• ଦୁବାଇରେ ମୁଖ୍ୟମନ୍ତ୍ରୀ: ୟୁଏଇ ନିବେଶକଙ୍କ ସହ ଆଲୋଚନା, ଓଡ଼ିଶାରେ ନିବେଶ ବୃଦ୍ଧି ଉପରେ ଗୁରୁତ୍ୱ
  • ଦୁବାଇରେ ମୁଖ୍ୟମନ୍ତ୍ରୀ: ୟୁଏଇ ନିବେଶକଙ୍କ ସହ ଆଲୋଚନା, ଓଡ଼ିଶାରେ ନିବେଶ ବୃଦ୍ଧି ଉପରେ ଗୁରୁତ୍ୱ
  • ଦୁବାଇରେ ମୁଖ୍ୟମନ୍ତ୍ରୀ: ୟୁଏଇ ନିବେଶକଙ୍କ ସହ ଆଲୋଚନା, ଓଡ଼ିଶାରେ ନିବେଶ ବୃଦ୍ଧି ଉପରେ ଗୁରୁତ୍ୱ
09 Sep, 2026

ଦୁବାଇରେ ମୁଖ୍ୟମନ୍ତ୍ରୀ: ୟୁଏଇ ନିବେଶକଙ୍କ ସହ ଆଲୋଚନା, ଓଡ଼ିଶାରେ ନିବେଶ ବୃଦ୍ଧି ଉପରେ ଗୁରୁତ୍ୱ

ଦୁବାଇରେ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ପହଞ୍ଚିଛନ୍ତି । ୟୁଏଇର ପ୍ରମୁଖ ନିବେଶକ ଓ ଶିଳ୍ପପତିଙ୍କ ସହ ଆଲୋଚନା ମାଧ୍ୟମରେ ଓଡ଼ିଶାରେ ନିବେଶ ଓ ଶିଳ୍ପ ସହଯୋଗ ବଢ଼ାଇବା ଉପରେ ଗୁରୁତ୍ୱ ଦେଇଛନ୍ତି । ବିଭିନ୍ନ କ୍ଷେତ୍ରରେ ନିବେଶ ପାଇଁ ଓଡ଼ିଶାକୁ ଏକ ପ୍ରମୁଖ ଗନ୍ତବ୍ୟସ୍ଥଳ ଭାବେ ଉପସ୍ଥାପନ କରିବା ସହ ରାଜ୍ୟର ବିକାଶ ଯାତ୍ରାକୁ ବିଶ୍ୱ ବ୍ୟବସାୟ ସମୁଦାୟ ନିକଟରେ ପହଞ୍ଚାଇବା ତାଙ୍କର ମୁଖ୍ୟ ଉଦ୍ଦେଶ୍ୟ ।

ସଦ୍ୟ ସମାଚାର

ଅଧିକ...

ଯୋଗାଯୋଗ

ମୁଖ୍ୟମନ୍ତ୍ରୀଙ୍କ ଲୋକସମ୍ପର୍କ ଅଧିକାରୀ , ଲୋକସେବା ଭବନ, ସଚିବାଳୟ ମାର୍ଗ ,
ଭୁବନେଶ୍ୱର, ଓଡ଼ିଶା- ୭୫୧୦୦୧

ଅଭିଯୋଗ ପଞ୍ଜିକରଣ

ନାଗରିକଙ୍କ ଅଭିଯୋଗର ସମାଧାନ ଆମର ପ୍ରାଥମିକତା, ଆପଣ ନିଜ ସୁବିଧା ଅନୁସାରେ ଅଭିଯୋଗ ପଞ୍ଜୀକରଣ କରିପାରିବେ |