• ସୁନାବେଡ଼ା HALରେ ୨ୟ ‘ଶକ୍ତି’ ଇଞ୍ଜିନ୍ ମାନୁଫାକ୍ଚରିଂ କମ୍ପ୍ଲେକ୍ସ ଉଦ୍‌ଘାଟିତ, ପ୍ରତିରକ୍ଷା କ୍ଷେତ୍ରରେ ଓଡ଼ିଶାର ଯୋଗଦାନକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

06 Oct, 2026

ସୁନାବେଡ଼ା HALରେ ୨ୟ ‘ଶକ୍ତି’ ଇଞ୍ଜିନ୍ ମାନୁଫାକ୍ଚରିଂ କମ୍ପ୍ଲେକ୍ସ ଉଦ୍‌ଘାଟିତ, ପ୍ରତିରକ୍ଷା କ୍ଷେତ୍ରରେ ଓଡ଼ିଶାର ଯୋଗଦାନକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

କୋରାପୁଟର ସୁନାବେଡ଼ା ସ୍ଥିତ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍ (HAL) ପରିସରରେ ୨ୟ ‘ଶକ୍ତି’ ଇଞ୍ଜିନ୍ ମାନୁଫାକ୍ଚରିଂ କମ୍ପ୍ଲେକ୍ସର ଶୁଭ ଉଦ୍‌ଘାଟନ କାର୍ଯ୍ୟକ୍ରମରେ  ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂହଙ୍କ ସହ ଯୋଗଦେଇଛନ୍ତି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀଙ୍କ ସହ ମାନୁଫାକ୍ଚରିଂ କମ୍ପ୍ଲେକ୍ସ ପରିଦର୍ଶନ କରି ଅତ୍ୟାଧୁନିକ ବୈଷୟିକ ପ୍ରଣାଳୀ ଓ କାର୍ଯ୍ୟଧାରା ସମୀକ୍ଷା କରିବା ସହ ନିୟୋଜିତ ଇଞ୍ଜିନିୟର ତଥା କର୍ମଚାରୀଙ୍କ ଉଦ୍ୟମକୁ ଉଚ୍ଚ ପ୍ରଶଂସା କରିଛନ୍ତି । ପ୍ରତିରକ୍ଷା କ୍ଷେତ୍ରରେ ‘ଆତ୍ମନିର୍ଭର ଭାରତ’ ସଂକଳ୍ପକୁ ସାକାର କରିବା ଏବଂ ଦେଶର ସାମରିକ ଶକ୍ତିକୁ ସୁଦୃଢ଼ କରିବାରେ ଓଡ଼ିଶାର ଏହି ପ୍ରମୁଖ ଯୋଗଦାନକୁ ନେଇ ମୁଖ୍ୟମନ୍ତ୍ରୀ ଗର୍ବ ପ୍ରକାଶ କରିଛନ୍ତି ।

ସଦ୍ୟ ସମାଚାର

ଅଧିକ...

ଯୋଗାଯୋଗ

ମୁଖ୍ୟମନ୍ତ୍ରୀଙ୍କ ଲୋକସମ୍ପର୍କ ଅଧିକାରୀ , ଲୋକସେବା ଭବନ, ସଚିବାଳୟ ମାର୍ଗ ,
ଭୁବନେଶ୍ୱର, ଓଡ଼ିଶା- ୭୫୧୦୦୧

ଅଭିଯୋଗ ପଞ୍ଜିକରଣ

ନାଗରିକଙ୍କ ଅଭିଯୋଗର ସମାଧାନ ଆମର ପ୍ରାଥମିକତା, ଆପଣ ନିଜ ସୁବିଧା ଅନୁସାରେ ଅଭିଯୋଗ ପଞ୍ଜୀକରଣ କରିପାରିବେ |