• ପ୍ରକଳ୍ପ ପ୍ରଭାବିତ ପରିବାରଙ୍କ ସୁରକ୍ଷିତ ଭବିଷ୍ୟତ ଓ ଆର୍ଥିକ ସ୍ୱାବଲମ୍ବନ ପାଇଁ ଗୋଳାବନ୍ଧରେ ବିଶେଷ କାର୍ଯ୍ୟକ୍ରମ
  • ପ୍ରକଳ୍ପ ପ୍ରଭାବିତ ପରିବାରଙ୍କ ସୁରକ୍ଷିତ ଭବିଷ୍ୟତ ଓ ଆର୍ଥିକ ସ୍ୱାବଲମ୍ବନ ପାଇଁ ଗୋଳାବନ୍ଧରେ ବିଶେଷ କାର୍ଯ୍ୟକ୍ରମ
  • ପ୍ରକଳ୍ପ ପ୍ରଭାବିତ ପରିବାରଙ୍କ ସୁରକ୍ଷିତ ଭବିଷ୍ୟତ ଓ ଆର୍ଥିକ ସ୍ୱାବଲମ୍ବନ ପାଇଁ ଗୋଳାବନ୍ଧରେ ବିଶେଷ କାର୍ଯ୍ୟକ୍ରମ
27 Aug, 2026

ପ୍ରକଳ୍ପ ପ୍ରଭାବିତ ପରିବାରଙ୍କ ସୁରକ୍ଷିତ ଭବିଷ୍ୟତ ଓ ଆର୍ଥିକ ସ୍ୱାବଲମ୍ବନ ପାଇଁ ଗୋଳାବନ୍ଧରେ ବିଶେଷ କାର୍ଯ୍ୟକ୍ରମ

ବିଭିନ୍ନ ପ୍ରକଳ୍ପ ଦ୍ୱାରା ପ୍ରଭାବିତ ପରିବାରଗୁଡ଼ିକର ସୁରକ୍ଷିତ ଭବିଷ୍ୟତ ଓ ଆର୍ଥିକ ସ୍ବାବଲମ୍ବନ ପାଇଁ ଗଞ୍ଜାମର ଗୋଳାବନ୍ଧଠାରେ ଆୟୋଜିତ ବିଶେଷ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ । ଏହି ଅବସରରେ ପ୍ରକଳ୍ପ ବିସ୍ଥାପିତଙ୍କୁ ଉଚିତ ସହାୟତା ସହ ପୁନର୍ବାସ ଓ ଥଇଥାନ ପ୍ୟାକେଜ୍ ପ୍ରଦାନ କରାଯାଇଛି ।

ଲୋକଙ୍କ ଆଶା ଓ ଆକାଂକ୍ଷାକୁ ଅଗ୍ରାଧିକାର ଦେଇ ସେମାନଙ୍କ ଜୀବନଧାରଣର ମାନ ବୃଦ୍ଧି କରିବା ସହ ସ୍ଥାୟୀ ବାସଗୃହ ଓ ଜୀବିକାର ସୁଯୋଗ ସୃଷ୍ଟି କରି ସମସ୍ତ ପ୍ରଭାବିତଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ରାଜ୍ୟ ସରକାର ନିରନ୍ତର ପ୍ରୟାସରତ ।

ସଦ୍ୟ ସମାଚାର

ଅଧିକ...

ଯୋଗାଯୋଗ

ମୁଖ୍ୟମନ୍ତ୍ରୀଙ୍କ ଲୋକସମ୍ପର୍କ ଅଧିକାରୀ , ଲୋକସେବା ଭବନ, ସଚିବାଳୟ ମାର୍ଗ ,
ଭୁବନେଶ୍ୱର, ଓଡ଼ିଶା- ୭୫୧୦୦୧

ଅଭିଯୋଗ ପଞ୍ଜିକରଣ

ନାଗରିକଙ୍କ ଅଭିଯୋଗର ସମାଧାନ ଆମର ପ୍ରାଥମିକତା, ଆପଣ ନିଜ ସୁବିଧା ଅନୁସାରେ ଅଭିଯୋଗ ପଞ୍ଜୀକରଣ କରିପାରିବେ |