ସଦ୍ୟ ସମାଚାର

ଅଧିକ...

ଯୋଗାଯୋଗ

ମୁଖ୍ୟମନ୍ତ୍ରୀଙ୍କ ଲୋକସମ୍ପର୍କ ଅଧିକାରୀ , ଲୋକସେବା ଭବନ, ସଚିବାଳୟ ମାର୍ଗ ,
ଭୁବନେଶ୍ୱର, ଓଡ଼ିଶା- ୭୫୧୦୦୧

ଅଭିଯୋଗ ପଞ୍ଜିକରଣ

ନାଗରିକଙ୍କ ଅଭିଯୋଗର ସମାଧାନ ଆମର ପ୍ରାଥମିକତା, ଆପଣ ନିଜ ସୁବିଧା ଅନୁସାରେ ଅଭିଯୋଗ ପଞ୍ଜୀକରଣ କରିପାରିବେ |