• ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନଠାରେ 'ଗରିମା ଦିବସ ୨୦୨୬' ଅବସରରେ "ମିଶନ୍ ଜିରୋ: ସଫେଇ କାର୍ଯ୍ୟରେ ମୃତାହତ ଘଟଣାର ଅବସାନ" ଶୀର୍ଷକ ଜାତୀୟ କର୍ମଶାଳାର ଉଦ୍‌ଘାଟନ କରିବା ସହ ପ୍ରତିବର୍ଷ ଅଗଷ୍ଟ ମାସର ଚତୁର୍ଥ ଶନିବାରକୁ 'ଗରିମା ଦିବସ' ଭାବେ ପାଳନ କରାଯିବ ବୋଲି ଘୋଷଣା କରିଛନ୍ତି । "ଯେଉଁ ହାତ ଆମକୁ ସ୍ୱଚ୍ଛତା ଦିଏ, ସେହି ହାତର ଗରିମା ରକ୍ଷା କରିବା ଆମର ଦାୟିତ୍ୱ" - ଏହି ବାର୍ତ୍ତା ସହ ସଫେଇ କର୍ମଚାରୀଙ୍କ ସୁରକ୍ଷା ଓ ମାନସମ୍ମାନକୁ ପ୍ରାଥମିକତା ଦେଇ ବିପଦପୂର୍ଣ୍ଣ ସଫେଇ କାର୍ଯ୍ୟରେ ଆଧୁନିକ ମେସିନ୍, ରୋବୋଟିକ୍ସ ଓ ନୂତନ ଟେକ୍ନୋଲୋଜିର ବ୍ୟବହାର ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ।

22 Aug, 2026

ସଫେଇ କର୍ମଚାରୀଙ୍କ ସୁରକ୍ଷାକୁ ଗୁରୁତ୍ୱ: ପ୍ରତିବର୍ଷ ଅଗଷ୍ଟ ଚତୁର୍ଥ ଶନିବାର ‘ଗରିମା ଦିବସ’

ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନଠାରେ 'ଗରିମା ଦିବସ ୨୦୨୬' ଅବସରରେ "ମିଶନ୍ ଜିରୋ: ସଫେଇ କାର୍ଯ୍ୟରେ ମୃତାହତ ଘଟଣାର ଅବସାନ" ଶୀର୍ଷକ ଜାତୀୟ କର୍ମଶାଳାର ଉଦ୍‌ଘାଟନ କରିବା ସହ ପ୍ରତିବର୍ଷ ଅଗଷ୍ଟ ମାସର ଚତୁର୍ଥ ଶନିବାରକୁ 'ଗରିମା ଦିବସ' ଭାବେ ପାଳନ କରାଯିବ ବୋଲି ଘୋଷଣା କରିଛନ୍ତି ।
"ଯେଉଁ ହାତ ଆମକୁ ସ୍ୱଚ୍ଛତା ଦିଏ, ସେହି ହାତର ଗରିମା ରକ୍ଷା କରିବା ଆମର ଦାୟିତ୍ୱ" - ଏହି ବାର୍ତ୍ତା ସହ ସଫେଇ କର୍ମଚାରୀଙ୍କ ସୁରକ୍ଷା ଓ ମାନସମ୍ମାନକୁ ପ୍ରାଥମିକତା ଦେଇ ବିପଦପୂର୍ଣ୍ଣ ସଫେଇ କାର୍ଯ୍ୟରେ ଆଧୁନିକ ମେସିନ୍, ରୋବୋଟିକ୍ସ ଓ ନୂତନ ଟେକ୍ନୋଲୋଜିର ବ୍ୟବହାର ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ବୀମା ରାଶି ପ୍ରଦାନ, ବାସଗୃହ ପାଇଁ ୱାର୍କ ଅର୍ଡର ବଣ୍ଟନ ସହ ଆଧୁନିକ ସୁରକ୍ଷା ଉପକରଣ ପ୍ରଦର୍ଶନୀର ଉଦ୍‌ଘାଟନ କରାଯାଇଥିବା ବେଳେ ୮ଟି ରାଜ୍ୟରୁ ଆସିଥିବା ବିଶେଷଜ୍ଞ ଓ କେନ୍ଦ୍ରୀୟ ପଦାଧିକାରୀମାନେ ଓଡ଼ିଶାର 'ଗରିମା ଯୋଜନା' ଓ 'ଜିରୋ ଫାଟାଲିଟି' ସଂକଳ୍ପକୁ ଦେଶ ପାଇଁ ଏକ ଉଦାହରଣ ଭାବେ ଅଭିହିତ କରିଛନ୍ତି ।

ସଦ୍ୟ ସମାଚାର

ଅଧିକ...

ଯୋଗାଯୋଗ

ମୁଖ୍ୟମନ୍ତ୍ରୀଙ୍କ ଲୋକସମ୍ପର୍କ ଅଧିକାରୀ , ଲୋକସେବା ଭବନ, ସଚିବାଳୟ ମାର୍ଗ ,
ଭୁବନେଶ୍ୱର, ଓଡ଼ିଶା- ୭୫୧୦୦୧

ଅଭିଯୋଗ ପଞ୍ଜିକରଣ

ନାଗରିକଙ୍କ ଅଭିଯୋଗର ସମାଧାନ ଆମର ପ୍ରାଥମିକତା, ଆପଣ ନିଜ ସୁବିଧା ଅନୁସାରେ ଅଭିଯୋଗ ପଞ୍ଜୀକରଣ କରିପାରିବେ |