ଗଭୀର ଅବପାତଜନିତ ପ୍ରବଳ ବର୍ଷା ମୁକାବିଲା ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା, ଧନଜୀବନ ସୁରକ୍ଷାକୁ ସର୍ବୋଚ୍ଚ ଗୁରୁତ୍ୱ

23 Sep, 2026

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ପ୍ରଭାବରେ ସମ୍ଭାବ୍ୟ ପ୍ରବଳ ବର୍ଷା ଓ ଏହାର ମୁକାବିଲା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରିଛନ୍ତି । ସମସ୍ତ ସମ୍ପୃକ୍ତ ବିଭାଗ ଓ ଜିଲ୍ଲା ପ୍ରଶାସନକୁ ସର୍ବୋଚ୍ଚ ସ୍ତରର ସଜାଗତା ବଜାୟ ରଖିବା ସହ ଲୋକଙ୍କ ଧନଜୀବନ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ…

ଓଡ଼ିଶା ବିଧାନସଭାର ସପ୍ତଦଶ ଅଧିବେଶନର ସପ୍ତମ ବୈଠକ ଆରମ୍ଭ; ଦିବଙ୍ଗତ ପୂର୍ବତନ ସଦସ୍ୟଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ…

22 Sep, 2026

ଆଜି ଓଡ଼ିଶା ବିଧାନସଭାର ସପ୍ତଦଶ ଅଧିବେଶନର ସପ୍ତମ ବୈଠକ ବିଧିବଦ୍ଧ ଭାବେ ଆରମ୍ଭ ହୋଇଛି । ଅଧିବେଶନର ପ୍ରଥମ ଦିବସରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗୃହ କାର୍ଯ୍ୟରେ ଯୋଗଦେଇ ପ୍ରାରମ୍ଭରେ ଦିବଙ୍ଗତ ପୂର୍ବତନ ସଦସ୍ୟ ତଥା ମାନ୍ୟଗଣ୍ୟ ବ୍ୟକ୍ତିବିଶେଷଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ କରିଥିଲେ । ରାଜ୍ୟର ବିକାଶ ଓ ଜନସେବାରେ ସେମାନଙ୍କ ଉଲ୍ଲେଖନୀୟ…

ନୂଆଦିଲ୍ଲୀ ଗସ୍ତ ପରେ ରାଜ୍ୟର ଆର୍ଥିକ ପ୍ରଗତି ଓ ଶିଳ୍ପାୟନ ନେଇ ମୁଖ୍ୟମନ୍ତ୍ରୀଙ୍କ ସୂଚନା

19 Sep, 2026

ଦୁଇଦିନିଆ ଗୁରୁତ୍ୱପୂର୍ଣ୍ଣ ନୂଆଦିଲ୍ଲୀ ଗସ୍ତ ସାରି ଭୁବନେଶ୍ୱର ଫେରିବା ପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟର ସର୍ବାଙ୍ଗୀନ ଆର୍ଥିକ ପ୍ରଗତି ତଥା ଶିଳ୍ପାୟନ ସମ୍ପର୍କରେ ଗଣମାଧ୍ୟମକୁ ବିସ୍ତୃତ ସୂଚନା ଦେଇଛନ୍ତି ।ଏହି ଗସ୍ତ କାଳରେ ସେ ମାନ୍ୟବର କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ରାଜ୍ୟ ଅର୍ଥମନ୍ତ୍ରୀମାନଙ୍କ ଉଚ୍ଚସ୍ତରୀୟ…

‘ସେମିକନ୍ ଇଣ୍ଡିଆ ୨୦୨୬’ରେ ଓଡ଼ିଶାର ଦୃଢ଼ ପଦକ୍ଷେପ: ସେମିକଣ୍ଡକ୍ଟର ଇକୋସିଷ୍ଟମରେ ନିବେଶ ଓ ବିଶ୍ୱସ୍ତରୀୟ ଭାଗୀଦାରି…

18 Sep, 2026

ନୂଆଦିଲ୍ଲୀରେ ଅନୁଷ୍ଠିତ 'ସେମିକନ୍ ଇଣ୍ଡିଆ ୨୦୨୬' (SEMICON India 2026) ରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଉଚ୍ଚସ୍ତରୀୟ ଶିଳ୍ପ ଆଲୋଚନା ମାଧ୍ୟମରେ ଓଡ଼ିଶା ଭାରତର ଉଦୀୟମାନ ସେମିକଣ୍ଡକ୍ଟର ଇକୋସିଷ୍ଟମରେ ନିଜର ସ୍ଥିତିକୁ ସୁଦୃଢ଼ ​​କରୁଛି । ରାଜ୍ୟର ଏହି ଅଂଶଗ୍ରହଣ ମୁଖ୍ୟତଃ ନିବେଶ ଆକର୍ଷଣ, ବିଶ୍ୱସ୍ତରୀୟ ଭାଗୀଦାରୀ ସ୍ଥାପନ ଏବଂ…

ସଦ୍ୟ ସମାଚାର

ଅଧିକ...

ଯୋଗାଯୋଗ

ମୁଖ୍ୟମନ୍ତ୍ରୀଙ୍କ ଲୋକସମ୍ପର୍କ ଅଧିକାରୀ , ଲୋକସେବା ଭବନ, ସଚିବାଳୟ ମାର୍ଗ ,
ଭୁବନେଶ୍ୱର, ଓଡ଼ିଶା- ୭୫୧୦୦୧

ଅଭିଯୋଗ ପଞ୍ଜିକରଣ

ନାଗରିକଙ୍କ ଅଭିଯୋଗର ସମାଧାନ ଆମର ପ୍ରାଥମିକତା, ଆପଣ ନିଜ ସୁବିଧା ଅନୁସାରେ ଅଭିଯୋଗ ପଞ୍ଜୀକରଣ କରିପାରିବେ |