• ଗାଡ଼କଣ ଓ ଘାଟିକିଆରେ ଦୁଇଟି ସୁଲଭ ଆବାସ ପ୍ରକଳ୍ପ ଲୋକାର୍ପିତ, ହିତାଧିକାରୀଙ୍କୁ ଗୃହ ଚାବି ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

13 Oct, 2026

ଗାଡ଼କଣ ଓ ଘାଟିକିଆରେ ଦୁଇଟି ସୁଲଭ ଆବାସ ପ୍ରକଳ୍ପ ଲୋକାର୍ପିତ, ହିତାଧିକାରୀଙ୍କୁ ଗୃହ ଚାବି ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଗାଡ଼କଣସ୍ଥିତ ‘ମୁକ୍ତେଶ୍ଵର ରେସିଡେନ୍ସି’ ଏବଂ ଘାଟିକିଆସ୍ଥିତ ‘ନୀଳକଣ୍ଠେଶ୍ଵର ନିବାସ’ ସୁଲଭ ଆବାସିକ ପ୍ରକଳ୍ପର ଲୋକାର୍ପଣ କରି ହିତାଧିକାରୀ ପରିବାରଙ୍କୁ ଗୃହ ଚାବି ହସ୍ତାନ୍ତର କରିଛନ୍ତି । ସମାବେଶୀ ନଗର ଉନ୍ନୟନକୁ ଗୁରୁତ୍ୱ ଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ‘PMAY-Urban BANDHU’ ଅଧୀନରେ ସୁଲଭ ଭଡ଼ା ଆବାସ ପ୍ରକଳ୍ପର ଶିଳାନ୍ୟାସ କରିବା ସହ ହିତାଧିକାରୀଙ୍କୁ ଗୃହ ଋଣ ସହାୟତା ଏବଂ ସୁସ୍ଥ ନାଗରିକ ଜୀବନଶୈଳୀ ପାଇଁ ଭୁବନେଶ୍ୱରର ବିଭିନ୍ନ ବିକଶିତ ଖେଳପଡ଼ିଆକୁ ଲୋକାର୍ପଣ କରିଛନ୍ତି ।

ସଦ୍ୟ ସମାଚାର

ଅଧିକ...

ଯୋଗାଯୋଗ

ମୁଖ୍ୟମନ୍ତ୍ରୀଙ୍କ ଲୋକସମ୍ପର୍କ ଅଧିକାରୀ , ଲୋକସେବା ଭବନ, ସଚିବାଳୟ ମାର୍ଗ ,
ଭୁବନେଶ୍ୱର, ଓଡ଼ିଶା- ୭୫୧୦୦୧

ଅଭିଯୋଗ ପଞ୍ଜିକରଣ

ନାଗରିକଙ୍କ ଅଭିଯୋଗର ସମାଧାନ ଆମର ପ୍ରାଥମିକତା, ଆପଣ ନିଜ ସୁବିଧା ଅନୁସାରେ ଅଭିଯୋଗ ପଞ୍ଜୀକରଣ କରିପାରିବେ |