ମାନ୍ୟବର କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ଭୁବନେଶ୍ୱର ଇଡ଼କୋ ପ୍ରଦର୍ଶନୀ ପଡ଼ିଆଠାରେ ଆୟୋଜିତ 'ନ୍ୟାୟ ସଂହିତା ପ୍ରଦର୍ଶନୀ' ର ଉଦଘାଟନ ସହ ଶ୍ୱେତ କ୍ରାନ୍ତି ୨.O ର ଶୁଭାରମ୍ଭ କରିଛନ୍ତି ।
06 Mar, 2026

ଏହି ଅବସରରେ ମାନ୍ୟବର କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀଙ୍କ କରକମଳରେ ଲୋକାର୍ପିତ ଓ ଶିଳାନ୍ୟାସ ହୋଇଥିବା ପ୍ରକଳ୍ପ ସମୂହ :- 
ପ୍ରକଳ୍ପ ଲୋକାର୍ପିତ:- 
✅ ଦେଶର ପ୍ରଥମ ରାଜ୍ୟ ଭାବେ 'ଓଡ଼ିଶା ସମବାୟ ନୀତି - ୨୦୨୬' କାର୍ଯ୍ୟକାରୀ
✅ ପାକ୍ସ (PACS) ଦ୍ୱାରା ପରିଚାଳିତ ୧,୫୬୭ ଜନ ସେବା କେନ୍ଦ୍ରର ଉଦଘାଟନ 
✅ ସମବାୟ ନିବନ୍ଧକ (RCS) କାର୍ଯ୍ୟାଳୟ ପାଇଁ କମ୍ପ୍ୟୁଟରୀକରଣ ପୋର୍ଟାଲ୍
✅ ପାକ୍ସ (PACS) ଦ୍ୱାରା ପରିଚାଳିତ ୧୪୧ଟି ଧାନ ମଣ୍ଡି ପାଇଁ ଭିତ୍ତିଭୂମି ବିକାଶ
✅ ଟାଙ୍ଗୀ, ଖୋର୍ଦ୍ଧାରେ ୩୦,୦୦୦ ଲିଟର କ୍ଷମତା ବିଶିଷ୍ଟ ଦୁଗ୍ଧ ପ୍ରକ୍ରିୟାକରଣ ପ୍ଲାଣ୍ଟ
✅ ୨୦ଟି ସାଇବର ଅପରାଧ ଏବଂ ଅର୍ଥନୈତିକ ଅପରାଧ ନିୟନ୍ତ୍ରଣ ପୋଲିସ ଷ୍ଟେସନ ଏବଂ ୨୪ଟି ପୋଲିସ ଷ୍ଟେସନ
✅ ୧୯ଟି ଅଟଳ ବସ୍ ଷ୍ଟାଣ୍ଡ
✅ ସ୍ୱାସ୍ଥ୍ୟ ଭିତ୍ତିଭୂମି ବିକାଶ ପାଇଁ ବିଭିନ୍ନ ପ୍ରକଳ୍ପ 
ପ୍ରକଳ୍ପ ଶୁଭାରମ୍ଭ :-
✅ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଅନ୍ତର୍ଗତ କୃଷକମାନଙ୍କୁ ଗୋ-ସମ୍ପଦ ସବସିଡି ପ୍ରଦାନ
✅ ନ୍ୟାସନାଲ କୋଅପରେଟିଭ୍ ଅର୍ଗାନିକ୍ସ ଲିମିଟେଡ୍ (NCOL) ପାଇଁ ନୂତନ ୱେବସାଇଟ୍
✅ ନ୍ୟାସନାଲ କୋଅପରେଟିଭ୍ ଏକ୍ସପୋର୍ଟ ଲିମିଟେଡ୍ (NCEL) ପାଇଁ 'COOP MARQUE' ବ୍ରାଣ୍ଡ ଏବଂ ଡିଜିଟାଲ୍ ଲର୍ଣ୍ଣିଂ ପ୍ଲାଟଫର୍ମ 
ବୁଝାମଣାପତ୍ର ସ୍ବାକ୍ଷରିତ :-
✅ ବଡ଼ମ୍ବା ସମବାୟ ଚିନି କଳର ପୁନରୁଦ୍ଧାର 
✅ OUAT କ୍ୟାମ୍ପସରେ ତ୍ରିଭୁବନ ସହକାରୀ ବିଶ୍ୱବିଦ୍ୟାଳୟ (TSU) ର ସ୍କୁଲ ପ୍ରତିଷ୍ଠା 
✅ ରାଷ୍ଟ୍ରୀୟ ରକ୍ଷା ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା
✅ ଗୃହ ବିଭାଗରେ ପ୍ରଯୁକ୍ତିର ସଫଳ ବ୍ୟବହାର ପାଇଁ IIT ଭୁବନେଶ୍ୱର ସହିତ MoU 
✅ ପ୍ରଶିକ୍ଷଣ ଏବଂ ପ୍ରଦର୍ଶନ କେନ୍ଦ୍ରଗୁଡ଼ିକର ଆଧୁନିକୀକରଣ ପାଇଁ OMFED ଏବଂ NDDB ମଧ୍ୟରେ MoU

ସଦ୍ୟ ସମାଚାର

ଅଧିକ...

ଯୋଗାଯୋଗ

ମୁଖ୍ୟମନ୍ତ୍ରୀଙ୍କ ଲୋକସମ୍ପର୍କ ଅଧିକାରୀ , ଲୋକସେବା ଭବନ, ସଚିବାଳୟ ମାର୍ଗ ,
ଭୁବନେଶ୍ୱର, ଓଡ଼ିଶା- ୭୫୧୦୦୧

ଅଭିଯୋଗ ପଞ୍ଜିକରଣ

ନାଗରିକଙ୍କ ଅଭିଯୋଗର ସମାଧାନ ଆମର ପ୍ରାଥମିକତା, ଆପଣ ନିଜ ସୁବିଧା ଅନୁସାରେ ଅଭିଯୋଗ ପଞ୍ଜୀକରଣ କରିପାରିବେ |