ଭାରତ ଅନ୍ତର୍ଜାତୀୟ ଜଳ ସପ୍ତାହରେ ଓଡ଼ିଶା ପାଭିଲିଅନକୁ ‘ରାଜ୍ୟ ବର୍ଗ’ରେ ଶ୍ରେଷ୍ଠ ପୁରସ୍କାର

25 Sep, 2026

ନୂଆଦିଲ୍ଲୀର ଭାରତ ମଣ୍ଡପମ୍‌ଠାରେ ଅନୁଷ୍ଠିତ ୯ମ 'ଭାରତ ଅନ୍ତର୍ଜାତୀୟ ଜଳ ସପ୍ତାହ'ରେ ଓଡ଼ିଶା ପାଭିଲିଅନ 'ରାଜ୍ୟ ବର୍ଗ'ରେ ଶ୍ରେଷ୍ଠ ପୁରସ୍କାର  ଲାଭ କରିବା ସମଗ୍ର ରାଜ୍ୟ ପାଇଁ ଅତ୍ୟନ୍ତ ଗର୍ବ ଓ ଗୌରବର ବିଷୟ ।ଜଳବାୟୁ ସହନଶୀଳ ଜଳ ପରିଚାଳନା, ସୁଦୃଢ଼ ଜଳସେଚନ ଭିତ୍ତିଭୂମି ନିର୍ମାଣ ତଥା ପାଣି ପଞ୍ଚାୟତ ମାଧ୍ୟମରେ ତୃଣମୂଳ ସ୍ତରର ଜନଭାଗିଦାରୀ କ୍ଷେତ୍ରରେ…

‘ସମ୍ବନ୍ଧ’ ସମବାୟ ସଦସ୍ୟତା ମହାଅଭିଯାନର ଶୁଭାରମ୍ଭ, ବହୁବିଧ ସମବାୟ ଭିତ୍ତିଭୂମିର ଲୋକାର୍ପଣ ଓ ଭିତ୍ତିପ୍ରସ୍ତର…

25 Sep, 2026

ଭୁବନେଶ୍ୱରସ୍ଥିତ ଓୟୁଏଟି କୃଷି ଶିକ୍ଷା ସଦନଠାରେ ଆୟୋଜିତ ରାଜ୍ୟସ୍ତରୀୟ ସମାରୋହରେ ମୁଖ୍ୟମନ୍ତ୍ରୀ ଶ୍ରୀ  ମୋହନ ଚରଣ ମାଝୀ PACS ଓ LAMPCS ର ରାଜ୍ୟବ୍ୟାପୀ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ କରିଛନ୍ତି । ସମବାୟ ସଂସ୍ଥା କୌଣସି ରାଜନୈତିକ ମଞ୍ଚ ନୁହେଁ, ବରଂ ଏହା କୃଷକ ସମାଜର ଆର୍ଥିକ ବିକାଶର ମୂଳଦୁଆ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ…

ଗଭୀର ଅବପାତଜନିତ ବର୍ଷା: ଜନସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା, ରିଲିଫ୍ ଶିବିରରେ ପ୍ରଭାବିତଙ୍କୁ ପ୍ରସ୍ତୁତ ରନ୍ଧା…

24 Sep, 2026

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଜନିତ ବର୍ଷା ପରିସ୍ଥିତିରେ ଜନସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ତ୍ୱରିତ ଓ ସମନ୍ୱିତ ଭାବେ ପ୍ରସ୍ତୁତି  ଓ ରିଲିଫ୍ କାର୍ଯ୍ୟ ଜାରି ରହିଛି । ପ୍ରଭାବିତଙ୍କ ଆବଶ୍ୟକତା ପୂରଣକୁ ପ୍ରାଥମିକତା ଦିଆଯାଇ ରିଲିଫ୍ ଶିବିରରେ ଗ୍ରାମବାସୀଙ୍କ ପାଇଁ ପ୍ରସ୍ତୁତ ରନ୍ଧା ଖାଦ୍ୟ ପରିବେଷଣ କରାଯାଉଛି । ଶିବିରରେ ଆଶ୍ରୟ…

ବିଦ୍ୟାର୍ଥୀଙ୍କ ପାଇଁ ସଂଶୋଧିତ ନୂତନ ପାଠ୍ୟପୁସ୍ତକ ବଣ୍ଟନ ଆରମ୍ଭ

23 Sep, 2026

ରାଜ୍ୟର ବିଦ୍ୟାର୍ଥୀମାନଙ୍କୁ ଗୁଣାତ୍ମକ, ସଠିକ୍ ତଥା ତ୍ରୁଟିମୁକ୍ତ ଶିକ୍ଷା ପ୍ରଦାନ ନିମନ୍ତେ ରାଜ୍ୟ ସରକାର ପ୍ରତିବଦ୍ଧ। ଏହି କ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଦ୍ୟାଳୟମାନଙ୍କରେ ସଂଶୋଧିତ ନୂତନ ପାଠ୍ୟପୁସ୍ତକ ବଣ୍ଟନ ପ୍ରକ୍ରିୟା ଆରମ୍ଭ କରାଯାଇଛି।ଛାତ୍ରଛାତ୍ରୀଙ୍କ ନିକଟରେ ଉନ୍ନତ ତଥା ମାନସମ୍ମତ ଶୈକ୍ଷିକ ଉପାଦାନ ପହଞ୍ଚାଇବା ଲକ୍ଷ୍ୟରେ ଗ୍ରହଣ…

ସଦ୍ୟ ସମାଚାର

ଅଧିକ...

ଯୋଗାଯୋଗ

ମୁଖ୍ୟମନ୍ତ୍ରୀଙ୍କ ଲୋକସମ୍ପର୍କ ଅଧିକାରୀ , ଲୋକସେବା ଭବନ, ସଚିବାଳୟ ମାର୍ଗ ,
ଭୁବନେଶ୍ୱର, ଓଡ଼ିଶା- ୭୫୧୦୦୧

ଅଭିଯୋଗ ପଞ୍ଜିକରଣ

ନାଗରିକଙ୍କ ଅଭିଯୋଗର ସମାଧାନ ଆମର ପ୍ରାଥମିକତା, ଆପଣ ନିଜ ସୁବିଧା ଅନୁସାରେ ଅଭିଯୋଗ ପଞ୍ଜୀକରଣ କରିପାରିବେ |