• ‘କଳିଙ୍ଗ ଷ୍ଟୁଡିଓ’ର ଶୁଭ ଲୋକାର୍ପଣ, ଆନ୍ତର୍ଜାତୀୟ ମାନର ଚଳଚ୍ଚିତ୍ର ପାଇଁ ଯୁବପ୍ରତିଭାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

05 Oct, 2026

‘କଳିଙ୍ଗ ଷ୍ଟୁଡିଓ’ର ଶୁଭ ଲୋକାର୍ପଣ, ଆନ୍ତର୍ଜାତୀୟ ମାନର ଚଳଚ୍ଚିତ୍ର ପାଇଁ ଯୁବପ୍ରତିଭାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱରଠାରେ ପୁନର୍ବିକଶିତ ଅତ୍ୟାଧୁନିକ ‘କଳିଙ୍ଗ ଷ୍ଟୁଡ଼ିଓ’ ଏବଂ ସିନେମା ଐତିହ୍ୟ ସୁରକ୍ଷା ନିମନ୍ତେ ସ୍ୱତନ୍ତ୍ର ଆର୍କାଇଭ୍ ଓ ମ୍ୟୁଜିୟମର ଶୁଭ ଲୋକାର୍ପଣ କରିବା ସଙ୍ଗେ ସଙ୍ଗେ ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମର ନୂତନ ଅଫିସିଆଲ୍ ପୋର୍ଟାଲକୁ ଉନ୍ମୋଚନ କରିଛନ୍ତି ।  ଷ୍ଟୁଡିଓ ପରିସରରେ ବିଶ୍ୱସ୍ତରୀୟ ଇନଡୋର ଶୁଟିଂ, ଟେକ୍-ଜୋନ୍ ଏବଂ ପୋଷ୍ଟ-ପ୍ରଡକ୍ସନ୍ ଭିତ୍ତିଭୂମି ଉପଲବ୍ଧ କରାଯିବା ଦ୍ୱାରା ରାଜ୍ୟର ଚଳଚ୍ଚିତ୍ର ନିର୍ମାତାମାନେ ଆତ୍ମନିର୍ଭରଶୀଳ ହୋଇପାରିବେ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିବା ସହ ଓଡ଼ିଶାର ମୌଳିକ କଥାବସ୍ତୁ, ସମୃଦ୍ଧ ସଂସ୍କୃତି ଓ ଐତିହାସିକ ଗୌରବକୁ ନେଇ ଅନ୍ତର୍ଜାତୀୟ ମାନର ଚଳଚ୍ଚିତ୍ର ନିର୍ମାଣ ନିମନ୍ତେ ଯୁବପ୍ରତିଭାମାନଙ୍କୁ ଆହ୍ୱାନ ଜଣାଇଛନ୍ତି ।

ସଦ୍ୟ ସମାଚାର

ଅଧିକ...

ଯୋଗାଯୋଗ

ମୁଖ୍ୟମନ୍ତ୍ରୀଙ୍କ ଲୋକସମ୍ପର୍କ ଅଧିକାରୀ , ଲୋକସେବା ଭବନ, ସଚିବାଳୟ ମାର୍ଗ ,
ଭୁବନେଶ୍ୱର, ଓଡ଼ିଶା- ୭୫୧୦୦୧

ଅଭିଯୋଗ ପଞ୍ଜିକରଣ

ନାଗରିକଙ୍କ ଅଭିଯୋଗର ସମାଧାନ ଆମର ପ୍ରାଥମିକତା, ଆପଣ ନିଜ ସୁବିଧା ଅନୁସାରେ ଅଭିଯୋଗ ପଞ୍ଜୀକରଣ କରିପାରିବେ |