ବରଗଡ଼ ଜିଲ୍ଲାର ପବିତ୍ର ମାଟିରେ "ରାଜ୍ୟସ୍ତରୀୟ ସାହସିକତା ଦିବସ" ଏବଂ ଅମର ସହିଦ ମାଧୋ ସିଂହଙ୍କ ସ୍ମୃତି…

31 Dec, 2025

ଆଜି ମୁଁ ବରଗଡ଼ ଜିଲ୍ଲାର ପବିତ୍ର ମାଟିରେ "ରାଜ୍ୟସ୍ତରୀୟ ସାହସିକତା ଦିବସ" ଏବଂ ଅମର ସହିଦ ମାଧୋ ସିଂହଙ୍କ ସ୍ମୃତି ସମାରୋହରେ ଅଂଶଗ୍ରହଣ କରିଥିଲି। ଏହି ମାଟି ସାହସ, ତ୍ୟାଗ ଏବଂ ବଳିଦାନର ନୀରବ ସାକ୍ଷୀ। ୧୮୫୭ ସ୍ୱାଧୀନତା ସଂଗ୍ରାମର ଅନନ୍ୟ ନାୟକ ସହିଦ ମାଧୋ ସିଂହ ଏବଂ ତାଙ୍କ ପରିବାରଙ୍କ ଚରମ ବଳିଦାନ ଓଡ଼ିଶାର ବୀରତ୍ୱର ଇତିହାସରେ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ।…

ବିଶ୍ଵର ସର୍ବବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ ଯୋଗ ଦେଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ…

30 Dec, 2025

୧ ହଜାର ୩୬୨ କୋଟି ଟଙ୍କାରୁ ଊର୍ଦ୍ଧ୍ୱର ୧୨୩ ଟି ପ୍ରକଳ୍ପର ଶିଳାନ୍ୟାସ ତଥା ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ୯୮୦.୫୮ କୋଟି ଟଙ୍କା ବ୍ୟୟରେ ୮୫ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ, ୩୮୨ କୋଟି ୨୬ ଲକ୍ଷ ଟଙ୍କା ମୂଲ୍ୟର ୩୮ ଟି ପ୍ରକଳ୍ପର ଉଦ୍‌ଘାଟନଧନୁଯାତ୍ରା ପାଇଁ ସ୍ୱତନ୍ତ୍ର ରଙ୍ଗମହଲ ମଞ୍ଚ (୧୨.୮୦ କୋଟି ଟଙ୍କା) ର ହେଲା ଶିଳାନ୍ୟାସବରଗଡ଼ କେନାଲର…

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱର ରେଳ ଅଡିଟୋରିୟମ୍‌ରେ ଆୟୋଜିତ ୧୪ତମ ନିଯୁକ୍ତି ମେଳାରେ ଯୋଗ…

30 Dec, 2025

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱର ରେଳ ଅଡିଟୋରିୟମରେ ଆୟୋଜିତ ଚତୁର୍ଦ୍ଦଶ ନିଯୁକ୍ତି ମେଳାରେ ଯୋଗ ଦେଇଛନ୍ତି ଏବଂ ୧୧ଟି ବିଭାଗର ୧୫୪୩ ଜଣ ପ୍ରାର୍ଥୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କାର୍ଯ୍ୟକ୍ରମରେ ସମସ୍ତଙ୍କୁ ସମ୍ବୋଧିତ କରିଛନ୍ତି।ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱରରେ ଅନୁଷ୍ଠିତ ଚତୁର୍ଦ୍ଦଶ ନିଜୁକ୍ତି ମେଳାରେ…

ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର ଜିଲ୍ଲାରେ ଆୟୋଜିତ '୪୮ତମ ରାଜ୍ୟସ୍ତରୀୟ ପାଲା ସମ୍ମିଳନୀ…

28 Dec, 2025

ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର ଜିଲ୍ଲାରେ ଆୟୋଜିତ '୪୮ତମ ରାଜ୍ୟସ୍ତରୀୟ ପାଲା ସମ୍ମିଳନୀ' ରେ ଯୋଗ ଦେଇଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ 'କଳାକାର ସହାୟତା ଯୋଜନା'ରେ ମାସିକ ଭତ୍ତା ପରିମାଣ ବୃଦ୍ଧି ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ଏହି ସହାୟତା ରାଶି ୨୦୦୦ ଟଙ୍କାରୁ ବଢ଼ି ୩୦୦୦ ଟଙ୍କା ହୋଇଛି । ୪୦ ରୁ ୮୦ ବର୍ଷ…

ସଦ୍ୟ ସମାଚାର

ଅଧିକ...

ଯୋଗାଯୋଗ

ମୁଖ୍ୟମନ୍ତ୍ରୀଙ୍କ ଲୋକସମ୍ପର୍କ ଅଧିକାରୀ , ଲୋକସେବା ଭବନ, ସଚିବାଳୟ ମାର୍ଗ ,
ଭୁବନେଶ୍ୱର, ଓଡ଼ିଶା- ୭୫୧୦୦୧

ଅଭିଯୋଗ ପଞ୍ଜିକରଣ

ନାଗରିକଙ୍କ ଅଭିଯୋଗର ସମାଧାନ ଆମର ପ୍ରାଥମିକତା, ଆପଣ ନିଜ ସୁବିଧା ଅନୁସାରେ ଅଭିଯୋଗ ପଞ୍ଜୀକରଣ କରିପାରିବେ |