• ଆଜି ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମଠାରେ  ‘ନିଶାମୁକ୍ତ ଯୁବ - ବିକଶିତ ଭାରତ ସଂକଳ୍ପ ଅଭିଯାନ’ର ଶୁଭାରମ୍ଭ କାର୍ଯ୍ୟକ୍ରମରେ ଯୋଗଦେଲି। ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କ ଦୂରଦୃଷ୍ଟିସମ୍ପନ୍ନ ଦିଗଦର୍ଶନରେ ଆରମ୍ଭ ହୋଇଥିବା ଏହି ଜାତୀୟ ଅଭିଯାନ ଆମ ଯୁବଶକ୍ତିକୁ ଏକ ସୁସ୍ଥ, ଶୃଙ୍ଖଳିତ ଓ ସଂସ୍କାରପୂର୍ଣ୍ଣ ରାଷ୍ଟ୍ର ଗଠନ ଦିଗରେ ଏକଜୁଟ କରିବାରେ ଏକ ଯୁଗାନ୍ତକାରୀ ପଦକ୍ଷେପ ।  MYBharat, NSS, ଶିକ୍ଷାନୁଷ୍ଠାନ ଓ ଯୁବ ସଂଗଠନର ସ୍ୱେଚ୍ଛାସେବୀମାନଙ୍କ ଏହି ଗଣ-ଭାଗୀଦାରୀ ଆମର ସାମାଜିକ ଓ ସଂସ୍କୃତିକ ସୁରକ୍ଷାକୁ ଆହୁରି ମଜବୁତ କରିବ । ରାଜ୍ୟରେ ବେଆଇନ ନିଶା ସିଣ୍ଡିକେଟ୍‌ଗୁଡ଼ିକୁ ସମ୍ପୂର୍ଣ୍ଣ ନିର୍ମୂଳ

02 Aug, 2026

ଓଡ଼ିଶାରେ 'ନିଶାମୁକ୍ତ ଯୁବ - ବିକଶିତ ଭାରତ' ଅଭିଯାନର ଶୁଭାରମ୍ଭ

ଆଜି ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମଠାରେ  ‘ନିଶାମୁକ୍ତ ଯୁବ - ବିକଶିତ ଭାରତ ସଂକଳ୍ପ ଅଭିଯାନ’ର ଶୁଭାରମ୍ଭ କାର୍ଯ୍ୟକ୍ରମରେ ଯୋଗଦେଲି। ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କ ଦୂରଦୃଷ୍ଟିସମ୍ପନ୍ନ ଦିଗଦର୍ଶନରେ ଆରମ୍ଭ ହୋଇଥିବା ଏହି ଜାତୀୟ ଅଭିଯାନ ଆମ ଯୁବଶକ୍ତିକୁ ଏକ ସୁସ୍ଥ, ଶୃଙ୍ଖଳିତ ଓ ସଂସ୍କାରପୂର୍ଣ୍ଣ ରାଷ୍ଟ୍ର ଗଠନ ଦିଗରେ ଏକଜୁଟ କରିବାରେ ଏକ ଯୁଗାନ୍ତକାରୀ ପଦକ୍ଷେପ ।  MYBharat, NSS, ଶିକ୍ଷାନୁଷ୍ଠାନ ଓ ଯୁବ ସଂଗଠନର ସ୍ୱେଚ୍ଛାସେବୀମାନଙ୍କ ଏହି ଗଣ-ଭାଗୀଦାରୀ ଆମର ସାମାଜିକ ଓ ସଂସ୍କୃତିକ ସୁରକ୍ଷାକୁ ଆହୁରି ମଜବୁତ କରିବ । ରାଜ୍ୟରେ ବେଆଇନ ନିଶା ସିଣ୍ଡିକେଟ୍‌ଗୁଡ଼ିକୁ ସମ୍ପୂର୍ଣ୍ଣ ନିର୍ମୂଳ କରିବା ପାଇଁ ଆମ ସରକାର 'ଶୂନ୍ୟ ସହନଶୀଳତା' (Zero Tolerance) ନୀତି ଆପଣାଇଛନ୍ତି ।

ଆଗାମୀ ୧୦୦ ସପ୍ତାହ ପର୍ଯ୍ୟନ୍ତ ନିରବଚ୍ଛିନ୍ନ ଭାବେ ଚାଲିବାକୁ ଥିବା ଏହି ବ୍ୟାପକ ସାମାଜିକ ଆନ୍ଦୋଳନରେ କ୍ରୀଡ଼ା, ଫିଟନେସ, ଯୋଗ ଓ ସଂସ୍କାରକୁ ପାଥେୟ କରି ଯୁବସମାଜକୁ ସଠିକ୍ ଦିଗଦର୍ଶନ ଦିଆଯିବ । ପ୍ରତ୍ୟେକ ନାଗରିକଙ୍କ ସହଯୋଗ ଓ ନିଷ୍ଠାପର ସଂକଳ୍ପ ବଳରେ ଆମେ ଆମ ଯୁବଶକ୍ତିକୁ ନିଶାମୁକ୍ତ କରିବା ସହ ସମୃଦ୍ଧ ଓଡ଼ିଶା ଓ ବିକଶିତ ଭାରତର ସଂକଳ୍ପକୁ ସାକାର କରିବା ।

ଯୋଗାଯୋଗ

ମୁଖ୍ୟମନ୍ତ୍ରୀଙ୍କ ଲୋକସମ୍ପର୍କ ଅଧିକାରୀ , ଲୋକସେବା ଭବନ, ସଚିବାଳୟ ମାର୍ଗ ,
ଭୁବନେଶ୍ୱର, ଓଡ଼ିଶା- ୭୫୧୦୦୧

ଅଭିଯୋଗ ପଞ୍ଜିକରଣ

ନାଗରିକଙ୍କ ଅଭିଯୋଗର ସମାଧାନ ଆମର ପ୍ରାଥମିକତା, ଆପଣ ନିଜ ସୁବିଧା ଅନୁସାରେ ଅଭିଯୋଗ ପଞ୍ଜୀକରଣ କରିପାରିବେ |