ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ 'ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା' ରେ ଗୋଟିଏ ଦିନରେ ୨୭ଟି ଜିଲ୍ଲାରେ ପ୍ରାୟ ୧୦୦୦ ଦମ୍ପତିଙ୍କର ପବିତ୍ର ବିବାହ କାର୍ଯ୍ୟକ୍ରମ ଅତ୍ୟନ୍ତ ଆଡମ୍ବର ସହ ସମ୍ପନ୍ନ କରିଛନ୍ତି।
22 Apr, 2026

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ 'ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା' ରେ ଗୋଟିଏ ଦିନରେ ୨୭ଟି ଜିଲ୍ଲାରେ ପ୍ରାୟ ୧୦୦୦ ଦମ୍ପତିଙ୍କର ପବିତ୍ର ବିବାହ କାର୍ଯ୍ୟକ୍ରମ ଅତ୍ୟନ୍ତ ଆଡମ୍ବର ସହ ସମ୍ପନ୍ନ କରିଛନ୍ତି।

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଙ୍କ ନେତୃତ୍ୱରେ ଲୋକଙ୍କ ସରକାର ସାମାଜିକ କଲ୍ୟାଣ ପ୍ରତି ପ୍ରତିବଦ୍ଧ। 'ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା' ରେ ଗୋଟିଏ ଦିନରେ ୨୭ଟି ଜିଲ୍ଲାରେ ପ୍ରାୟ ୧୦୦୦ ଦମ୍ପତିଙ୍କର ପବିତ୍ର ବିବାହ କାର୍ଯ୍ୟକ୍ରମ ଅତ୍ୟନ୍ତ ଆଡମ୍ବର ସହ ସମ୍ପନ୍ନ ହୋଇଛି। ଆର୍ଥିକ ତଥା ଆନୁଷ୍ଠାନିକ ସହାୟତା ପ୍ରଦାନ କରି ରାଜ୍ୟ ସରକାରଙ୍କ ଏହି ମହତ୍ୱାକାଂକ୍ଷୀ ଯୋଜନା ପରିବାର ଉପରେ ବିବାହର ଆର୍ଥିକ ଭାର ଲାଘବ କରିବା ସହିତ ମହିଳାଙ୍କ ସମ୍ମାନ ତଥା ସାମାଜିକ ସୁରକ୍ଷା ସୁନିଶ୍ଚିତ କରୁଛି। ଏଥିସହ ଯୌତୁକ ଏବଂ ବାଲ୍ୟବିବାହ ଭଳି କୁପ୍ରଥା ଦୂର କରିବା ଦିଗରେ ଏହି ଯୋଜନା ବଳିଷ୍ଠ ଭୂମିକା ଗ୍ରହଣ କରୁଛି।

ସଦ୍ୟ ସମାଚାର

ଅଧିକ...

ଯୋଗାଯୋଗ

ମୁଖ୍ୟମନ୍ତ୍ରୀଙ୍କ ଲୋକସମ୍ପର୍କ ଅଧିକାରୀ , ଲୋକସେବା ଭବନ, ସଚିବାଳୟ ମାର୍ଗ ,
ଭୁବନେଶ୍ୱର, ଓଡ଼ିଶା- ୭୫୧୦୦୧

ଅଭିଯୋଗ ପଞ୍ଜିକରଣ

ନାଗରିକଙ୍କ ଅଭିଯୋଗର ସମାଧାନ ଆମର ପ୍ରାଥମିକତା, ଆପଣ ନିଜ ସୁବିଧା ଅନୁସାରେ ଅଭିଯୋଗ ପଞ୍ଜୀକରଣ କରିପାରିବେ |