• ଜାତୀୟ ବିଭାଗୀୟ ଜଳ ସମ୍ମିଳନୀରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଜଳ ସୁରକ୍ଷା କ୍ଷେତ୍ରରେ ଓଡ଼ିଶାର ଦୃଢ଼ ପ୍ରତିବଦ୍ଧତା ଦୋହରାଇଛନ୍ତି । 'ଟିମ୍ ଇଣ୍ଡିଆ' ଏବଂ ସହଯୋଗୀ ସଂଘୀୟ ବ୍ୟବସ୍ଥା ଆଧାରରେ ଅନୁଷ୍ଠିତ ଏହି ସମ୍ମିଳନୀରେ ନିରନ୍ତର ଜଳ ସଂରକ୍ଷଣ, ଜନ ଭାଗିଦାରୀ, ଦକ୍ଷ ପରିଚାଳନା, ଜଳ-ସଞ୍ଚୟକାରୀ ପ୍ରଯୁକ୍ତି, କୁତ୍ରିମ ବୁଦ୍ଧିମତ୍ତା ଆଧାରିତ ତଥ୍ୟ ବ୍ୟବସ୍ଥା ଓ ସମୟବଦ୍ଧ ସମୀକ୍ଷା ଉପରେ ବିଶେଷ ଆଲୋକପାତ କରାଯାଇଥିଲା । ଏହିସବୁ ପ୍ରାଥମିକତା ରାଜ୍ୟଗୁଡ଼ିକ ମଧ୍ୟରେ ସମନ୍ୱୟ ରକ୍ଷା କରି ସ୍ଥାୟୀ ଜଳ ପରିଚାଳନାକୁ ଆହୁରି ସୁଦୃଢ଼ କରିବ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ମନ୍ତବ୍ୟରେ କହି ରଖିଛନ୍ତି ।

02 Sep, 2026

ଜଳ ସୁରକ୍ଷା ପାଇଁ ‘ଟିମ୍ ଇଣ୍ଡିଆ’ ଭାବନାକୁ ଗୁରୁତ୍ୱ: ଜାତୀୟ ଜଳ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

ଜାତୀୟ ବିଭାଗୀୟ ଜଳ ସମ୍ମିଳନୀରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଜଳ ସୁରକ୍ଷା କ୍ଷେତ୍ରରେ ଓଡ଼ିଶାର ଦୃଢ଼ ପ୍ରତିବଦ୍ଧତା ଦୋହରାଇଛନ୍ତି । 'ଟିମ୍ ଇଣ୍ଡିଆ' ଏବଂ ସହଯୋଗୀ ସଂଘୀୟ ବ୍ୟବସ୍ଥା ଆଧାରରେ ଅନୁଷ୍ଠିତ ଏହି ସମ୍ମିଳନୀରେ ନିରନ୍ତର ଜଳ ସଂରକ୍ଷଣ, ଜନ ଭାଗିଦାରୀ, ଦକ୍ଷ ପରିଚାଳନା, ଜଳ-ସଞ୍ଚୟକାରୀ ପ୍ରଯୁକ୍ତି, କୁତ୍ରିମ ବୁଦ୍ଧିମତ୍ତା ଆଧାରିତ ତଥ୍ୟ ବ୍ୟବସ୍ଥା ଓ ସମୟବଦ୍ଧ ସମୀକ୍ଷା ଉପରେ ବିଶେଷ ଆଲୋକପାତ କରାଯାଇଥିଲା । ଏହିସବୁ ପ୍ରାଥମିକତା ରାଜ୍ୟଗୁଡ଼ିକ ମଧ୍ୟରେ ସମନ୍ୱୟ ରକ୍ଷା କରି ସ୍ଥାୟୀ ଜଳ ପରିଚାଳନାକୁ ଆହୁରି ସୁଦୃଢ଼ କରିବ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ମନ୍ତବ୍ୟରେ କହି ରଖିଛନ୍ତି ।

ସଦ୍ୟ ସମାଚାର

ଅଧିକ...

ଯୋଗାଯୋଗ

ମୁଖ୍ୟମନ୍ତ୍ରୀଙ୍କ ଲୋକସମ୍ପର୍କ ଅଧିକାରୀ , ଲୋକସେବା ଭବନ, ସଚିବାଳୟ ମାର୍ଗ ,
ଭୁବନେଶ୍ୱର, ଓଡ଼ିଶା- ୭୫୧୦୦୧

ଅଭିଯୋଗ ପଞ୍ଜିକରଣ

ନାଗରିକଙ୍କ ଅଭିଯୋଗର ସମାଧାନ ଆମର ପ୍ରାଥମିକତା, ଆପଣ ନିଜ ସୁବିଧା ଅନୁସାରେ ଅଭିଯୋଗ ପଞ୍ଜୀକରଣ କରିପାରିବେ |