ଅନୁଗୋଳର ମୋର ପ୍ରିୟ ଭାଇ ଭଉଣୀଙ୍କ ନିକଟରେ କୃତଜ୍ଞ।

17 Apr, 2026

ଆଜି ଅନୁଗୋଳର ପବିତ୍ର ମାଟିରେ ପହଞ୍ଚିବା ପରେ ଆପଣମାନେ ଯେଉଁ ଅକୁଣ୍ଠ ସ୍ନେହ ଓ ଭଲପାଇବା ଦେଇ ମତେ ସ୍ୱାଗତ କରିଛନ୍ତି, ସେଥିପାଇଁ ମୁଁ ଆପଣମାନଙ୍କ ନିକଟରେ ଚିରଋଣୀ। ଆପଣମାନଙ୍କ ଏହି ଉତ୍ସାହ ଓ ଭଲପାଇବା ମୋତେ ଜନସେବାରେ ନିୟୋଜିତ ହେବା ପାଇଁ ଅଧିକ ପ୍ରେରଣା ଦେଉଛି।

ନାରୀ କେବଳ ପରିବାରର ନୁହେଁ, ସମାଜ ଓ ଜାତିର ମୂଳ ଶକ୍ତି ଭାବେ ପରିଚିତ। ନାରୀଶକ୍ତିର ବିଶାଳ ସମାଗମ ଭବିଷ୍ୟତ…

17 Apr, 2026

ଆଜି ଅନୁଗୋଳ ଜିଲ୍ଲାରେ ଆୟୋଜିତ ନାରୀଶକ୍ତି ବନ୍ଦନ ସମ୍ମିଳନୀରେ ଯୋଗଦେଲି। ନାରୀ ହିଁ ଆମ ସମାଜର ପ୍ରକୃତ ଶକ୍ତି। ଆମ ସରକାର ‘ମହିଳା ନେତୃତ୍ୱାଧୀନ ବିକାଶ’ ପାଇଁ ପ୍ରତିଶ୍ରୁତିବଦ୍ଧ ହୋଇ ସୁଭଦ୍ରା ଯୋଜନା, ଲକ୍ଷପତି ଦିଦି କାର୍ଯ୍ୟକ୍ରମ ଓ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଭଳି ପଦକ୍ଷେପ ମାଧ୍ୟମରେ ସେମାନଙ୍କୁ ଆର୍ଥିକ ସ୍ୱାଧୀନତା ଓ ସ୍ୱାବଲମ୍ବୀ କରିବାକୁ…

ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତିରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ…

17 Apr, 2026

ଅନୁଗୋଳ ଗସ୍ତ ଅବସରରେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ନବକୃଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଲି।ସରଳତା ଏବଂ ନିଷ୍ଠାର ପ୍ରତୀକ ନବବାବୁଙ୍କ ଆଦର୍ଶ ଓଡ଼ିଶାବାସୀଙ୍କ ପାଇଁ ସର୍ବଦା ପ୍ରେରଣାର ଉତ୍ସ। ଜଣେ ସଚ୍ଚୋଟ ଜନନାୟକ ଭାବେ ଲୋକଙ୍କ ସେବା ପାଇଁ ତାଙ୍କର ଯେଉଁ ସମର୍ପଣ ଭାବ…

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ଖରିଫ୍ ଋତୁ ପାଇଁ ସାର ଉପଲବ୍ଧତା ଓ ସୁଷମ ବଣ୍ଟନ…

17 Apr, 2026

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ଏକ ଉଚ୍ଚସ୍ତରୀୟ ବୈଠକରେ ଖରିଫ ୠତୁ ପାଇଁ ସାର ଉପଲବ୍ଧତା ଓ ସୁଷମ ବଣ୍ଟନ ଉପରେ ସମୀକ୍ଷା କରି ସାରର ଲାଷ୍ଟ ମାଇଲ ଡେଲିଭରୀ ଉପରେ ଗୁରୁତ୍ବ ଦେଇଛନ୍ତି । ପ୍ରତ୍ୟେକ ଚାଷୀ, କ୍ଷୁଦ୍ର ହୁଅନ୍ତୁ ବା ନାମମାତ୍ର, ସମସ୍ତେ ଯେପରି ଆବଶ୍ୟକତା ଅନୁଯାୟୀ ସାର ପାଇବେ, ତାକୁ ସୁନିଶ୍ଚିତ କରିବାକୁ ମାନ୍ୟବର…

ସଦ୍ୟ ସମାଚାର

ଅଧିକ...

ଯୋଗାଯୋଗ

ମୁଖ୍ୟମନ୍ତ୍ରୀଙ୍କ ଲୋକସମ୍ପର୍କ ଅଧିକାରୀ , ଲୋକସେବା ଭବନ, ସଚିବାଳୟ ମାର୍ଗ ,
ଭୁବନେଶ୍ୱର, ଓଡ଼ିଶା- ୭୫୧୦୦୧

ଅଭିଯୋଗ ପଞ୍ଜିକରଣ

ନାଗରିକଙ୍କ ଅଭିଯୋଗର ସମାଧାନ ଆମର ପ୍ରାଥମିକତା, ଆପଣ ନିଜ ସୁବିଧା ଅନୁସାରେ ଅଭିଯୋଗ ପଞ୍ଜୀକରଣ କରିପାରିବେ |