• ସ୍ୱଚ୍ଛତାକୁ ଜନଆନ୍ଦୋଳନରେ ପରିଣତ କରିବାର ସଂକଳ୍ପ ସହ ଆଜି ଭୁବନେଶ୍ୱର ଖଣ୍ଡଗିରିଠାରେ ଆୟୋଜିତ "ଏକ ଦିନ, ଏକ ଘଣ୍ଟା, ଏକ ସାଥ୍ - ସ୍ୱଚ୍ଛତା ଅଭିଯାନ"ରେ ସାମିଲ ହୋଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଶ୍ରମଦାନ କରିଛନ୍ତି ।  ଏହି ଅବସରରେ ମୁଖ୍ୟମନ୍ତ୍ରୀ, ରାଜ୍ୟକୁ ସ୍ୱଚ୍ଛ, ସୁନ୍ଦର ତଥା ସବୁଜିମାମୟ କରି ଗଢ଼ିତୋଳିବା ସହ ଆମର ଐତିହ୍ୟ ସ୍ଥଳଗୁଡ଼ିକର ପରିମଳ ବ୍ୟବସ୍ଥା ବଜାୟ ରଖିବା ପାଇଁ ସମସ୍ତ ନାଗରିକଙ୍କ ସକ୍ରିୟ ଭାଗୀଦାରିତା କାମନା କରିବା ସହ ନିରନ୍ତର ସେବାରତ ସ୍ୱଚ୍ଛତା ସୈନିକମାନଙ୍କ ନିଷ୍ଠାପର ଉଦ୍ୟମକୁ ପ୍ରଶଂସା କରିଛନ୍ତି ।

  • ସ୍ୱଚ୍ଛତାକୁ ଜନଆନ୍ଦୋଳନର ରୂପ ଦେବାକୁ ଆହ୍ୱାନ: ଖଣ୍ଡଗିରିରେ ‘ଏକ ଦିନ, ଏକ ଘଣ୍ଟା, ଏକ ସାଥ୍’ ସ୍ୱଚ୍ଛତା ଅଭିଯାନରେ ମୁଖ୍ୟମନ୍ତ୍ରୀ
01 Oct, 2026

ସ୍ୱଚ୍ଛତାକୁ ଜନଆନ୍ଦୋଳନର ରୂପ ଦେବାକୁ ଆହ୍ୱାନ: ଖଣ୍ଡଗିରିରେ ‘ଏକ ଦିନ, ଏକ ଘଣ୍ଟା, ଏକ ସାଥ୍’ ସ୍ୱଚ୍ଛତା ଅଭିଯାନରେ ମୁଖ୍ୟମନ୍ତ୍ରୀ

ସ୍ୱଚ୍ଛତାକୁ ଜନଆନ୍ଦୋଳନରେ ପରିଣତ କରିବାର ସଂକଳ୍ପ ସହ ଆଜି ଭୁବନେଶ୍ୱର ଖଣ୍ଡଗିରିଠାରେ ଆୟୋଜିତ "ଏକ ଦିନ, ଏକ ଘଣ୍ଟା, ଏକ ସାଥ୍ - ସ୍ୱଚ୍ଛତା ଅଭିଯାନ"ରେ ସାମିଲ ହୋଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଶ୍ରମଦାନ କରିଛନ୍ତି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ, ରାଜ୍ୟକୁ ସ୍ୱଚ୍ଛ, ସୁନ୍ଦର ତଥା ସବୁଜିମାମୟ କରି ଗଢ଼ିତୋଳିବା ସହ ଆମର ଐତିହ୍ୟ ସ୍ଥଳଗୁଡ଼ିକର ପରିମଳ ବ୍ୟବସ୍ଥା ବଜାୟ ରଖିବା ପାଇଁ ସମସ୍ତ ନାଗରିକଙ୍କ ସକ୍ରିୟ ଭାଗୀଦାରିତା କାମନା କରିବା ସହ ନିରନ୍ତର ସେବାରତ ସ୍ୱଚ୍ଛତା ସୈନିକମାନଙ୍କ ନିଷ୍ଠାପର ଉଦ୍ୟମକୁ ପ୍ରଶଂସା କରିଛନ୍ତି ।

ସଦ୍ୟ ସମାଚାର

ଅଧିକ...

ଯୋଗାଯୋଗ

ମୁଖ୍ୟମନ୍ତ୍ରୀଙ୍କ ଲୋକସମ୍ପର୍କ ଅଧିକାରୀ , ଲୋକସେବା ଭବନ, ସଚିବାଳୟ ମାର୍ଗ ,
ଭୁବନେଶ୍ୱର, ଓଡ଼ିଶା- ୭୫୧୦୦୧

ଅଭିଯୋଗ ପଞ୍ଜିକରଣ

ନାଗରିକଙ୍କ ଅଭିଯୋଗର ସମାଧାନ ଆମର ପ୍ରାଥମିକତା, ଆପଣ ନିଜ ସୁବିଧା ଅନୁସାରେ ଅଭିଯୋଗ ପଞ୍ଜୀକରଣ କରିପାରିବେ |