ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ପିଏମ୍ ଶ୍ରୀ କୁଶଳେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟର 'ପ୍ଲାଟିନମ୍ ଜୁବୁଲି' ଉତ୍ସବରେ ଯୋଗଦେଇଛନ୍ତି।
13 Apr, 2026

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ପିଏମ୍ ଶ୍ରୀ କୁଶଳେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟର 'ପ୍ଲାଟିନମ୍ ଜୁବୁଲି' ଉତ୍ସବରେ ଯୋଗଦେଇଛନ୍ତି।

ଆଜି ପିଏମ୍ ଶ୍ରୀ କୁଶଳେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟର 'ପ୍ଲାଟିନମ୍ ଜୁବୁଲି' ଉତ୍ସବରେ ଯୋଗଦେଲି।
ଏହି ସ୍ମରଣୀୟ ଅବସରରେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଅଭିଭାବକ, ପୁରାତନ ଏବଂ ବର୍ତ୍ତମାନର ଛାତ୍ରଛାତ୍ରୀଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା। ଶିକ୍ଷା କ୍ଷେତ୍ରରେ ଏହି ଅନୁଷ୍ଠାନର ଦୀର୍ଘ ବର୍ଷର ଅବଦାନ ଅତୁଳନୀୟ। ଆଗାମୀ ଦିନରେ ଏହି ଅନୁଷ୍ଠାନ ସଫଳତାର ନୂତନ ଶିଖର ଛୁଇଁବା ସହ ଜ୍ଞାନର ଆଲୋକରେ ସମାଜକୁ ଆହୁରି ଆଲୋକିତ କରୁ, ଏହା ହିଁ ମୋର କାମନା।

ସଦ୍ୟ ସମାଚାର

ଅଧିକ...

ଯୋଗାଯୋଗ

ମୁଖ୍ୟମନ୍ତ୍ରୀଙ୍କ ଲୋକସମ୍ପର୍କ ଅଧିକାରୀ , ଲୋକସେବା ଭବନ, ସଚିବାଳୟ ମାର୍ଗ ,
ଭୁବନେଶ୍ୱର, ଓଡ଼ିଶା- ୭୫୧୦୦୧

ଅଭିଯୋଗ ପଞ୍ଜିକରଣ

ନାଗରିକଙ୍କ ଅଭିଯୋଗର ସମାଧାନ ଆମର ପ୍ରାଥମିକତା, ଆପଣ ନିଜ ସୁବିଧା ଅନୁସାରେ ଅଭିଯୋଗ ପଞ୍ଜୀକରଣ କରିପାରିବେ |