ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସମ୍ବଲପୁର ଗସ୍ତ ଅବସରରେ ଓଡ଼ିଶାର କ୍ରୀଡ଼ା ମାନଚିତ୍ରରେ ସ୍ୱତନ୍ତ୍ର ପରିଚୟ ବହନ…

06 Jun, 2026

ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସମ୍ବଲପୁର ଗସ୍ତ ଅବସରରେ ଓଡ଼ିଶାର କ୍ରୀଡ଼ା ମାନଚିତ୍ରରେ ସ୍ୱତନ୍ତ୍ର ପରିଚୟ ବହନ କରୁଥିବା ସମ୍ବଲପୁର ଫୁଟବଲ ଏକାଡେମୀ ପରିଦର୍ଶନ କରି ଏହାର ଭିତ୍ତିଭୂମିର ବିକାଶ ଓ ଆଧୁନିକୀକରଣର ମାନକୁ ପ୍ରଶଂସା କରିଛନ୍ତି ।ଏକାଡେମୀ ପରିସରରେ ୧୫ କୋଟି ଟଙ୍କା ବ୍ୟୟରେ ଆରମ୍ଭ ହୋଇଥିବା ଆନ୍ତର୍ଜାତିକ ମାନର ୩ଟି FIFA ଷ୍ଟାଣ୍ଡାର୍ଡର…

ମେଡିକାଲ ଓ ଇଞ୍ଜିନିୟରିଂ ପରି ବୈଷୟିକ ଶିକ୍ଷା କ୍ଷେତ୍ରରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବର୍ଗର…

05 Jun, 2026

ମେଡିକାଲ ଓ ଇଞ୍ଜିନିୟରିଂ ପରି ବୈଷୟିକ ଶିକ୍ଷା କ୍ଷେତ୍ରରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବର୍ଗର ଶିକ୍ଷାର୍ଥୀମାନଙ୍କ ପାଇଁ ସଂରକ୍ଷଣ ବୃଦ୍ଧି ତଥା ସାମାଜିକ ଓ ଶିକ୍ଷାଗତ ପଛୁଆ ବର୍ଗର ଶିକ୍ଷାର୍ଥୀମାନଙ୍କ ପାଇଁ ସଂରକ୍ଷଣ କରିଥିବାରୁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ମନ୍ତ୍ରୀ ଓ ବିଧାୟକମାନେ ସମ୍ବର୍ଦ୍ଧିତ କରି ଧନ୍ୟବାଦ ଜଣାଇଛନ୍ତି ।

‘ଏକ୍ ପେଡ୍ ମା କେ ନାମ୍’ ବା ‘ମାଆଙ୍କ ପାଇଁ ଗଛଟିଏ’ ଅଭିଯାନ ଜନ୍ମଦାତ୍ରୀ ମାଆ ଓ ଧରିତ୍ରୀ ମାଆ ପ୍ରତି ଆମ ଶ୍ରଦ୍ଧା ଓ…

05 Jun, 2026

‘ଏକ୍ ପେଡ୍ ମା କେ ନାମ୍’ ବା ‘ମାଆଙ୍କ ପାଇଁ ଗଛଟିଏ’ ଅଭିଯାନ ଜନ୍ମଦାତ୍ରୀ ମାଆ ଓ ଧରିତ୍ରୀ ମାଆ ପ୍ରତି ଆମ ଶ୍ରଦ୍ଧା ଓ ସମ୍ମାନର ଏକ ଅନନ୍ୟ ନିଦର୍ଶନ । ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ଆହ୍ୱାନରେ ଆରମ୍ଭ ହୋଇଥିବା ଏହି ଅଭିଯାନ ଆଜି ଏକ ବ୍ୟାପକ ଜନ-ଆନ୍ଦୋଳନରେ ପରିଣତ ହୋଇଛି, ଯାହା ଆମକୁ ଜନ୍ମଦାତ୍ରୀ ଓ ଧରିତ୍ରୀ ମାଆଙ୍କ ପ୍ରତି ଥିବା ଆମର…

ଓଡ଼ିଆ ଅସ୍ମିତାର ଅନନ୍ୟ ପ୍ରତୀକ ‘ପିପିଲି ଚାନ୍ଦୁଆ’ ଶିଳ୍ପର ଅଭିବୃଦ୍ଧି ତଥା ସ୍ଥାନୀୟ କାରିଗରମାନଙ୍କ ସମୃଦ୍ଧି…

04 Jun, 2026

ଓଡ଼ିଆ ଅସ୍ମିତାର ଅନନ୍ୟ ପ୍ରତୀକ ‘ପିପିଲି ଚାନ୍ଦୁଆ’ ଶିଳ୍ପର ଅଭିବୃଦ୍ଧି ତଥା ସ୍ଥାନୀୟ କାରିଗରମାନଙ୍କ ସମୃଦ୍ଧି ଦିଗରେ ଆଜି ଏକ ସ୍ୱର୍ଣ୍ଣିମ ଅଧ୍ୟାୟର ଶୁଭାରମ୍ଭ ହୋଇଛି। ଆଜି ପିପିଲିଠାରେ ପ୍ରାୟ ₹୮୦ କୋଟି ବିନିଯୋଗରେ ନିର୍ମାଣ ହେବାକୁ ଥିବା ଅତ୍ୟାଧୁନିକ ‘ପିପିଲି ଚାନ୍ଦୁଆ ହସ୍ତଶିଳ୍ପ ହବ୍‌’ର ଶିଳାନ୍ୟାସ କରି ମୁଁ ଅତ୍ୟନ୍ତ ଆନନ୍ଦିତ।ମହାପ୍ରଭୁ…

ସଦ୍ୟ ସମାଚାର

ଅଧିକ...

ଯୋଗାଯୋଗ

ମୁଖ୍ୟମନ୍ତ୍ରୀଙ୍କ ଲୋକସମ୍ପର୍କ ଅଧିକାରୀ , ଲୋକସେବା ଭବନ, ସଚିବାଳୟ ମାର୍ଗ ,
ଭୁବନେଶ୍ୱର, ଓଡ଼ିଶା- ୭୫୧୦୦୧