• ବିଦ୍ୟାର୍ଥୀଙ୍କ ପାଇଁ ସଂଶୋଧିତ ନୂତନ ପାଠ୍ୟପୁସ୍ତକ ବଣ୍ଟନ ଆରମ୍ଭ
  • ବିଦ୍ୟାର୍ଥୀଙ୍କ ପାଇଁ ସଂଶୋଧିତ ନୂତନ ପାଠ୍ୟପୁସ୍ତକ ବଣ୍ଟନ ଆରମ୍ଭ
  • ବିଦ୍ୟାର୍ଥୀଙ୍କ ପାଇଁ ସଂଶୋଧିତ ନୂତନ ପାଠ୍ୟପୁସ୍ତକ ବଣ୍ଟନ ଆରମ୍ଭ
  • ବିଦ୍ୟାର୍ଥୀଙ୍କ ପାଇଁ ସଂଶୋଧିତ ନୂତନ ପାଠ୍ୟପୁସ୍ତକ ବଣ୍ଟନ ଆରମ୍ଭ
23 Sep, 2026

ବିଦ୍ୟାର୍ଥୀଙ୍କ ପାଇଁ ସଂଶୋଧିତ ନୂତନ ପାଠ୍ୟପୁସ୍ତକ ବଣ୍ଟନ ଆରମ୍ଭ

ରାଜ୍ୟର ବିଦ୍ୟାର୍ଥୀମାନଙ୍କୁ ଗୁଣାତ୍ମକ, ସଠିକ୍ ତଥା ତ୍ରୁଟିମୁକ୍ତ ଶିକ୍ଷା ପ୍ରଦାନ ନିମନ୍ତେ ରାଜ୍ୟ ସରକାର ପ୍ରତିବଦ୍ଧ। ଏହି କ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଦ୍ୟାଳୟମାନଙ୍କରେ ସଂଶୋଧିତ ନୂତନ ପାଠ୍ୟପୁସ୍ତକ ବଣ୍ଟନ ପ୍ରକ୍ରିୟା ଆରମ୍ଭ କରାଯାଇଛି।

ଛାତ୍ରଛାତ୍ରୀଙ୍କ ନିକଟରେ ଉନ୍ନତ ତଥା ମାନସମ୍ମତ ଶୈକ୍ଷିକ ଉପାଦାନ ପହଞ୍ଚାଇବା ଲକ୍ଷ୍ୟରେ ଗ୍ରହଣ କରାଯାଇଥିବା ଏହି ପଦକ୍ଷେପ ଶିକ୍ଷାଦାନ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବ।

ସଦ୍ୟ ସମାଚାର

ଅଧିକ...

ଯୋଗାଯୋଗ

ମୁଖ୍ୟମନ୍ତ୍ରୀଙ୍କ ଲୋକସମ୍ପର୍କ ଅଧିକାରୀ , ଲୋକସେବା ଭବନ, ସଚିବାଳୟ ମାର୍ଗ ,
ଭୁବନେଶ୍ୱର, ଓଡ଼ିଶା- ୭୫୧୦୦୧

ଅଭିଯୋଗ ପଞ୍ଜିକରଣ

ନାଗରିକଙ୍କ ଅଭିଯୋଗର ସମାଧାନ ଆମର ପ୍ରାଥମିକତା, ଆପଣ ନିଜ ସୁବିଧା ଅନୁସାରେ ଅଭିଯୋଗ ପଞ୍ଜୀକରଣ କରିପାରିବେ |