କେନ୍ଦୁଝର ଗସ୍ତ ସମୟରେ ସର୍କିଟ ହାଉସଠାରେ ବିଭିନ୍ନ ଅଞ୍ଚଳରୁ ଆସିଥିବା ଜନସାଧାରଣଙ୍କୁ ଭେଟି ସେମାନଙ୍କର ସମସ୍ୟା ଓ ଆବଶ୍ୟକତା ସମ୍ବନ୍ଧରେ ଆଲୋଚନା କରିଛନ୍ତି।
13 Apr, 2026

କେନ୍ଦୁଝର ଗସ୍ତ ସମୟରେ ସର୍କିଟ ହାଉସଠାରେ ବିଭିନ୍ନ ଅଞ୍ଚଳରୁ ଆସିଥିବା ଜନସାଧାରଣଙ୍କୁ ଭେଟି ସେମାନଙ୍କର ସମସ୍ୟା ଓ ଆବଶ୍ୟକତା ସମ୍ବନ୍ଧରେ ଆଲୋଚନା କରିଛନ୍ତି।

ଆଜି କେନ୍ଦୁଝର ଗସ୍ତ ସମୟରେ ସର୍କିଟ ହାଉସଠାରେ ବିଭିନ୍ନ ଅଞ୍ଚଳରୁ ଆସିଥିବା ଜନସାଧାରଣଙ୍କୁ ଭେଟି ସେମାନଙ୍କର ସମସ୍ୟା ଓ ଆବଶ୍ୟକତା ସମ୍ବନ୍ଧରେ ଆଲୋଚନା କଲି। ଲୋକଙ୍କ ଆପତ୍ତି-ଅଭିଯୋଗର ସମୟାନୁବର୍ତ୍ତୀ ତଥା ଉଚିତ ସମାଧାନ ପାଇଁ ମୁଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛି। 
ଜନସାଧାରଣଙ୍କ ସେବା ହିଁ ଆମ ସରକାରଙ୍କ ମୂଳଲକ୍ଷ୍ୟ। ଶାସନ ବ୍ୟବସ୍ଥାକୁ ଅଧିକ ଲୋକାଭିମୁଖୀ କରିବା ଏବଂ ପ୍ରତିଟି ନାଗରିକଙ୍କ ନିକଟରେ ସରକାରୀ ସୁବିଧା ପହଞ୍ଚାଇବା ପାଇଁ ଆମେ ପ୍ରତିବଦ୍ଧ। ଜନସାଧାରଣଙ୍କ ଏହି ଆସ୍ଥା ଓ ବିଶ୍ୱାସ ହିଁ ବିକଶିତ ଓଡ଼ିଶା ଗଠନ ପାଇଁ ଆମକୁ ପ୍ରେରଣା ଯୋଗାଉଛି।

ସଦ୍ୟ ସମାଚାର

ଅଧିକ...

ଯୋଗାଯୋଗ

ମୁଖ୍ୟମନ୍ତ୍ରୀଙ୍କ ଲୋକସମ୍ପର୍କ ଅଧିକାରୀ , ଲୋକସେବା ଭବନ, ସଚିବାଳୟ ମାର୍ଗ ,
ଭୁବନେଶ୍ୱର, ଓଡ଼ିଶା- ୭୫୧୦୦୧

ଅଭିଯୋଗ ପଞ୍ଜିକରଣ

ନାଗରିକଙ୍କ ଅଭିଯୋଗର ସମାଧାନ ଆମର ପ୍ରାଥମିକତା, ଆପଣ ନିଜ ସୁବିଧା ଅନୁସାରେ ଅଭିଯୋଗ ପଞ୍ଜୀକରଣ କରିପାରିବେ |