• ସପ୍ତମ ‘ଓଡ଼ିଶା ଟ୍ରାଭେଲ ବଜାର’ରେ ମୁଖ୍ୟମନ୍ତ୍ରୀ; ପର୍ଯ୍ୟଟନ ପ୍ରଦର୍ଶନୀ ବୁଲି ଦେଖିଲେ
  • ସପ୍ତମ ‘ଓଡ଼ିଶା ଟ୍ରାଭେଲ ବଜାର’ରେ ମୁଖ୍ୟମନ୍ତ୍ରୀ; ପର୍ଯ୍ୟଟନ ପ୍ରଦର୍ଶନୀ ବୁଲି ଦେଖିଲେ
  • ସପ୍ତମ ‘ଓଡ଼ିଶା ଟ୍ରାଭେଲ ବଜାର’ରେ ମୁଖ୍ୟମନ୍ତ୍ରୀ; ପର୍ଯ୍ୟଟନ ପ୍ରଦର୍ଶନୀ ବୁଲି ଦେଖିଲେ
03 Oct, 2026

ସପ୍ତମ ‘ଓଡ଼ିଶା ଟ୍ରାଭେଲ ବଜାର’ରେ ମୁଖ୍ୟମନ୍ତ୍ରୀ; ପର୍ଯ୍ୟଟନ ପ୍ରଦର୍ଶନୀ ବୁଲି ଦେଖିଲେ

ଭୁବନେଶ୍ୱରରେ ଆୟୋଜିତ ସପ୍ତମ ‘ଓଡ଼ିଶା ଟ୍ରାଭେଲ ବଜାର’ର ଶୁଭାରମ୍ଭ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ପର୍ଯ୍ୟଟନ ବିଭାଗ ଦ୍ଵାରା ଆୟୋଜିତ ସ୍ୱତନ୍ତ୍ର ପ୍ରଦର୍ଶନୀ ବୁଲି ଦେଖିଛନ୍ତି ।

ଏହି ଅବସରରେ ସେ ରାଜ୍ୟର ଅନନ୍ୟ କଳା, ପ୍ରାକୃତିକ ସମ୍ପଦ, ଇକୋ-ଟୁରିଜିମ୍ ଓ ଐତିହ୍ୟ ଉପରେ ଆଧାରିତ ବିଭିନ୍ନ ଷ୍ଟଲ୍ ପରିଦର୍ଶନ କରିବା ସହ ସ୍ଥାନୀୟ ଉଦ୍ୟୋଗୀ, କାରିଗର ଏବଂ ଟ୍ରାଭେଲ୍ ପ୍ରତିନିଧିମାନଙ୍କ ସହ ଆଲୋଚନା କରି ସେମାନଙ୍କ ଉତ୍ସାହ ବଢ଼ାଇଛନ୍ତି ।

ସଦ୍ୟ ସମାଚାର

ଅଧିକ...

ଯୋଗାଯୋଗ

ମୁଖ୍ୟମନ୍ତ୍ରୀଙ୍କ ଲୋକସମ୍ପର୍କ ଅଧିକାରୀ , ଲୋକସେବା ଭବନ, ସଚିବାଳୟ ମାର୍ଗ ,
ଭୁବନେଶ୍ୱର, ଓଡ଼ିଶା- ୭୫୧୦୦୧

ଅଭିଯୋଗ ପଞ୍ଜିକରଣ

ନାଗରିକଙ୍କ ଅଭିଯୋଗର ସମାଧାନ ଆମର ପ୍ରାଥମିକତା, ଆପଣ ନିଜ ସୁବିଧା ଅନୁସାରେ ଅଭିଯୋଗ ପଞ୍ଜୀକରଣ କରିପାରିବେ |