ମାନ୍ୟବର କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ନ୍ୟାସନାଲ ଫୋରେନସିକ୍ ସାଇନ୍ସ ୟୁନିଭରସିଟି (NFSU) ର ଅସ୍ଥାୟୀ କ୍ୟାମ୍ପସର ଉଦଘାଟନ ସହ NFSU ର ସ୍ଥାୟୀ କ୍ୟାମ୍ପସ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।
06 Mar, 2026

ଏଥିସହ ମାନ୍ୟବର କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ସେଣ୍ଟ୍ରାଲ ଫୋରେନସିକ୍ ସାଇନ୍ସ ଲାବ୍ରୋଟାରୀ (CFSL) ର ନୂତନ ସୌଧ ପାଇଁ ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ଅବସରରେ ଖୋର୍ଦ୍ଧାଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇଛନ୍ତି ।
✅ ସାଇବର ଅପରାଧ ମୁକାବିଲା ବ୍ୟବସ୍ଥାକୁ ସୁଦୃଢ଼ କରିବା କ୍ଷେତ୍ରରେ NFSU ଅତ୍ୟାଧୁନିକ କ୍ୟାମ୍ପସ ମହତ୍ତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ  
✅ NFSU ଏବଂ CFSL ର ମିଳିତ ସୁବିଧା ଫୋରେନସିକ୍ ପ୍ରମାଣ ପାଇଁ ବାହ୍ୟ ଏବଂ ରାଜ୍ୟ ବାହାରର ପରୀକ୍ଷାଗାର ଉପରେ ନିର୍ଭରଶୀଳତା ହ୍ରାସ କରିବ
✅ ଉଚ୍ଚସ୍ତରୀୟ ଫୋରେନସିକ୍ ବିଜ୍ଞାନ ଶିକ୍ଷା ପାଇଁ ସୃଷ୍ଟି ହେବ ନୂଆ ସୁଯୋଗ 
✅ ଉନ୍ନତ ପ୍ରଯୁକ୍ତିବିଦ୍ୟା ଏବଂ ପ୍ରଶିକ୍ଷିତ ବୃତ୍ତିଗତମାନଙ୍କ ଦ୍ୱାରା ଅପରାଧିକ ଘଟଣାର ତଦନ୍ତ, ତ୍ୱରିତ ନ୍ୟାୟ ପ୍ରଦାନରେ ସହାୟକ ହେବ

ସଦ୍ୟ ସମାଚାର

ଅଧିକ...

ଯୋଗାଯୋଗ

ମୁଖ୍ୟମନ୍ତ୍ରୀଙ୍କ ଲୋକସମ୍ପର୍କ ଅଧିକାରୀ , ଲୋକସେବା ଭବନ, ସଚିବାଳୟ ମାର୍ଗ ,
ଭୁବନେଶ୍ୱର, ଓଡ଼ିଶା- ୭୫୧୦୦୧

ଅଭିଯୋଗ ପଞ୍ଜିକରଣ

ନାଗରିକଙ୍କ ଅଭିଯୋଗର ସମାଧାନ ଆମର ପ୍ରାଥମିକତା, ଆପଣ ନିଜ ସୁବିଧା ଅନୁସାରେ ଅଭିଯୋଗ ପଞ୍ଜୀକରଣ କରିପାରିବେ |