ମାନ୍ୟବର କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ପାରାଦ୍ବୀପଠାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଙ୍କ ଉପସ୍ଥିତିରେ ଇଫକୋ 'ସଲଫ୍ୟୁରିକ ଏସିଡ୍ ପ୍ଲାଣ୍ଟ' ଉଦଘାଟନ କରିଛନ୍ତି ।
06 Mar, 2026

✅ ଏହି ପ୍ଲାଣ୍ଟ DAP ଏବଂ NPK ସାର ଉତ୍ପାଦନ ବୃଦ୍ଧିରେ ସହାୟକ ହେବ 
✅ ସାର ଆମଦାନୀ ନିର୍ଭରଶୀଳତା ହ୍ରାସ କରିବ 
✅ ପାରାଦ୍ବୀପକୁ ଏକ ପ୍ରମୁଖ ଶିଳ୍ପ ହବ୍ ଭାବେ ଗଢ଼ି ତୋଳିବ 
✅ ପ୍ରକଳ୍ପ ଯୋଗୁଁ ସୃଷ୍ଟି ହେବ ବ୍ୟାପକ ନିଯୁକ୍ତି ସୁଯୋଗ 
✅ ଶିଳ୍ପ ସହ କୃଷି ଓ ନିଯୁକ୍ତି କ୍ଷେତ୍ରରେ ନୂଆ ସମ୍ଭାବନା ରାଜ୍ୟ ପ୍ରଗତିକୁ ତ୍ୱରାନ୍ୱିତ କରିବ 

ସଦ୍ୟ ସମାଚାର

ଅଧିକ...

ଯୋଗାଯୋଗ

ମୁଖ୍ୟମନ୍ତ୍ରୀଙ୍କ ଲୋକସମ୍ପର୍କ ଅଧିକାରୀ , ଲୋକସେବା ଭବନ, ସଚିବାଳୟ ମାର୍ଗ ,
ଭୁବନେଶ୍ୱର, ଓଡ଼ିଶା- ୭୫୧୦୦୧

ଅଭିଯୋଗ ପଞ୍ଜିକରଣ

ନାଗରିକଙ୍କ ଅଭିଯୋଗର ସମାଧାନ ଆମର ପ୍ରାଥମିକତା, ଆପଣ ନିଜ ସୁବିଧା ଅନୁସାରେ ଅଭିଯୋଗ ପଞ୍ଜୀକରଣ କରିପାରିବେ |