AI ଓ ଡିଜିଟାଲ୍ ବିପ୍ଳବ ଆଡ଼କୁ ଓଡ଼ିଶା: HCLTech ଏବଂ ସର୍ବମ୍‍ AI ସହିତ ଐତିହାସିକ ବୁଝାମଣା

24 Jul, 2026

ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଦୂରଦୃଷ୍ଟିପୂର୍ଣ୍ଣ ନେତୃତ୍ୱରେ ଓଡ଼ିଶା ପ୍ରଯୁକ୍ତିବିଦ୍ୟା ଓ ନବସୃଜନର ଏକ ନୂଆ ଯୁଗରେ ପ୍ରବେଶ କରିବାକୁ ଯାଉଛି । ରାଜ୍ୟକୁ କୃତ୍ରିମ ବୁଦ୍ଧିମତ୍ତା (AI) ଏବଂ ଡିଜିଟାଲ୍ ଇଞ୍ଜିନିୟରିଂ କ୍ଷେତ୍ରରେ ଏକ ଗ୍ଲୋବାଲ୍ ହବ୍‌ରେ ପରିଣତ କରିବା ପାଇଁ HCLTech ଏବଂ Sarvam AI ସହିତ ଏକ ଐତିହାସିକ ସହଭାଗୀତା ସ୍ୱାକ୍ଷରିତ ହୋଇଛି…

ଶିଳ୍ପ ବିକାଶରେ ଓଡ଼ିଶାର ନୂଆ ମାଇଲଖୁଣ୍ଟ, ମୁଖ୍ୟମନ୍ତ୍ରୀଙ୍କୁ ସମ୍ମାନ

23 Jul, 2026

ନୀତି ଆୟୋଗର ନିବେଶ ବନ୍ଧୁତା ସୂଚକାଙ୍କ ୨୦୨୬ ରେ ଶ୍ରେଷ୍ଠ ୫ ରାଜ୍ୟ ମଧ୍ୟରେ ଓଡ଼ିଶାକୁ ମାନ୍ୟତା ମିଳିବା ପରେ ପ୍ରମୁଖ ଶିଳ୍ପପତି ଏବଂ ଶିଳ୍ପ ସଂଘ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ସମ୍ମାନିତ କରିଛନ୍ତି, ଯାହା ରାଜ୍ୟର ନିବେଶକ-ଅନୁକୂଳ ଶାସନ ଏବଂ ଟିମ୍ ଓଡ଼ିଶାର ସାମୂହିକ ପ୍ରୟାସ ଉପରେ ସେମାନଙ୍କର ବିଶ୍ୱାସକୁ ପୁନଃନିର୍ଦ୍ଦିଷ୍ଟ କରିଛି । ଶିଳ୍ପ…

ମା' ରମାଦେବୀଙ୍କ ଶ୍ରାଦ୍ଧ ଦିବସରେ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

22 Jul, 2026

ମା' ରମାଦେବୀଙ୍କ ଶ୍ରାଦ୍ଧ ଦିବସ ଅବସରରେ ଓଡ଼ିଶା ବିଧାନସଭା ନିକଟସ୍ଥ ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କଲି ।ସ୍ୱାଧୀନତା ସଂଗ୍ରାମ, ନାରୀ ସଶକ୍ତୀକରଣ ଓ ସମାଜସେବା କ୍ଷେତ୍ରରେ ତାଙ୍କର ଅତୁଳନୀୟ ଅବଦାନ ସଦା ସ୍ମରଣୀୟ। ତ୍ୟାଗ ଓ ନିଷ୍ଠାର ସେହି ମହାନ ଆଦର୍ଶ ଆମକୁ ନିରନ୍ତର ଜନସେବା ପାଇଁ ପ୍ରେରଣା ଯୋଗାଇବ ।

‘ସେବା ଫାଉଣ୍ଡେସନ୍’ର ଦିବ୍ୟାଙ୍ଗ ସଦସ୍ୟଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ସାକ୍ଷାତ

18 Jul, 2026

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ସହ କେନ୍ଦୁଝରର ‘ସେବା ଫାଉଣ୍ଡେସନ୍’ ସଂଗଠନର ପ୍ରାୟ ୫୦ ଜଣ ବାକ୍ ଶ୍ରବଣ ଶକ୍ତି ବାଧିତ ବାଳିକା ଓ ଶାରୀରିକ ଦିବ୍ୟାଙ୍ଗ ବ୍ୟକ୍ତି ସାକ୍ଷାତ କରିଛନ୍ତି । ଏହି ଅବସରରେ  ମୁଖ୍ୟମନ୍ତ୍ରୀଙ୍କ ସହ ସେମାନଙ୍କର ବିଭିନ୍ନ ସମସ୍ୟାର ସମାଧାନ, ଦକ୍ଷତା ବିକାଶ ଏବଂ ଆତ୍ମନିର୍ଭରଶୀଳତାକୁ ନେଇ ଆଲୋଚନା ହୋଇଛି ।…

ସଦ୍ୟ ସମାଚାର

ଅଧିକ...

ଯୋଗାଯୋଗ

ମୁଖ୍ୟମନ୍ତ୍ରୀଙ୍କ ଲୋକସମ୍ପର୍କ ଅଧିକାରୀ , ଲୋକସେବା ଭବନ, ସଚିବାଳୟ ମାର୍ଗ ,
ଭୁବନେଶ୍ୱର, ଓଡ଼ିଶା- ୭୫୧୦୦୧

ଅଭିଯୋଗ ପଞ୍ଜିକରଣ

ନାଗରିକଙ୍କ ଅଭିଯୋଗର ସମାଧାନ ଆମର ପ୍ରାଥମିକତା, ଆପଣ ନିଜ ସୁବିଧା ଅନୁସାରେ ଅଭିଯୋଗ ପଞ୍ଜୀକରଣ କରିପାରିବେ |