ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱରଠାରେ ଆୟୋଜିତ ‘ଧରିତ୍ରୀ Business Eminence Awards 2026’ ରେ ଯୋଗଦେଇଛନ୍ତି।
23 Apr, 2026

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱରଠାରେ ଆୟୋଜିତ ‘ଧରିତ୍ରୀ Business Eminence Awards 2026’ ରେ ଯୋଗଦେଇଛନ୍ତି।

ଭୁବନେଶ୍ୱରଠାରେ ଆୟୋଜିତ ‘ଧରିତ୍ରୀ Business Eminence Awards 2026’ ରେ ଯୋଗଦେଇ ଓଡ଼ିଶାର ସଫଳ ଉଦ୍ୟୋଗୀ ଓ ବ୍ୟବସାୟୀମାନଙ୍କୁ ସମ୍ମାନିତ କରି ମୁଁ ଅତ୍ୟନ୍ତ ଆନନ୍ଦିତ। ଶୂନ୍ୟରୁ ସାମ୍ରାଜ୍ୟ ଗଢ଼ିଥିବା ଏହି ପ୍ରେରଣାଦାୟୀ ବ୍ୟକ୍ତିତ୍ୱମାନେ ହିଁ ଆମ ରାଜ୍ୟ ଅର୍ଥନୀତିର ପ୍ରକୃତ ସାରଥି। ଆମ ସରକାର ପାରମ୍ପରିକ ଶିଳ୍ପ ସହିତ ସେମିକଣ୍ଡକ୍ଟର, ଆଇଟି ଓ AI ଭଳି ନୂଆ ଯୁଗର ଶିଳ୍ପକୁ ସମାନ ଗୁରୁତ୍ୱ ଦେଉଥିବାବେଳେ, ଧରିତ୍ରୀ ପରିବାରର ଏହି ପ୍ରୟାସ ନିଶ୍ଚିତ ଭାବେ ଯୁବ ଉଦ୍ୟୋଗୀମାନଙ୍କୁ ନୂଆ ସ୍ୱପ୍ନ ଦେଖିବାକୁ ଉତ୍ସାହିତ କରିବ। ସମୃଦ୍ଧ ଓଡ଼ିଶା ଗଠନର ଏହି ଯାତ୍ରାରେ ଆମେ ସମସ୍ତେ ସହଭାଗୀ ହୋଇ ରାଜ୍ୟକୁ ବିଶ୍ୱ ଶିଳ୍ପ ମାନଚିତ୍ରରେ ଏକ ଅଗ୍ରଣୀ ଶକ୍ତି ଭାବେ ଉଭା କରିବା।

ସଦ୍ୟ ସମାଚାର

ଅଧିକ...

ଯୋଗାଯୋଗ

ମୁଖ୍ୟମନ୍ତ୍ରୀଙ୍କ ଲୋକସମ୍ପର୍କ ଅଧିକାରୀ , ଲୋକସେବା ଭବନ, ସଚିବାଳୟ ମାର୍ଗ ,
ଭୁବନେଶ୍ୱର, ଓଡ଼ିଶା- ୭୫୧୦୦୧

ଅଭିଯୋଗ ପଞ୍ଜିକରଣ

ନାଗରିକଙ୍କ ଅଭିଯୋଗର ସମାଧାନ ଆମର ପ୍ରାଥମିକତା, ଆପଣ ନିଜ ସୁବିଧା ଅନୁସାରେ ଅଭିଯୋଗ ପଞ୍ଜୀକରଣ କରିପାରିବେ |