ନୂଆଦିଲ୍ଲୀରେ ଆୟୋଜିତ SEMICON India 2026 ରେ ଯୋଗଦେବା ପାଇଁ ମୁଖ୍ୟମନ୍ତ୍ରୀ ଗସ୍ତ କରିଛନ୍ତି

18 Sep, 2026

ନୂଆଦିଲ୍ଲୀରେ ଆୟୋଜିତ SEMICON India 2026 ରେ ଯୋଗଦେବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗସ୍ତ କରିଛନ୍ତି । ଏହା ବିଶ୍ୱର ପ୍ରମୁଖ ସେମିକଣ୍ଡକ୍ଟର ଶିଳ୍ପ ନେତୃତ୍ୱ, ନିବେଶକ ଏବଂ ପ୍ରଯୁକ୍ତି ସହଯୋଗୀମାନଙ୍କୁ ଏକତ୍ରିତ କରୁଥିବା ଏକ ପ୍ରମୁଖ ମଞ୍ଚ ।ଶିଳ୍ପ ବିଶେଷଜ୍ଞ, ନିବେଶକ ଏବଂ ପ୍ରଯୁକ୍ତି ନେତୃତ୍ୱଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିବେ। ଏହି…

ଯଶୋଭୂମିରେ ଓଡ଼ିଶା ପାଭିଲିୟନ ଉଦଘାଟିତ: ସେମିକଣ୍ଡକ୍ଟର ଓ ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ ନିବେଶ ସୁଯୋଗ ପ୍ରଦର୍ଶିତ

18 Sep, 2026

ନୂଆଦିଲ୍ଲୀର ଯଶୋଭୂମିରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଜୀଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଓଡ଼ିଶା ପାଭିଲିୟନର ଉଦ୍‌ଘାଟନ କରିଛନ୍ତି । ଏହି ପାଭିଲିୟନ ଓଡ଼ିଶାକୁ ସେମିକଣ୍ଡକ୍ଟର, ଚିପ୍‌ ଡିଜାଇନ୍‌ ଏବଂ ଇଲେକ୍ଟ୍ରୋନିକ୍ସର ପ୍ରମୁଖ ହବ୍‌ ଭାବେ ଉପସ୍ଥାପିତ କରୁଛି । ନବସୃଜନ, ପୁଞ୍ଜିନିବେଶ ଓ ଦକ୍ଷ ଯୁବଶକ୍ତିଙ୍କ ପାଇଁ…

ନୂଆଁଖାଇ ଅବସରରେ ସମ୍ବଲପୁର ପାଇଁ ବଡ଼ ଭେଟି: ୫୦ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ

16 Sep, 2026

ଆଜି ସମ୍ବଲପୁରର ପବିତ୍ର ମାଟିରେ ମା’ ସମଲେଶ୍ୱରୀଙ୍କ ଆଶୀର୍ବାଦ ନେବା ସହ ମୋର ପ୍ରିୟ ଭାଇ ଓ ଭଉଣୀମାନଙ୍କ ଗହଣରେ ବିକାଶର ଏକ ନୂତନ ଅଧ୍ୟାୟ ଯୋଡ଼ିବାର ସୌଭାଗ୍ୟ ମିଳିଲା। ସମ୍ବଲପୁର ମାଟିର ଆତିଥେୟତା, ଅତ୍ମୀୟତା ଏବଂ ସଂସ୍କୃତିର ଗୌରବଗାଥା ମୋତେ ପ୍ରତିମୁହୂର୍ତ୍ତରେ ଜନସେବା ପାଇଁ ଏକ ନୂତନ ପ୍ରେରଣା ଯୋଗାଏ। ପବିତ୍ର ନୂଆଁଖାଇ ଅବସରରେ ସମ୍ବଲପୁରର ସର୍ବାଙ୍ଗୀନ…

ସମୃଦ୍ଧ ଓ ସୁରକ୍ଷିତ ଓଡ଼ିଶା ଗଠନ ଦିଗରେ ନୂଆ ଅଧ୍ୟାୟ: ସମ୍ବଲପୁରରେ ଦେଶର ୫୧ତମ ଡପ୍‌ଲର ପାଣିପାଗ ରାଡାର୍ ଲୋକାର୍ପିତ

16 Sep, 2026

ସମୃଦ୍ଧ ଓ ସୁରକ୍ଷିତ ଓଡ଼ିଶା ଗଠନ ସଂକଳ୍ପ ଦିଗରେ ଏକ ନୂତନ ଯୁଗର ଅଭ୍ୟୁଦୟ । ସମ୍ବଲପୁରର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟଠାରେ ଆୟୋଜିତ ସମାରୋହରେ  ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ଭୂ-ବିଜ୍ଞାନ ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହଙ୍କ ଆଭାସୀ ଉପସ୍ଥିତିରେ ଦେଶର ୫୧ତମ ତଥା ଅତ୍ୟାଧୁନିକ ‘ମେକ୍ ଇନ୍ ଇଣ୍ଡିଆ’ ଡପ୍‌ଲର ପାଣିପାଗ ରାଡାର୍ (DWR…

ସଦ୍ୟ ସମାଚାର

ଅଧିକ...

ଯୋଗାଯୋଗ

ମୁଖ୍ୟମନ୍ତ୍ରୀଙ୍କ ଲୋକସମ୍ପର୍କ ଅଧିକାରୀ , ଲୋକସେବା ଭବନ, ସଚିବାଳୟ ମାର୍ଗ ,
ଭୁବନେଶ୍ୱର, ଓଡ଼ିଶା- ୭୫୧୦୦୧

ଅଭିଯୋଗ ପଞ୍ଜିକରଣ

ନାଗରିକଙ୍କ ଅଭିଯୋଗର ସମାଧାନ ଆମର ପ୍ରାଥମିକତା, ଆପଣ ନିଜ ସୁବିଧା ଅନୁସାରେ ଅଭିଯୋଗ ପଞ୍ଜୀକରଣ କରିପାରିବେ |