ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ତ୍ରୟୋଦଶତମ ଅନୁଗୋଳ ମହୋତ୍ସବ-୨୦୨୬ ର ଉଦ୍‌ଘାଟନ ସମାରୋହରେ ଯୋଗ ଦେଇଛନ୍ତି।
17 Apr, 2026

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ତ୍ରୟୋଦଶତମ ଅନୁଗୋଳ ମହୋତ୍ସବ-୨୦୨୬ ର ଉଦ୍‌ଘାଟନ ସମାରୋହରେ ଯୋଗ ଦେଇଛନ୍ତି।

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ତ୍ରୟୋଦଶତମ ଅନୁଗୋଳ ମହୋତ୍ସବ-୨୦୨୬ ର ଉଦ୍‌ଘାଟନ ସମାରୋହରେ ଯୋଗ ଦେଇଛନ୍ତି। ଅନୁଗୋଳ ମାଟି ସଂସ୍କୃତି, ପରମ୍ପରା ଓ ଆତିଥ୍ୟରେ ସଦା ଅନନ୍ୟ। ଏହି ମହୋତ୍ସବ ଏହି ଅଞ୍ଚଳର ସାମୁଦାୟିକ ଏକତା ଓ ସାଂସ୍କୃତିକ ଗର୍ବକୁ ଆହୁରି ମଜଭୁତ କରୁଛି ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ କହିଛନ୍ତି। ‘ବିକଶିତ ଭାରତ-୨୦୪୭’ ଓ ‘ସମୃଦ୍ଧ ଓଡ଼ିଶା-୨୦୩୬’ ଲକ୍ଷ୍ୟ ପୂରଣରେ ଅନୁଗୋଳ ଜିଲ୍ଲା ଏକ ପ୍ରମୁଖ ଭୂମିକା ନେବ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି। 
ଶିଳ୍ପ, ସଂସ୍କୃତି ଓ ବିକାଶରେ ଅନନ୍ୟ ହେବ ଅନୁଗୋଳ:-  
✅ ୫୫୯ କୋଟି ଟଙ୍କା ପ୍ରକଳ୍ପର ଶୁଭାରମ୍ଭ (୪୧୪ କୋଟି ଟଙ୍କା ମୂଲ୍ୟର ୩୨୦ ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ଏବଂ ୧୪୫ କୋଟି ଟଙ୍କାର ୫୨ ଟି ପ୍ରକଳ୍ପର ଉଦଘାଟନ )
✅ ତାଳଚେରରେ କୋଲ୍ ଗ୍ୟାସିଫିକେସନ ପ୍ଲାଣ୍ଟ: ଉର୍ଜା ସୁରକ୍ଷା ଓ ନିଯୁକ୍ତିର ନୂଆ ଆଶା
✅ ପାରାଦ୍ବୀପ ରାଉରକେଲା ପର୍ଯ୍ୟନ୍ତ ଶିଳ୍ପ କରିଡର ଯୋଜନା
✅ସାତକୋଶିଆ, ମହାନଦୀ ଓ ବ୍ରାହ୍ମଣୀରେ ପର୍ଯ୍ୟଟନର ବିଶାଳ ସମ୍ଭାବନା 
“ଆମ ସରକାରଙ୍କ ଲକ୍ଷ୍ୟ ଅନୁଗୋଳକୁ ‘ଏନର୍ଜି କ୍ୟାପିଟାଲ’ ବା ‘ଶକ୍ତି ସହର’ ରୂପେ ଚିତ୍ରିତ କରିବା”

ସଦ୍ୟ ସମାଚାର

ଅଧିକ...

ଯୋଗାଯୋଗ

ମୁଖ୍ୟମନ୍ତ୍ରୀଙ୍କ ଲୋକସମ୍ପର୍କ ଅଧିକାରୀ , ଲୋକସେବା ଭବନ, ସଚିବାଳୟ ମାର୍ଗ ,
ଭୁବନେଶ୍ୱର, ଓଡ଼ିଶା- ୭୫୧୦୦୧

ଅଭିଯୋଗ ପଞ୍ଜିକରଣ

ନାଗରିକଙ୍କ ଅଭିଯୋଗର ସମାଧାନ ଆମର ପ୍ରାଥମିକତା, ଆପଣ ନିଜ ସୁବିଧା ଅନୁସାରେ ଅଭିଯୋଗ ପଞ୍ଜୀକରଣ କରିପାରିବେ |