‘ଏକ୍ ପେଡ୍ ମା କେ ନାମ୍’ ବା ‘ମାଆଙ୍କ ପାଇଁ ଗଛଟିଏ’ ଅଭିଯାନ ଜନ୍ମଦାତ୍ରୀ ମାଆ ଓ ଧରିତ୍ରୀ ମାଆ ପ୍ରତି ଆମ ଶ୍ରଦ୍ଧା ଓ ସମ୍ମାନର ଏକ ଅନନ୍ୟ ନିଦର୍ଶନ।
05 Jun, 2026

‘ଏକ୍ ପେଡ୍ ମା କେ ନାମ୍’ ବା ‘ମାଆଙ୍କ ପାଇଁ ଗଛଟିଏ’ ଅଭିଯାନ ଜନ୍ମଦାତ୍ରୀ ମାଆ ଓ ଧରିତ୍ରୀ ମାଆ ପ୍ରତି ଆମ ଶ୍ରଦ୍ଧା ଓ ସମ୍ମାନର ଏକ ଅନନ୍ୟ ନିଦର୍ଶନ।

‘ଏକ୍ ପେଡ୍ ମା କେ ନାମ୍’ ବା ‘ମାଆଙ୍କ ପାଇଁ ଗଛଟିଏ’ ଅଭିଯାନ ଜନ୍ମଦାତ୍ରୀ ମାଆ ଓ ଧରିତ୍ରୀ ମାଆ ପ୍ରତି ଆମ ଶ୍ରଦ୍ଧା ଓ ସମ୍ମାନର ଏକ ଅନନ୍ୟ ନିଦର୍ଶନ । ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ଆହ୍ୱାନରେ ଆରମ୍ଭ ହୋଇଥିବା ଏହି ଅଭିଯାନ ଆଜି ଏକ ବ୍ୟାପକ ଜନ-ଆନ୍ଦୋଳନରେ ପରିଣତ ହୋଇଛି, ଯାହା ଆମକୁ ଜନ୍ମଦାତ୍ରୀ ଓ ଧରିତ୍ରୀ ମାଆଙ୍କ ପ୍ରତି ଥିବା ଆମର ମୌଳିକ ଦାୟିତ୍ୱ ପ୍ରତି ସଚେତନ କରିଛି ।
ଏହି ପରିପ୍ରେକ୍ଷୀରେ, ଆଜି ମୋର ସରକାରୀ ବାସଭବନ ପରିସରରେ ଜନ୍ମଦାତ୍ରୀ ମାଆ ଓ ଧରିତ୍ରୀ ମାଆଙ୍କ ପ୍ରତି ସମ୍ମାନ ସ୍ୱରୂପ ଗୋଟିଏ ବୃକ୍ଷ ରୋପଣ କଲି । ଏହି ଅବସରରେ ମୋ ସହିତ ସାଂସଦ ସୁଶ୍ରୀ କଙ୍ଗନା ରାଣାୱତ ଓ ସାଂସଦ ଡକ୍ଟର ସମ୍ବିତ ପାତ୍ର ଉପସ୍ଥିତ ରହି ବୃକ୍ଷରୋପଣ କରିଥିଲେ ।

ସଦ୍ୟ ସମାଚାର

ଅଧିକ...

ଯୋଗାଯୋଗ

ମୁଖ୍ୟମନ୍ତ୍ରୀଙ୍କ ଲୋକସମ୍ପର୍କ ଅଧିକାରୀ , ଲୋକସେବା ଭବନ, ସଚିବାଳୟ ମାର୍ଗ ,
ଭୁବନେଶ୍ୱର, ଓଡ଼ିଶା- ୭୫୧୦୦୧