• ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଜନିତ ବର୍ଷା ପରିସ୍ଥିତିରେ ଜନସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ତ୍ୱରିତ ଓ ସମନ୍ୱିତ ଭାବେ ପ୍ରସ୍ତୁତି  ଓ ରିଲିଫ୍ କାର୍ଯ୍ୟ ଜାରି ରହିଛି । ପ୍ରଭାବିତଙ୍କ ଆବଶ୍ୟକତା ପୂରଣକୁ ପ୍ରାଥମିକତା ଦିଆଯାଇ ରିଲିଫ୍ ଶିବିରରେ ଗ୍ରାମବାସୀଙ୍କ ପାଇଁ ପ୍ରସ୍ତୁତ ରନ୍ଧା ଖାଦ୍ୟ ପରିବେଷଣ କରାଯାଉଛି । ଶିବିରରେ ଆଶ୍ରୟ ନେଇଥିବା ପ୍ରଭାବିତଙ୍କ ନିକଟରେ ଖାଦ୍ୟ ସମେତ ଅନ୍ୟାନ୍ୟ ମୌଳିକ ସହାୟତା ପହଞ୍ଚାଇବା ପାଇଁ ଆବଶ୍ୟକ ସମସ୍ତ ବ୍ୟବସ୍ଥା ଜାରି ରହିଛି ।

24 Sep, 2026

ଗଭୀର ଅବପାତଜନିତ ବର୍ଷା: ଜନସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା, ରିଲିଫ୍ ଶିବିରରେ ପ୍ରଭାବିତଙ୍କୁ ପ୍ରସ୍ତୁତ ରନ୍ଧା ଖାଦ୍ୟ ପରିବେଷଣ

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଜନିତ ବର୍ଷା ପରିସ୍ଥିତିରେ ଜନସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ତ୍ୱରିତ ଓ ସମନ୍ୱିତ ଭାବେ ପ୍ରସ୍ତୁତି  ଓ ରିଲିଫ୍ କାର୍ଯ୍ୟ ଜାରି ରହିଛି । ପ୍ରଭାବିତଙ୍କ ଆବଶ୍ୟକତା ପୂରଣକୁ ପ୍ରାଥମିକତା ଦିଆଯାଇ ରିଲିଫ୍ ଶିବିରରେ ଗ୍ରାମବାସୀଙ୍କ ପାଇଁ ପ୍ରସ୍ତୁତ ରନ୍ଧା ଖାଦ୍ୟ ପରିବେଷଣ କରାଯାଉଛି । ଶିବିରରେ ଆଶ୍ରୟ ନେଇଥିବା ପ୍ରଭାବିତଙ୍କ ନିକଟରେ ଖାଦ୍ୟ ସମେତ ଅନ୍ୟାନ୍ୟ ମୌଳିକ ସହାୟତା ପହଞ୍ଚାଇବା ପାଇଁ ଆବଶ୍ୟକ ସମସ୍ତ ବ୍ୟବସ୍ଥା ଜାରି ରହିଛି ।

ସଦ୍ୟ ସମାଚାର

ଅଧିକ...

ଯୋଗାଯୋଗ

ମୁଖ୍ୟମନ୍ତ୍ରୀଙ୍କ ଲୋକସମ୍ପର୍କ ଅଧିକାରୀ , ଲୋକସେବା ଭବନ, ସଚିବାଳୟ ମାର୍ଗ ,
ଭୁବନେଶ୍ୱର, ଓଡ଼ିଶା- ୭୫୧୦୦୧

ଅଭିଯୋଗ ପଞ୍ଜିକରଣ

ନାଗରିକଙ୍କ ଅଭିଯୋଗର ସମାଧାନ ଆମର ପ୍ରାଥମିକତା, ଆପଣ ନିଜ ସୁବିଧା ଅନୁସାରେ ଅଭିଯୋଗ ପଞ୍ଜୀକରଣ କରିପାରିବେ |