ଲୋକାଭିମୁଖୀ ଓଡ଼ିଶା ବଜେଟ୍‌ ୨୦୨୬- ୨୭ ଜନସାଧାରଣଙ୍କ ମଧ୍ୟରେ ସୃଷ୍ଟି କରିଛି ନୂଆ ଉତ୍ସାହ।
24 Feb, 2026

ଲୋକାଭିମୁଖୀ ଓଡ଼ିଶା ବଜେଟ୍‌ ୨୦୨୬- ୨୭ ଜନସାଧାରଣଙ୍କ ମଧ୍ୟରେ ସୃଷ୍ଟି କରିଛି ନୂଆ ଉତ୍ସାହ।

ଲୋକାଭିମୁଖୀ ଓଡ଼ିଶା ବଜେଟ୍‌ ୨୦୨୬- ୨୭ ଜନସାଧାରଣଙ୍କ ମଧ୍ୟରେ ସୃଷ୍ଟି କରିଛି ନୂଆ ଉତ୍ସାହ। ଝାରସୁଗୁଡ଼ା ଓ ବଲାଙ୍ଗୀରବାସୀଙ୍କ ସମେତ ପିପିଲିର ଚାନ୍ଦୁଆ କାରିଗରମାନେ ଭୁବନେଶ୍ୱରଠାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ସମ୍ବର୍ଦ୍ଧିତ କରି ଧନ୍ୟବାଦ ଜଣାଇଛନ୍ତି। ​ସମୃଦ୍ଧ ଓଡ଼ିଶା ଗଠନ ସଂକଳ୍ପରେ ଏହି ବଜେଟ୍ ସମାଜର ସବୁ ବର୍ଗର ଲୋକଙ୍କୁ ସଶକ୍ତ କରିବା ପାଇଁ ଅଭିପ୍ରେତ।

ସଦ୍ୟ ସମାଚାର

ଅଧିକ...

ଯୋଗାଯୋଗ

ମୁଖ୍ୟମନ୍ତ୍ରୀଙ୍କ ଲୋକସମ୍ପର୍କ ଅଧିକାରୀ , ଲୋକସେବା ଭବନ, ସଚିବାଳୟ ମାର୍ଗ ,
ଭୁବନେଶ୍ୱର, ଓଡ଼ିଶା- ୭୫୧୦୦୧

ଅଭିଯୋଗ ପଞ୍ଜିକରଣ

ନାଗରିକଙ୍କ ଅଭିଯୋଗର ସମାଧାନ ଆମର ପ୍ରାଥମିକତା, ଆପଣ ନିଜ ସୁବିଧା ଅନୁସାରେ ଅଭିଯୋଗ ପଞ୍ଜୀକରଣ କରିପାରିବେ |