• ଯଶୋଭୂମିରେ ଓଡ଼ିଶା ପାଭିଲିୟନ ଉଦଘାଟିତ: ସେମିକଣ୍ଡକ୍ଟର ଓ ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ ନିବେଶ ସୁଯୋଗ ପ୍ରଦର୍ଶିତ
  • ଯଶୋଭୂମିରେ ଓଡ଼ିଶା ପାଭିଲିୟନ ଉଦଘାଟିତ: ସେମିକଣ୍ଡକ୍ଟର ଓ ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ ନିବେଶ ସୁଯୋଗ ପ୍ରଦର୍ଶିତ
  • ଯଶୋଭୂମିରେ ଓଡ଼ିଶା ପାଭିଲିୟନ ଉଦଘାଟିତ: ସେମିକଣ୍ଡକ୍ଟର ଓ ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ ନିବେଶ ସୁଯୋଗ ପ୍ରଦର୍ଶିତ
18 Sep, 2026

ଯଶୋଭୂମିରେ ଓଡ଼ିଶା ପାଭିଲିୟନ ଉଦଘାଟିତ: ସେମିକଣ୍ଡକ୍ଟର ଓ ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ ନିବେଶ ସୁଯୋଗ ପ୍ରଦର୍ଶିତ

ନୂଆଦିଲ୍ଲୀର ଯଶୋଭୂମିରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଜୀଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଓଡ଼ିଶା ପାଭିଲିୟନର ଉଦ୍‌ଘାଟନ କରିଛନ୍ତି । ଏହି ପାଭିଲିୟନ ଓଡ଼ିଶାକୁ ସେମିକଣ୍ଡକ୍ଟର, ଚିପ୍‌ ଡିଜାଇନ୍‌ ଏବଂ ଇଲେକ୍ଟ୍ରୋନିକ୍ସର ପ୍ରମୁଖ ହବ୍‌ ଭାବେ ଉପସ୍ଥାପିତ କରୁଛି । ନବସୃଜନ, ପୁଞ୍ଜିନିବେଶ ଓ ଦକ୍ଷ ଯୁବଶକ୍ତିଙ୍କ ପାଇଁ କର୍ମନିଯୁକ୍ତିକୁ ପ୍ରାଥମିକତା ଦେଇ, ଓଡ଼ିଶା ଆଜି ଭାରତର ସେମିକଣ୍ଡକ୍ଟର ବିପ୍ଳବର ଏକ ଅବିଚ୍ଛେଦ୍ୟ ଅଂଶ ହେବା ସହ ଏକ ଆଶାଜନକ ସମର୍ଥ ଭବିଷ୍ୟତ ଗଢ଼ିତୋଳୁଛି ।

ସଦ୍ୟ ସମାଚାର

ଅଧିକ...

ଯୋଗାଯୋଗ

ମୁଖ୍ୟମନ୍ତ୍ରୀଙ୍କ ଲୋକସମ୍ପର୍କ ଅଧିକାରୀ , ଲୋକସେବା ଭବନ, ସଚିବାଳୟ ମାର୍ଗ ,
ଭୁବନେଶ୍ୱର, ଓଡ଼ିଶା- ୭୫୧୦୦୧

ଅଭିଯୋଗ ପଞ୍ଜିକରଣ

ନାଗରିକଙ୍କ ଅଭିଯୋଗର ସମାଧାନ ଆମର ପ୍ରାଥମିକତା, ଆପଣ ନିଜ ସୁବିଧା ଅନୁସାରେ ଅଭିଯୋଗ ପଞ୍ଜୀକରଣ କରିପାରିବେ |