କେନ୍ଦୁଝରବାସୀଙ୍କ ଦୀର୍ଘଦିନର ସ୍ୱପ୍ନ ଆଜି ସାକାର ହୋଇଛି।
11 Apr, 2026

କେନ୍ଦୁଝରବାସୀଙ୍କ ଦୀର୍ଘଦିନର ସ୍ୱପ୍ନ ଆଜି ସାକାର ହୋଇଛି।

ମୋ କେନ୍ଦୁଝରବାସୀଙ୍କ ଦୀର୍ଘଦିନର ସ୍ୱପ୍ନ ଆଜି ସାକାର ହୋଇଛି। ଆଜି ବୋଦାପଳସା ଅଞ୍ଚଳରେ ଅରଡେଇ ନାଳ ଉପରେ ନିର୍ମିତ ନୂତନ ପୋଲକୁ ଆପଣମାନଙ୍କ ସେବାରେ ଉତ୍ସର୍ଗ କରିବା ମୋ ପାଇଁ ଏକ ଗର୍ବର ବିଷୟ। ୧୦୦ ମିଟରରୁ ଉର୍ଦ୍ଧ୍ୱ ଲମ୍ବ ବିଶିଷ୍ଟ ଏହି ପୋଲ ବୋଦାପଳସା ସମେତ ପାଖାପାଖି ୫ଟି ପଞ୍ଚାୟତର ୫୦୦୦ରୁ ଅଧିକ ଭାଇଭଉଣୀଙ୍କ ଦୈନନ୍ଦିନ ଯାତାୟାତରେ ଏକ ବଡ଼ ପରିବର୍ତ୍ତନ ଆଣିବ।  ଆପଣମାନଙ୍କ ଆଶୀର୍ବାଦ ଓ ଭଲପାଇବା ହିଁ ମୋ ଶକ୍ତି। ବିକାଶର ଏହି ଧାରାକୁ ଆମେ ମିଳିମିଶି ଆଗକୁ ନେଇଯିବା ଏବଂ ଏକ ସମୃଦ୍ଧ କେନ୍ଦୁଝର ସହିତ ଏକ ସମୃଦ୍ଧ ଓଡ଼ିଶା ଗଠନ କରିବା।

ସଦ୍ୟ ସମାଚାର

ଅଧିକ...

ଯୋଗାଯୋଗ

ମୁଖ୍ୟମନ୍ତ୍ରୀଙ୍କ ଲୋକସମ୍ପର୍କ ଅଧିକାରୀ , ଲୋକସେବା ଭବନ, ସଚିବାଳୟ ମାର୍ଗ ,
ଭୁବନେଶ୍ୱର, ଓଡ଼ିଶା- ୭୫୧୦୦୧

ଅଭିଯୋଗ ପଞ୍ଜିକରଣ

ନାଗରିକଙ୍କ ଅଭିଯୋଗର ସମାଧାନ ଆମର ପ୍ରାଥମିକତା, ଆପଣ ନିଜ ସୁବିଧା ଅନୁସାରେ ଅଭିଯୋଗ ପଞ୍ଜୀକରଣ କରିପାରିବେ |