ନୂଆଦିଲ୍ଲୀରେ ଆୟୋଜିତ ଜାତୀୟ ପଞ୍ଚାୟତ ପୁରସ୍କାର-୨୦୨୫ ରେ ଓଡ଼ିଶା ୫ଟି ଜାତୀୟ ପୁରସ୍କାର ହାସଲ କରିବା ଆମ ପାଇଁ ଅତ୍ୟନ୍ତ ଗର୍ବ ଓ ଗୌରବର ବିଷୟ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି ।
04 Jun, 2026

ନୂଆଦିଲ୍ଲୀରେ ଆୟୋଜିତ ଜାତୀୟ ପଞ୍ଚାୟତ ପୁରସ୍କାର-୨୦୨୫ ରେ ଓଡ଼ିଶା ୫ଟି ଜାତୀୟ ପୁରସ୍କାର ହାସଲ କରିବା ଆମ ପାଇଁ ଅତ୍ୟନ୍ତ ଗର୍ବ ଓ ଗୌରବର ବିଷୟ । ଗଞ୍ଜାମ ଜିଲ୍ଲାକୁ ୩ଟି, କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲ୍ଲାକୁ ଗୋଟିଏ ଲେଖାଏଁ ପୁରସ୍କାର ମିଳିଛି । ତୃଣମୂଳ ସ୍ତରରେ ସାମୂହିକ ସହଭାଗିତା, ସୁଶାସନ ଓ ନିରବଚ୍ଛିନ୍ନ ସେବା ମନୋଭାବର ଏହି ସଫଳତା ଆମକୁ ବିକଶିତ ଓଡ଼ିଶା ଗଠନ ଦିଗରେ ଅଧିକ ଉତ୍ସାହିତ କରିଛି । 
ଏହି ଉଲ୍ଲେଖନୀୟ ସଫଳତା ପାଇଁ ସମ୍ପୃକ୍ତ ସମସ୍ତ ଜିଲ୍ଲା ପ୍ରଶାସନ, ଅଧିକାରୀ, ଜନପ୍ରତିନିଧି ଓ ସ୍ଥାନୀୟ ଜନସାଧାରଣଙ୍କୁ ମୋର ଆନ୍ତରିକ ଅଭିନନ୍ଦନ ଜଣାଉଛି । ଆଗାମୀ ଦିନରେ ଆମର ଏହି ପ୍ରୟାସ ଏବଂ ସଫଳତାର ଧାରା ଆହୁରି ବ୍ୟାପକ ହେଉ ।
 
ସଦ୍ୟ ସମାଚାର

ଅଧିକ...

ଯୋଗାଯୋଗ

ମୁଖ୍ୟମନ୍ତ୍ରୀଙ୍କ ଲୋକସମ୍ପର୍କ ଅଧିକାରୀ , ଲୋକସେବା ଭବନ, ସଚିବାଳୟ ମାର୍ଗ ,
ଭୁବନେଶ୍ୱର, ଓଡ଼ିଶା- ୭୫୧୦୦୧