ସପ୍ତମ ‘ଓଡ଼ିଶା ଟ୍ରାଭେଲ ବଜାର’ରେ ମୁଖ୍ୟମନ୍ତ୍ରୀ; ପର୍ଯ୍ୟଟନ ପ୍ରଦର୍ଶନୀ ବୁଲି ଦେଖିଲେ

03 Oct, 2026

ଭୁବନେଶ୍ୱରରେ ଆୟୋଜିତ ସପ୍ତମ ‘ଓଡ଼ିଶା ଟ୍ରାଭେଲ ବଜାର’ର ଶୁଭାରମ୍ଭ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ପର୍ଯ୍ୟଟନ ବିଭାଗ ଦ୍ଵାରା ଆୟୋଜିତ ସ୍ୱତନ୍ତ୍ର ପ୍ରଦର୍ଶନୀ ବୁଲି ଦେଖିଛନ୍ତି ।ଏହି ଅବସରରେ ସେ ରାଜ୍ୟର ଅନନ୍ୟ କଳା, ପ୍ରାକୃତିକ ସମ୍ପଦ, ଇକୋ-ଟୁରିଜିମ୍ ଓ ଐତିହ୍ୟ ଉପରେ ଆଧାରିତ ବିଭିନ୍ନ ଷ୍ଟଲ୍ ପରିଦର୍ଶନ କରିବା ସହ ସ୍ଥାନୀୟ ଉଦ୍ୟୋଗୀ,…

ସ୍ୱଚ୍ଛତାକୁ ଜନଆନ୍ଦୋଳନର ରୂପ ଦେବାକୁ ଆହ୍ୱାନ: ଖଣ୍ଡଗିରିରେ ‘ଏକ ଦିନ, ଏକ ଘଣ୍ଟା, ଏକ ସାଥ୍’ ସ୍ୱଚ୍ଛତା ଅଭିଯାନରେ…

01 Oct, 2026

ସ୍ୱଚ୍ଛତାକୁ ଜନଆନ୍ଦୋଳନରେ ପରିଣତ କରିବାର ସଂକଳ୍ପ ସହ ଆଜି ଭୁବନେଶ୍ୱର ଖଣ୍ଡଗିରିଠାରେ ଆୟୋଜିତ "ଏକ ଦିନ, ଏକ ଘଣ୍ଟା, ଏକ ସାଥ୍ - ସ୍ୱଚ୍ଛତା ଅଭିଯାନ"ରେ ସାମିଲ ହୋଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଶ୍ରମଦାନ କରିଛନ୍ତି ।ଏହି ଅବସରରେ ମୁଖ୍ୟମନ୍ତ୍ରୀ, ରାଜ୍ୟକୁ ସ୍ୱଚ୍ଛ, ସୁନ୍ଦର ତଥା ସବୁଜିମାମୟ କରି ଗଢ଼ିତୋଳିବା ସହ ଆମର ଐତିହ୍ୟ ସ୍ଥଳଗୁଡ଼ିକର ପରିମଳ…

‘ଆଙ୍ଗନ୍ କା ଉତ୍ସବ’ ଓ ‘ରାଷ୍ଟ୍ରୀୟ ପୋଷଣ ମାସ’: ସୁ-ପୋଷିତ ଓ ବିକଶିତ ଓଡ଼ିଶା ଗଠନ ପାଇଁ ପ୍ରତିବଦ୍ଧତା ଦୋହରାଇଲେ…

29 Sep, 2026

ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଭୁବନେଶ୍ୱର ବରମୁଣ୍ଡାସ୍ଥିତ ଅଙ୍ଗନବାଡ଼ି କେନ୍ଦ୍ରଠାରେ ଆୟୋଜିତ ରାଜ୍ୟ ସ୍ତରୀୟ ‘ଆଙ୍ଗନ୍ କା ଉତ୍ସବ’ ଓ ‘୯ମ ରାଷ୍ଟ୍ରୀୟ ପୋଷଣ ମାସ’ ପାଳନ ସମାରୋହରେ ଯୋଗଦେଇଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କୁନିକୁନି ଶିଶୁମାନଙ୍କ ସହ ସ୍ନେହଭରା ସମୟ ବିତାଇବା ସହ ସେମାନଙ୍କୁ ସ୍କୁଲ କିଟ୍ ବଣ୍ଟନ କରିଥିଲେ ଓ ନିଜ ହାତରେ…

ବର୍ଷା ପ୍ରଭାବିତଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା, ରିଲିଫ୍ କାର୍ଯ୍ୟ ତ୍ୱରାନ୍ୱିତ ପାଇଁ ନିର୍ଦ୍ଦେଶ

27 Sep, 2026

ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି କୋରାପୁଟ ଜିଲ୍ଲା ଚାନ୍ଦିଲି ହାଇସ୍କୁଲରେ ଅବପାତ ଜନିତ ବର୍ଷା ପ୍ରଭାବିତ ଲୋକଙ୍କ ସହ  କଥା ହୋଇ ସୁବିଧା ଅସୁବିଧା ସମ୍ପର୍କରେ ପଚାରି ବୁଝିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ସ୍ଥାନୀୟ ଜନପ୍ରତିନିଧି ଏବଂ  ପ୍ରଶାସନିକ ଅଧିକାରୀମାନଙ୍କ ସହିତ ଆଲୋଚନା କରି  ରିଲିଫ୍ ଓ ସହାୟତା କାର୍ଯ୍ୟକୁ…

ସଦ୍ୟ ସମାଚାର

ଅଧିକ...

ଯୋଗାଯୋଗ

ମୁଖ୍ୟମନ୍ତ୍ରୀଙ୍କ ଲୋକସମ୍ପର୍କ ଅଧିକାରୀ , ଲୋକସେବା ଭବନ, ସଚିବାଳୟ ମାର୍ଗ ,
ଭୁବନେଶ୍ୱର, ଓଡ଼ିଶା- ୭୫୧୦୦୧

ଅଭିଯୋଗ ପଞ୍ଜିକରଣ

ନାଗରିକଙ୍କ ଅଭିଯୋଗର ସମାଧାନ ଆମର ପ୍ରାଥମିକତା, ଆପଣ ନିଜ ସୁବିଧା ଅନୁସାରେ ଅଭିଯୋଗ ପଞ୍ଜୀକରଣ କରିପାରିବେ |