• OIS ଅଧିକାରୀଙ୍କୁ ଲୋକାଭିମୁଖୀ ଯୋଗାଯୋଗ ପାଇଁ AI ଓ ସୋସିଆଲ ମିଡିଆର ସର୍ବାଧିକ ଉପଯୋଗ ଉପରେ ଗୁରୁତ୍ୱ; ‘ଇ-ସଞ୍ଚାର’ ଆପ୍‌ର ଶୁଭାରମ୍ଭ

09 Oct, 2026

OIS ଅଧିକାରୀଙ୍କୁ ଲୋକାଭିମୁଖୀ ଯୋଗାଯୋଗ ପାଇଁ AI ଓ ସୋସିଆଲ ମିଡିଆର ସର୍ବାଧିକ ଉପଯୋଗ ଉପରେ ଗୁରୁତ୍ୱ; ‘ଇ-ସଞ୍ଚାର’ ଆପ୍‌ର ଶୁଭାରମ୍ଭ

ଓଡ଼ିଶା ସୂଚନା ସେବା (OIS) ଅଧିକାରୀମାନଙ୍କ ରାଜ୍ୟସ୍ତରୀୟ ଦିଗଦର୍ଶନ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟର ଯୋଗାଯୋଗ ବ୍ୟବସ୍ଥାକୁ ଅଧିକ କ୍ରିୟାଶୀଳ, ସ୍ୱଚ୍ଛ ଓ ଲୋକାଭିମୁଖୀ କରିବା ପାଇଁ ସୋସିଆଲ ମିଡିଆ ଏବଂ ଏଆଇ (AI) ପ୍ରଯୁକ୍ତିର ସର୍ବାଧିକ ଉପଯୋଗ ଉପରେ ଗୁରୁତ୍ୱାରୋପ କରିଛନ୍ତି । ଏହି ଅବସରରେ ସରକାରୀ ବିଜ୍ଞାପନ ବ୍ୟବସ୍ଥାରେ ଶତପ୍ରତିଶତ ପାରଦର୍ଶିତା ଆଣିବା ଲକ୍ଷ୍ୟରେ 'ଇ-ସଞ୍ଚାର' (e-Sanchar) ଆପ୍‌ର ଶୁଭାରମ୍ଭ କରାଯାଇଛି ।

ମୁଖ୍ୟମନ୍ତ୍ରୀ 'ସମୃଦ୍ଧ ଓଡ଼ିଶା - ୨୦୩୬' ଓ 'ବିକଶିତ ଭାରତ - ୨୦୪୭'ର ସଂକଳ୍ପକୁ ସାକାର କରିବା ପାଇଁ ପ୍ରତ୍ୟେକଟି ଜନକଲ୍ୟାଣକାରୀ ଯୋଜନାର ସୁଫଳ ତୃଣମୂଳ ସ୍ତରର ଶେଷ ବ୍ୟକ୍ତି ପର୍ଯ୍ୟନ୍ତ ପହଞ୍ଚାଇ ସୁଶାସନର ମୂଳ ଲକ୍ଷ୍ୟ ଚରିତାର୍ଥ କରିବା ଉପରେ ଅଧିକ ଗୁରୁତ୍ୱ ଦେବାକୁ ଅଧିକାରୀମାନଙ୍କୁ ଆହ୍ୱାନ କରିଛନ୍ତି ।

ସଦ୍ୟ ସମାଚାର

ଅଧିକ...

ଯୋଗାଯୋଗ

ମୁଖ୍ୟମନ୍ତ୍ରୀଙ୍କ ଲୋକସମ୍ପର୍କ ଅଧିକାରୀ , ଲୋକସେବା ଭବନ, ସଚିବାଳୟ ମାର୍ଗ ,
ଭୁବନେଶ୍ୱର, ଓଡ଼ିଶା- ୭୫୧୦୦୧

ଅଭିଯୋଗ ପଞ୍ଜିକରଣ

ନାଗରିକଙ୍କ ଅଭିଯୋଗର ସମାଧାନ ଆମର ପ୍ରାଥମିକତା, ଆପଣ ନିଜ ସୁବିଧା ଅନୁସାରେ ଅଭିଯୋଗ ପଞ୍ଜୀକରଣ କରିପାରିବେ |