ବୋରୋଜ୍‌ ସିଇଓଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା, ପେଟ୍ରୋକେମିକାଲ୍ କ୍ଷେତ୍ରରେ ନିବେଶ ଉପରେ ଗୁରୁତ୍ୱ ଦିଆଯାଇଛି

09 Sep, 2026

ଆବୁଧାବିଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ବୋରୋଜ୍‌ର ସିଇଓ ଶ୍ରୀ ହାଜିମ୍ ସୁଲତାନ ଅଲ୍ ସୁୱାଇଦିଙ୍କ ସହ ଏକାନ୍ତ ଆଲୋଚନା କରିଛନ୍ତି । ଏହି ଆଲୋଚନାରେ ପେଟ୍ରୋକେମିକାଲ୍ କ୍ଷେତ୍ରରେ ନିବେଶ ସମ୍ଭାବନା, ଡାଉନ୍‌ଷ୍ଟ୍ରିମ୍ ଶିଳ୍ପର ବିକାଶ ଏବଂ ଭାଲ୍ୟୁ ଚେନ୍‌ର ସମ୍ପ୍ରସାରଣ ଉପରେ ଆଲୋଚନା ହୋଇଥିଲା । ଦୀର୍ଘମିଆଦୀ ଶିଳ୍ପ ସହଯୋଗକୁ ଆହୁରି ସୁଦୃଢ଼ କରିବା…

ଓଡ଼ିଶା ଇନଭେଷ୍ଟର୍ସ ମିଟ୍ – ୟୁଏଇ ୨୦୨୬

09 Sep, 2026

ଓଡ଼ିଶା ଇନଭେଷ୍ଟର୍ସ ମିଟ୍ – ୟୁଏଇ ୨୦୨୬, ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଆରମ୍ଭ ହୋଇଛି । ବିଭିନ୍ନ ପ୍ରମୁଖ କ୍ଷେତ୍ରରେ ବିଶ୍ୱସ୍ତରୀୟ ନିବେଶ ଆଗ୍ରହକୁ ସ୍ପଷ୍ଟ ଶିଳ୍ପ ସହଯୋଗ ଓ ନିବେଶରେ ପରିଣତ କରିବା ଉପରେ ପ୍ରଥମ ଦିନରେ ଗୁରୁତ୍ୱ ଦେଇଛନ୍ତି ।ପ୍ରଥମ ଦିନରେ ସମନ୍ୱିତ ଆଲୁମିନିୟମ୍ ପ୍ରକଳ୍ପକୁ ନେଇ ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି ହୋଇଥିବା…

ୟୁଏଇରେ ଓଡ଼ିଶାର ପୁଞ୍ଜିନିବେଶ ସୁଯୋଗ ଉପରେ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା

09 Sep, 2026

ଆବୁଧାବିଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଭାରତୀୟ ବ୍ୟବସାୟ ଓ ବୃତ୍ତିଜୀବୀ ଗୋଷ୍ଠୀ (IBPG)ର ସଦସ୍ୟମାନଙ୍କ ସହ ଆଲୋଚନା କରିଛନ୍ତି । ଏଥିରେ ଓଡ଼ିଶାର ବ୍ୟାପକ ପୁଞ୍ଜିନିବେଶ ଓ ଶିଳ୍ପ ସୁଯୋଗ ସମ୍ପର୍କରେ ଆଲୋକପାତ କରାଯିବା ସହ ଓଡ଼ିଶା-ୟୁଏଇ ମଧ୍ୟରେ ପୁଞ୍ଜିନିବେଶ, ବାଣିଜ୍ୟ ଓ ଶିଳ୍ପ ସହଯୋଗ ବୃଦ୍ଧି ନେଇ ଆଲୋଚନା ହୋଇଥିଲା ।

ଆବୁଧାବିରେ IHC ସହ ମୁଖ୍ୟମନ୍ତ୍ରୀଙ୍କ ଗୋଲଟେବୁଲ ବୈଠକ, ଓଡ଼ିଶାରେ ପୁଞ୍ଜିନିବେଶ ନେଇ ଆଲୋଚନା

09 Sep, 2026

ଆବୁଧାବିଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ‘ଇଣ୍ଟରନ୍ୟାସନାଲ ହୋଲ୍ଡିଂ କମ୍ପାନୀ’ (IHC) ର ସଭାପତି ଓ ପ୍ରତିନିଧିମାନଙ୍କ ସହ ଏକ ଉଚ୍ଚସ୍ତରୀୟ ଗୋଲଟେବୁଲ ବୈଠକରେ ପୁଞ୍ଜିନିବେଶ ଓ ଶିଳ୍ପ ସହଯୋଗ ସମ୍ପର୍କରେ ଆଲୋଚନା କରିଛନ୍ତି । ଏହି ଆଲୋଚନାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଓଡ଼ିଶାର ଶିଳ୍ପ ସମ୍ଭାବନାକୁ ପ୍ରଦର୍ଶିତ କରି ରାଜ୍ୟକୁ ଏକ ପ୍ରମୁଖ ବିଶ୍ୱ…

ସଦ୍ୟ ସମାଚାର

ଅଧିକ...

ଯୋଗାଯୋଗ

ମୁଖ୍ୟମନ୍ତ୍ରୀଙ୍କ ଲୋକସମ୍ପର୍କ ଅଧିକାରୀ , ଲୋକସେବା ଭବନ, ସଚିବାଳୟ ମାର୍ଗ ,
ଭୁବନେଶ୍ୱର, ଓଡ଼ିଶା- ୭୫୧୦୦୧

ଅଭିଯୋଗ ପଞ୍ଜିକରଣ

ନାଗରିକଙ୍କ ଅଭିଯୋଗର ସମାଧାନ ଆମର ପ୍ରାଥମିକତା, ଆପଣ ନିଜ ସୁବିଧା ଅନୁସାରେ ଅଭିଯୋଗ ପଞ୍ଜୀକରଣ କରିପାରିବେ |