ପରାକ୍ରମ ଦିବସ ଅବସରରେ, କଟକ ଓଡ଼ିଆ ବଜାରର ନେତାଜୀଙ୍କ ଜନ୍ମସ୍ଥାନ ସଂସ୍କୃତି ଭବନରେ ଆୟୋଜିତ କାର୍ଯ୍ୟକ୍ରମ।
23 Jan, 2026

ପରାକ୍ରମ ଦିବସ ଅବସରରେ, କଟକ ଓଡ଼ିଆ ବଜାରର ନେତାଜୀଙ୍କ ଜନ୍ମସ୍ଥାନ ସଂସ୍କୃତି ଭବନରେ ଆୟୋଜିତ କାର୍ଯ୍ୟକ୍ରମ।

ପରାକ୍ରମ ଦିବସ ଅବସରରେ, କଟକ ଓଡିଆ ବଜାରସ୍ଥିତ ନେତାଜୀଙ୍କ ଜନ୍ମସ୍ଥାନ ସଂସ୍କୃତି ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ, ମାନ୍ୟବର ଉପରାଷ୍ଟ୍ରପତି ଶ୍ରୀ ସି.ପି. ରାଧାକୃଷ୍ଣନ ଏବଂ ମାନ୍ୟବର ରାଜ୍ୟପାଳ ଡକ୍ଟର ହରି ବାବୁ କମ୍ଭମପାଟି, ଦେଶମାତା ର ସାହସୀ ପୁତ୍ର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଙ୍କୁ ସ୍ମରଣ କରିଥିଲେ।  କଟକର ଏହି ପବିତ୍ର ମାଟିରେ ଜନ୍ମିତ ନେତାଜୀଙ୍କ ଅଦମ୍ୟ ସାହସ, ଦେଶପ୍ରେମ ଏବଂ 'ଜୟ ହିନ୍ଦ' ମନ୍ତ୍ର ପ୍ରତ୍ୟେକ ଭାରତୀୟଙ୍କ ହୃଦୟକୁ ଦେଶ ସେବା ପାଇଁ ନୂତନ ଉତ୍ସାହରେ ଭରିଦିଏ। ତାଙ୍କ ଆଦର୍ଶ ସର୍ବଦା ଏକ ସମୃଦ୍ଧ ଏବଂ ବିକଶିତ ଓଡ଼ିଶା ଗଠନ ପାଇଁ ପ୍ରେରଣାର ଉତ୍ସ ହେବ।

ସଦ୍ୟ ସମାଚାର

ଅଧିକ...

ଯୋଗାଯୋଗ

ମୁଖ୍ୟମନ୍ତ୍ରୀଙ୍କ ଲୋକସମ୍ପର୍କ ଅଧିକାରୀ , ଲୋକସେବା ଭବନ, ସଚିବାଳୟ ମାର୍ଗ ,
ଭୁବନେଶ୍ୱର, ଓଡ଼ିଶା- ୭୫୧୦୦୧

ଅଭିଯୋଗ ପଞ୍ଜିକରଣ

ନାଗରିକଙ୍କ ଅଭିଯୋଗର ସମାଧାନ ଆମର ପ୍ରାଥମିକତା, ଆପଣ ନିଜ ସୁବିଧା ଅନୁସାରେ ଅଭିଯୋଗ ପଞ୍ଜୀକରଣ କରିପାରିବେ |