• ୟୁଏଇ ଗସ୍ତରେ ମୁଖ୍ୟମନ୍ତ୍ରୀଙ୍କୁ ଭାରତୀୟ ରାଷ୍ଟ୍ରଦୂତ ଓ ପ୍ରବାସୀ ଓଡ଼ିଆ ସମୁଦାୟର ସୌଜନ୍ୟମୂଳକ ସମ୍ବର୍ଦ୍ଧନା

09 Sep, 2026

ୟୁଏଇ ଗସ୍ତରେ ମୁଖ୍ୟମନ୍ତ୍ରୀଙ୍କୁ ଭାରତୀୟ ରାଷ୍ଟ୍ରଦୂତ ଓ ପ୍ରବାସୀ ଓଡ଼ିଆ ସମୁଦାୟର ସୌଜନ୍ୟମୂଳକ ସମ୍ବର୍ଦ୍ଧନା

ୟୁଏଇ ଗସ୍ତ କାଳରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଭାରତୀୟ ରାଷ୍ଟ୍ରଦୂତ ଡ. ଦୀପକ ମିତ୍ତଲ ଓ ପ୍ରବାସୀ ଓଡ଼ିଆ ସମୁଦାୟ ପକ୍ଷରୁ ସୌଜନ୍ୟମୂଳକ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଏହି ଅବସରରେ ଓଡ଼ିଶା-ୟୁଏଇ ମଧ୍ୟରେ ଦ୍ଵିପାକ୍ଷିକ ସାମାଜିକ-ଆର୍ଥିକ ସମ୍ପର୍କର ସୁଦୃଢ଼ୀକରଣ ସହ ରାଜ୍ୟରେ ପୁଞ୍ଜିନିବେଶ ପ୍ରୋତ୍ସାହନ ଓ କର୍ମସଂସ୍ଥାନ ସୃଜନ ନିମନ୍ତେ ପ୍ରବାସୀ ଓଡ଼ିଆ ସମୁଦାୟ ନିଜର ପ୍ରତିବଦ୍ଧତା ପ୍ରକାଶ କରିଛନ୍ତି ।

ସଦ୍ୟ ସମାଚାର

ଅଧିକ...

ଯୋଗାଯୋଗ

ମୁଖ୍ୟମନ୍ତ୍ରୀଙ୍କ ଲୋକସମ୍ପର୍କ ଅଧିକାରୀ , ଲୋକସେବା ଭବନ, ସଚିବାଳୟ ମାର୍ଗ ,
ଭୁବନେଶ୍ୱର, ଓଡ଼ିଶା- ୭୫୧୦୦୧

ଅଭିଯୋଗ ପଞ୍ଜିକରଣ

ନାଗରିକଙ୍କ ଅଭିଯୋଗର ସମାଧାନ ଆମର ପ୍ରାଥମିକତା, ଆପଣ ନିଜ ସୁବିଧା ଅନୁସାରେ ଅଭିଯୋଗ ପଞ୍ଜୀକରଣ କରିପାରିବେ |