ମୋର କେନ୍ଦୁଝର ଗସ୍ତ ଅବସରରେ ସ୍ଥାନୀୟ ଲୋକଙ୍କଠାରୁ ମିଳିଥିବା ଅପାର ପ୍ରେମ ଏବଂ ଭବ୍ୟ ସ୍ୱାଗତ ପାଇଁ ମୁଁ ଆପଣମାନଙ୍କ ସମସ୍ତଙ୍କ ନିକଟରେ ସର୍ବଦା କୃତଜ୍ଞ।
07 Dec, 2025

ମୋର କେନ୍ଦୁଝର ଗସ୍ତ ଅବସରରେ ସ୍ଥାନୀୟ ଲୋକଙ୍କଠାରୁ ମିଳିଥିବା ଅପାର ପ୍ରେମ ଏବଂ ଭବ୍ୟ ସ୍ୱାଗତ ପାଇଁ ମୁଁ ଆପଣମାନଙ୍କ ସମସ୍ତଙ୍କ ନିକଟରେ ସର୍ବଦା କୃତଜ୍ଞ।

କେନ୍ଦୁଝର ଗସ୍ତ ଅବସରରେ ସ୍ଥାନୀୟ ଲୋକଙ୍କଠାରୁ ମିଳିଥିବା ଅପାର ପ୍ରେମ ଏବଂ ଭବ୍ୟ ସ୍ୱାଗତ ପାଇଁ ମୁଁ ଆପଣମାନଙ୍କ ସମସ୍ତଙ୍କ ନିକଟରେ ସର୍ବଦା କୃତଜ୍ଞ। ଆର. ସି. ପ୍ରାଥମିକ ବିଦ୍ୟାଳୟରୁ ମା ତାରିଣୀଙ୍କ ମନ୍ଦିର ପର୍ଯ୍ୟନ୍ତ ବିଶାଳ ରୋଡ୍ ଶୋ’ରେ ଘଟଗାଁବାସୀଙ୍କ ଉତ୍ସାହ ମୋତେ ଅଧିକ ଶକ୍ତି ଏବଂ ପ୍ରେରଣା ଦେଇଛି ଏବଂ ଆପଣଙ୍କ ନିଃସ୍ୱାର୍ଥପର ପ୍ରେମ ପାଇଁ ମୁଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଜଣାଉଛି।

ସଦ୍ୟ ସମାଚାର

ଅଧିକ...

ଯୋଗାଯୋଗ

ମୁଖ୍ୟମନ୍ତ୍ରୀଙ୍କ ଲୋକସମ୍ପର୍କ ଅଧିକାରୀ , ଲୋକସେବା ଭବନ, ସଚିବାଳୟ ମାର୍ଗ ,
ଭୁବନେଶ୍ୱର, ଓଡ଼ିଶା- ୭୫୧୦୦୧

ଅଭିଯୋଗ ପଞ୍ଜିକରଣ

ନାଗରିକଙ୍କ ଅଭିଯୋଗର ସମାଧାନ ଆମର ପ୍ରାଥମିକତା, ଆପଣ ନିଜ ସୁବିଧା ଅନୁସାରେ ଅଭିଯୋଗ ପଞ୍ଜୀକରଣ କରିପାରିବେ |