ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ‘ନାରୀଶକ୍ତି ବନ୍ଦନ ସମ୍ମିଳନୀ’କୁ ସମ୍ବୋଧିତ କରିଛନ୍ତି।
13 Apr, 2026

ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ‘ନାରୀଶକ୍ତି ବନ୍ଦନ ସମ୍ମିଳନୀ’କୁ ସମ୍ବୋଧିତ କରିଛନ୍ତି।

ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ‘ନାରୀଶକ୍ତି ବନ୍ଦନ ସମ୍ମିଳନୀ’କୁ ସମ୍ବୋଧିତ କରିଛନ୍ତି। ଆଭାସୀ ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହି ଅବସରରେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ ଶୁଣିଛନ୍ତି। ନାରୀଶକ୍ତିଙ୍କ ସମ୍ମାନ ଉଦ୍ଦେଶ୍ୟରେ ସମର୍ପିତ ଏହିଭଳି କାର୍ଯ୍ୟକ୍ରମ 'Women-led Development' ବା 'ମହିଳା ନେତୃତ୍ୱାଧୀନ ବିକାଶ' ମନ୍ତ୍ରକୁ ସାର୍ଥକ କରୁଛି।

ସଦ୍ୟ ସମାଚାର

ଅଧିକ...

ଯୋଗାଯୋଗ

ମୁଖ୍ୟମନ୍ତ୍ରୀଙ୍କ ଲୋକସମ୍ପର୍କ ଅଧିକାରୀ , ଲୋକସେବା ଭବନ, ସଚିବାଳୟ ମାର୍ଗ ,
ଭୁବନେଶ୍ୱର, ଓଡ଼ିଶା- ୭୫୧୦୦୧

ଅଭିଯୋଗ ପଞ୍ଜିକରଣ

ନାଗରିକଙ୍କ ଅଭିଯୋଗର ସମାଧାନ ଆମର ପ୍ରାଥମିକତା, ଆପଣ ନିଜ ସୁବିଧା ଅନୁସାରେ ଅଭିଯୋଗ ପଞ୍ଜୀକରଣ କରିପାରିବେ |