• ପୋଲିସ ସେବା ଏକ ସାମାଜିକ ଦାୟିତ୍ୱ: ନୂଆ SIଙ୍କୁ ‘SMART POLICING’ ଆପଣାଇବାକୁ ମୁଖ୍ୟମନ୍ତ୍ରୀଙ୍କ ସନ୍ଦେଶ/ Upadesha

04 Sep, 2026

ପୋଲିସ ସେବା ଏକ ସାମାଜିକ ଦାୟିତ୍ୱ: ନୂଆ SIଙ୍କୁ ‘SMART POLICING’ ଆପଣାଇବାକୁ ମୁଖ୍ୟମନ୍ତ୍ରୀଙ୍କ ସନ୍ଦେଶ/ Upadesha

ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀ, ଭୁବନେଶ୍ୱରଠାରେ ଆୟୋଜିତ ୧୩ତମ ବ୍ୟାଚ୍‌ ଦୀକ୍ଷାନ୍ତ ସମାରୋହରେ  ଯୋଗଦେଇ ପ୍ରଶିକ୍ଷଣ ସମାପ୍ତ କରିଥିବା କ୍ୟାଡେଟ୍ ସବ୍-ଇନ୍ସପେକ୍ଟରମାନଙ୍କୁ ଆନ୍ତରିକ ଶୁଭେଚ୍ଛା ଜଣାଇଛନ୍ତି ।  ଆଇନ-ଶୃଙ୍ଖଳା ରକ୍ଷା ସହ ସମାଜର ସେବା ଓ ସୁରକ୍ଷା ପାଇଁ ପୋଲିସ ସେବା ଏକ ସାମାଜିକ ଦାୟିତ୍ୱ ବୋଲି ପ୍ରକାଶ କରିବା ସହ Strict but Sensitive, Modern and Mobile, Alert and Accountable, Reliable and Responsive ଏବଂ Tech-savvy ଆଦି SMART POLICING ନୀତିକୁ ଆପଣାଇବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି ।

ସଦ୍ୟ ସମାଚାର

ଅଧିକ...

ଯୋଗାଯୋଗ

ମୁଖ୍ୟମନ୍ତ୍ରୀଙ୍କ ଲୋକସମ୍ପର୍କ ଅଧିକାରୀ , ଲୋକସେବା ଭବନ, ସଚିବାଳୟ ମାର୍ଗ ,
ଭୁବନେଶ୍ୱର, ଓଡ଼ିଶା- ୭୫୧୦୦୧

ଅଭିଯୋଗ ପଞ୍ଜିକରଣ

ନାଗରିକଙ୍କ ଅଭିଯୋଗର ସମାଧାନ ଆମର ପ୍ରାଥମିକତା, ଆପଣ ନିଜ ସୁବିଧା ଅନୁସାରେ ଅଭିଯୋଗ ପଞ୍ଜୀକରଣ କରିପାରିବେ |