'ମୁଖ୍ୟମନ୍ତ୍ରୀଙ୍କ କନ୍ୟା ବିବାହ ଯୋଜନା'ର ଉଦଘାଟନ ଅବସରରେ, ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମା ତାରାତାରିଣୀଙ୍କ ତୀର୍ଥସ୍ଥାନରେ ପୂଜାର୍ଚ୍ଚନା କରିଛନ୍ତି।
03 Feb, 2026

'ମୁଖ୍ୟମନ୍ତ୍ରୀଙ୍କ କନ୍ୟା ବିବାହ ଯୋଜନା'ର ଉଦଘାଟନ ଅବସରରେ, ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମା ତାରାତାରିଣୀଙ୍କ ତୀର୍ଥସ୍ଥାନରେ ପୂଜାର୍ଚ୍ଚନା କରିଛନ୍ତି।

ଆଜି ଗଞ୍ଜାମ ଜିଲ୍ଲା ଗସ୍ତ ଅବସରରେ, ମା’ ତାରାତାରିଣୀଙ୍କୁ ଦର୍ଶନ କରି ପୂଜା କରିବାର ସୌଭାଗ୍ୟ ପାଇଲି। ଓଡ଼ିଶାର ସୁଖ, ଶାନ୍ତି, ସମୃଦ୍ଧି ଏବଂ ଜନସାଧାରଣଙ୍କ କଲ୍ୟାଣ ପାଇଁ ମୁଁ ଆଶୀର୍ବାଦ ଭିକ୍ଷା କଲି।
ମା’ଙ୍କ କୃପାରୁ ରାଜ୍ୟର ପ୍ରତ୍ୟେକ ଅଞ୍ଚଳରେ ବିକାଶ ଏବଂ ସାମାଜିକ ସମନ୍ୱୟ ବୃଦ୍ଧି ପାଉ, ଏହା ହିଁ ପ୍ରାର୍ଥନା।

ସଦ୍ୟ ସମାଚାର

ଅଧିକ...

ଯୋଗାଯୋଗ

ମୁଖ୍ୟମନ୍ତ୍ରୀଙ୍କ ଲୋକସମ୍ପର୍କ ଅଧିକାରୀ , ଲୋକସେବା ଭବନ, ସଚିବାଳୟ ମାର୍ଗ ,
ଭୁବନେଶ୍ୱର, ଓଡ଼ିଶା- ୭୫୧୦୦୧

ଅଭିଯୋଗ ପଞ୍ଜିକରଣ

ନାଗରିକଙ୍କ ଅଭିଯୋଗର ସମାଧାନ ଆମର ପ୍ରାଥମିକତା, ଆପଣ ନିଜ ସୁବିଧା ଅନୁସାରେ ଅଭିଯୋଗ ପଞ୍ଜୀକରଣ କରିପାରିବେ |